ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆ କେତେ ଆଗକୁ ଗଲାଣି, ଲୋକ ମାନେ ବହୁତ ଶିକ୍ଷିତ ମଧ୍ୟ ହେଲେଣି। ଆଜିର ଦୁନିଆରେ ଲୋକମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି ଏହା ତ ଆପଣମାନେ ଭଲ ଭାବରେ ଜାଣିଥିବେ ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି।
ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ, ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି।ତେବେ ଏହି ଭିଡ଼ିଓ ଗୁଡିକରେ ଆପଣମାନେ ଜୀବଜନ୍ତୁ ମାନଙ୍କର ଏପରି କା-ରନା-ମା ଦେଖିବେ,ଯାହା ଆପଣ ବିଶ୍ଵାସ କରି ପାରିବେନି।
ଗୋଟିଏ କୁକୁର ଦୁଃ-ର୍ଭା-ଗ୍ୟ ବଶତଃ ସିଂହ ର ଚିଡ଼ିଆଖାନା ରେ ପଶି ଯାଇଥିଲା । ସମସ୍ତେ ଭାବିଲେ କୁକୁର ର ଖେଳ ଶେଷ,ମାତ୍ର ସିଂହ କୁକୁର ପାଖକୁ ଆସି ହାଣ୍ଡସେକ୍ କଲା ଆଉ ଚୁମା ମଧ୍ୟ ଦେଲା।ଏକ ରଗବି ମ୍ୟାଚ୍ ରେ ଫିଲ୍ଡ ର ମଝିକି ଏକ ଗୁଣ୍ଡୁଚି ମୂଷା ଚାଲି ଆସିଥିଲା।ତେବେ ଗୁଣ୍ଡୁଚି ମୂଷା କୁ କିଛି ନକରି ଉଭୟ ଖେଳାଳି ଓ ଦର୍ଶକ ତାକୁ ଲାଇନ୍ ପହଞ୍ଚାଇଥିଲେ। ଯେତେବେଳେ ଗୁଣ୍ଡୁଚି ମୂଷା ଲାଇନ୍ ପହଁଚିଗଲା ସମସ୍ତେ ଖୁସିରେ ନାଚି ଉଠିଲେ।
ସେହିଭଳି ଏକ ରାସ୍ତାରେ ଦୁଇ ଷଣ୍ଢ ଏତେ ଜୋରରେ ଲ-ଢେ-ଇ ଲାଗିଥିଲେ ଯେ ଗୋଟିଏ ଅଟୋ କୁ ପୁରାପୁରି ଭା-ଙ୍ଗି ଦେଲେ।ପରେ ଜଣା ପଡିଲା ଯେ ଏହି ଅଟୋ ବାଲା ଟି ଲ-ଢେ-ଇ ପାଇଁ ଉ-ଷ୍କେଇ ଦେଇଥିଲା।ଗୋଟିଏ କୁକୁର ବଲ ଖେଳୁଥିବା ବେଳେ ସୁଇମିଂ ପୋଲ୍ ରେ ତା ବଲ ଟି ପଡ଼ି ଯାଇଥିଲା ,ମାତ୍ର କୁକୁର ଟି ଏକ ସୋଲ ଉପରେ ବସି ବଲ କୁ ନେଇ ଆସିଲା। ସାଧାରଣତଃ ମଣିଷ ମାନେ ପୋଲ ଗେମ୍ ଖେଳନ୍ତି, ମାତ୍ର ଗୋଟିଏ କୁକୁର ଟି ପୋଲ ଗେମ୍ ଖେଳିବାରେ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।