ଜାଣନ୍ତୁ ଶ୍ରୀମନ୍ଦିର ଗୁମୁଟ ଉପରୁ ଡେଇଁ ପଡି ଆ-ତ୍ମହ-ତ୍ୟା କରିଥିବା କି-ନ୍ନ-ର ବଳରାମ ର ଶେ-ଷକୃ-ତ୍ୟ କିପରି ସମ୍ପନ୍ନ ହେଲା ।

ସତରେ ସାମଜରେ ଏ କି ବିଚିତ୍ର ନିୟମ,ବଂଚିଥିବା ବେଳେ ଜୀବନସାରା ଅନେକ ନିନ୍ଦା ଅନେକ ଅପମାନ, କିନ୍ତୁ କଣ ପାଇଁ ସେଥିରେ ତାଙ୍କର ଭୁଲ କଣ ?ଭୁଲ କଣ ଏଏଇଟା ସେ ପୁଅ ର ବି ଗଣା ଯାଉନାହାନ୍ତି କି ଝିଅରେ ବି ସେ ତଥାପି ଜଣେ ର-କ୍ତ ମାଂସରେ ତିଆରି ଜଣେ ମଣିଷ ତାଙ୍କୁ ବି କଷ୍ଟ ହୁଏ ତାଙ୍କର ବି ଗୋଟେ ମନ ଅଛି |ବଞ୍ଚିଥିବା ବେଳେ ଏତେ ଲାଞ୍ଚନା ମ-ଲା ପରେ ମଧ୍ୟ୍ୟ ଏପରି ଅନେକ ରୀତିନୀତି ତାଙ୍କ ପାଇଁ କାହିଁକି ଧାର୍ଯ୍ୟ ସେ କଣ ପାଇଁ ସାଧାରଣଭାବରେ ଅ-ଗ୍ନିଧା-ହରେ ଜ-ଳିପା-ରିବେ ନାହିଁ ଜା-ଳିବା ପାଇଁ ବି ଏତେ ଅଙ୍କୁଶ କିନ୍ତୁ କଣ ପାଇଁ |ଆସନ୍ତୁ ଜାଣିବା କିନ-ରଙ୍କ ଅ-ଗ୍ନିଧା-ହର ଵିଧି ।ଯେତେବେଳେ ଜଣେ କିନର ଶେଷ ନି-ଶ୍ୱା-ସ ତ୍ୟା-ଗ କରେ ସେତେବେଳେ ଯଦି ଦିନ ହୋଇଥାଏ ଏହି ଘଟ-ଣାକୁ ଲୁ-ଚେ-ଇ ଦିଆ ଯାଏ ଆଉ ରାତି ହେଲେ ଆରମ୍ଭ ହୋଇଥାଏ ପୂଜାଵିଧି

ବହୁଚରୀ ମାତାଙ୍କ ପୂଜା କରାଯାଇଥାଏ ପ୍ରଥମେ ଘରର ଅଗଣାରେ ମୃ-ତ କିନ-ରଙ୍କୁ ହଳଦୀ ମାଖି ଗଧେଇ ଦିଆ ଯାଇଥାଏ ।ପରେ ସୂତା ଶାଢ଼ୀ ପିନ୍ଦେଇ ଦିଆଯାଇ ଅଳତା ସିନ୍ଦୁରରେ ସଜାଇ ଦିଆଯାଇଥାଏ |ସତେ ଯେପରି ସାଧବା ନାରୀଙ୍କୁ ସଜାଇଲା ଭଳି |ପରେ ମୃ-ତ କି-ନ-ର ସାଥି ମାନେ ଚପଲ ରେ ଶ-ବକୁ ମ-ରିଥା-ନ୍ତି |ହାୟ ହାୟ କହି ନିଜ ଛାତିକୁ ଚା-ପୁ-ଡ଼ା ଚା-ପୁ-ଡ଼ା ଉପରେ ମ-ରିଥା-ନ୍ତି |ଆର ଜନ୍ମକୁ ପୁଅ କିମ୍ବା ଝିଅ ଜନ୍ମ ଦେବା ପାଇଁ ଚିତ୍ତକାର କରିଥାନ୍ତି |

ଆଉ ତା ପରେ ମୃ-ତ କି-ନ-ର ପାଦରେ ପାଳ ଦୌଡି ବନ୍ଧା ଯାଇ 3ଥର ଟାଣିଥାନ୍ତି |ପରେ ମୃ-ତ ଶାରୀ-ରକୁ ମାଟିରେ ପୋତି ଦିଆଯାଇଥାଏ |ଆଉ ଯେଉଁ ମାନେ ଜଗନ୍ନାଥ ଧର୍ମରେ ବିଶ୍ୱାସ କରିଥାନ୍ତି ସେମାନଙ୍କ ଶାରୀରକୁ ଦା-ହ କରିଦିଆ ଯାଇଥାଏ |କଥାରେ ଏହି ସମୟର ଦୃ-ଶ୍ୟକୁ ଯଦି କେହି ପୁରୁଷ ଭୁଲ ବାସ୍ତତଃ ଦେଖି ଥାଏ ସେ ରାଜା ହୋଇଥାଏ |ଆଉ ଯିଏ ଥଟା ପରି-ହାସ କରିଥାଏ ତା ପରିବାରରେ କେହି ନା କେହି କି-ନ-ର ଜନ୍ମ ନେଇଥାଏ |ଠିକ ଏପରି ଭାବରେ ବଳରାମଙ୍କ ଶେଷ କୃତ୍ୟ ସମାପ୍ତ କରାଯାଇ ଥିଲା

Leave a Reply

Your email address will not be published. Required fields are marked *