ଘରେ ଏକା ରୋଷେଇ କରୁଥିଲା ଯୁବତୀ ..ପଶିଗଲେ ଯୁବକ ..ଜୋ-ର ଜବ-ରଦ-ସ୍ତ କଲେ ଦୁ-ଷ୍କ-ର୍ମ

ଆଜିର ସମାଜରେ ଆତ-ଙ୍କିତ କରିବା ଭଳି କାର୍ଯ୍ୟ କଲାପ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ଚୋ-ରି, ଡକା-ୟତି, ହ-ତ୍ୟା ଓ ଦୁ-ଷ୍କ-ର୍ମ ଭଳି ଘଟ-ଣାରେ ପୂର୍ଣ୍ଣଛେଦ ପଡୁନାହିଁ । ବଦଳିନି ଆଜିବି ମଣିଷର ନିମ୍ନ ମାନ-ସିକତା ଓ ଦୁ-ଷ୍କ-ର୍ମ କରିବା ଭଳିଆ ନିମ୍ନ ଧାରଣା । ସେଭଳି ଏକ ଘ-ଟଣା ମୁତାବକ ଘରେ କେହି ନଥିଲେ । ୧୪ ବର୍ଷର ନାବା-ଳିକା ଜଣଙ୍କ ଘରେ ରୋଷେଇ କରୁଥିଲେ । ଚାଉଳ ଧୋଉଥିଲେ ଆଉ ସେହି ସମୟରେ ସେ ଗାଁର ୩୫ ବର୍ଷୀୟ ଯୁବକ ଜଣେ ତାଙ୍କ ଘରେ ପଶି ଏହି ନାବା-ଳିକା ଜଣକଙ୍କୁ ଦୁ-ଷ୍କ-ର୍ମ କରିଛନ୍ତି

ସଞ୍ଜୟ ଗିରି ନାମକ ୩୫ ବର୍ଷୀୟ ଯୁବକ ଘର ଭିତରେ ପଶି ନାବା-ଳିକାଙ୍କୁ ଦୁ-ଷ୍କ-ର୍ମ କରିଛନ୍ତି । ଯେତେବେଳେ ସେ ଦେଖିଲେ ଯେ ଘରେ କେହି ନାହିଁ ତାର ସୁଯୋଗ ନେଇ ଘର ଭିତରେ ପଶିଥିଲେ ଯୁବକ ଜଣଙ୍କ ଆଉ ତାପରେ ଜବରଦସ୍ତି କରି ତାଙ୍କ ସହ ଦୁ-ଷ୍କ-ର୍ମ କରିଥିଲେ । ତେବେ ଏଭଳି ଲ-ଜ୍ଜାଜ-ନକ ଘ-ଟ-ଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରେ । ଉକ୍ତ ଗ୍ରାମର ସଞ୍ଜୟ ଗିରି ନାମକ ୩୫ ବର୍ଷୀୟ ଯୁବକ ନାବା-ଳିକା ଜଣକଙ୍କୁ ଜୋ-ର୍ ଜବ-ରଦ-ସ୍ତ ଉଠାଇ ନେଇ ଦୁ-ଷ୍କ-ର୍ମ କରିଥିବା ନେଇ ପୀ-ଡି-ତାଙ୍କ ମାଆ ତଲାଚୁଆ ସାମଗ୍ରିକ ଥା-ନାରେ ଲିଖିତ ଅଭି-ଯୋଗ ଦେଇଥିବା ଜଣା ପଡିଛି ।

ତେବେ ଗତ ଏପ୍ରିଲ ୨୮ ତାରିଖରୁ ଅଭି-ଯୋଗ କରାଯାଇଥିଲେ ମଧ୍ୟ ତାଳଚୁଆ ସାମୁଦ୍ରିକ ଥା-ନା ଆଇ-ଆଇ-ସି ଶ୍ରୀକାନ୍ତ ବାରିକ୍ ମା-ମ-ଲା ରୁ-ଜୁ କରି ଚୁପ୍ ବସିଯାଇଥିଲେ । ଏବଂ ଆସାମୀ ଜଣକ ତାଲଚୁଆ ଅଞ୍ଚଳରେ ଖୁଲମ୍ ଖୁଲା ବୁଲୁଥିବା ବେଳେ ପୋ-ଲି-ସ୍ କାର୍ଯ୍ୟାନୁଷ୍ଠାନ ନେଉ ନଥିଲା । ତେବେ ଏଭଳି ଅଭି-ଯୋଗ କରିବା ସହିତ ନାବା-ଳିକାଙ୍କ ସବୁ ପରିବାର ଭ-ୟବୀ-ତ ଅବସ୍ଥାରେ ରହିଥିବା ନେଇ କହିଛନ୍ତି ପୀ-ଡି-ତାଙ୍କ ମା ।

ଅପରପକ୍ଷରେ ଅଭି-ଯୁକ୍ତ ଜଣଙ୍କ ଆଗୁଆ ଜା-ମି-ନ୍ ପାଇଁ ଅଦା-ଲତରେ ଆବେଦନ କରିଥିବାରୁ ପୋ-ଲି-ସ୍ ସେଥିପାଇଁ ବୋଧହୁଏ ସମୟ ଗଡ଼ାଉଥିବା ନେଇ ସ୍ଥାନୀୟ ଅଞ୍ଚଳରୁ ସୂଚନା ପ୍ରାପ୍ତ ହୋଇଛି । ଆଉ ଶେଷରେ ନ୍ୟା-ୟ ପାଇଁ ପୀ-ଡି-ତା ଆଉ ତାଙ୍କ ମାଆ ପଟ୍ଟାମୁଣ୍ଡାଇ ଆସି ଏସ-ଡି-ପି-ଓଙ୍କୁ ଭେଟିଛନ୍ତି । ତେବେ ଏସ-ଡି-ପି-ଓ ସଂଧ୍ୟାରାଣୀ ବେହୁରିଆ ଘଟ-ଣାକୁ ଗମ୍ଭୀରତା ସହକାରେ ନେଇ ତଦନ୍ତ କରି ବହୁତ ଜଲ୍ଦୀ ଦୋ-ଷୀ ବିରୁ-ଦ୍ଧରେ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତି-ଶ୍ରୁତି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *