ବାହାଘରର 14ଦିନ ପୂର୍ବରୁ ବର ପାଇଲେ ସ୍ତ୍ରୀ ର ଉ-ଲ-ଗ୍ନ ଫୋଟ।

ସାମଜରେ ଏ କି ବିଚିତ୍ର ଘ-ଟ-ଣା ସବୁ ଘ-ଟୁଛି |ଶୁଣିଲା ବେଳକୁ ଦେହ ଟାଙ୍କୁରୀ ଉଠୁଛି |ଥରେ ଆଜିକାଲି ଝିଅମାନେ ନିଜ ମା ବାପାଙ୍କ ସମ୍ମାନ କଥା ଚିନ୍ତା କରୁନାହାନ୍ତି |ତାଙ୍କର ଏ ସାମନ୍ୟ ଭୁଲ ପାଇଁ ପିତା ମାତାଙ୍କୁ କେତେ କଥା ଶୁଣିବାକୁ ମିଳୁଥିବ ସେ କଥା ଥରେ ବି ବିଚାରୁ ନାହାନ୍ତି |ଆଜିକାଲି ଝିଅ ଜନ୍ମ କଲେ ନିନ୍ଦା କମ ନୁହେଁ କି ପୁଅ |ପ୍ରତେକ ମା ବାପା ଝିଅ ବାହା ଦେବାର ସ୍ବପ୍ନ ମନରେ ଆଙ୍କିଥାନ୍ତି ହେଲେ ଝିଅ ଯଦି ନିନ୍ଦ-ନିୟ କାର୍ଯ୍ୟ କରେ ତେବେ କଣ ଉତ୍ତର ଦେବେ ବାପା ମା ବନ୍ଧୁବାନ୍ଧବଙ୍କୁ, ପୋଡ଼ସୀଙ୍କୁ, ଆଗରେ ନ କହିଲେ ମଧ୍ୟ ପଛରେ ସମସ୍ତେ ଛି ଛି କରିଥିବେ ଝିଅ ଟି ଏଏପରି କାର୍ଯ୍ୟକରିବା ପୂର୍ଵରୁ କଣ ପାଇଁ ଥରୁଟେ ଭାବି ଦେଖନ୍ତି ନାହିଁ କଣ ହେବ ଏହାର ଫଳାଫଳ |କଣ ତାଙ୍କର ବିବେକ ଥରୁଟେ ବାଧା ଦିଏନାହିଁ

ବାହାଘର 14ଦିନ ପୂର୍ଵରୁ ବର ପାଇଲେ ସ୍ତ୍ରୀର ଉଲ-ଗ୍ନ ଫୋଟ ଆଉ ଅ-ଶୀ-ଳ ଭିଡ଼ିଓ |ଆଉ ତା ପରେ ଝିଅ ଦେଲା ବରଙ୍କ ନାଁ ରେ କେ-ସ |ଏମିତି କେ-ସ ହାଇକୋର୍ଟର ଦ୍ୱରାସ୍ତ ହେଇଛି |ବାହାଘର ଠିକ ହେଲା ବେଦି ପାଇଁ ଆଗୁଆ ଟଙ୍କା ଦିଆଗଲା |ପୁରହିତ ମଧ୍ୟ ଟଙ୍କା ନେଇଗଲେ ହେଲେ 14ଦିନ ପୂର୍ଵରୁ ବର ପାଇଲେ ଅ-ଶ୍ଳୀ-ଳ ଭିଡିଓ ଯାହା ତାଙ୍କୁ ଚକିତ କରିଦେଇଥିଲା |ସଙ୍ଗେ ସଙ୍ଗେ ବାହାଘର ଭାଙ୍ଗି ବାକୁ ଗଲେ |ବାହାଘର ଭଙ୍ଗୀବା ପ୍ରଶ୍ନ ଯେବେ ଉଠିଲା ସେତେବେଳେ ଝିଅ ଅଭି-ଯୋଗ କଲେ ତାଙ୍କୁ ବଳ-ତ୍କାର କରାଯାଇଛି |ସେ ପ୍ରେଗ-ନେଟ କରିଛନ୍ତି |ଆଗୁରୁ ଏପରି ଘ-ଟ-ଣା ଘଟୁଥିଲା କିନ୍ତୁ ଲୋକଲୋଚନକୁ ଆସୁନଥିଲା କିନ୍ତୁ ଏବେ ସୋସିଆଲ ମିଡ଼ିଆ ଶ-କ୍ତ ହେଇଗଲାଣି |

ବର୍ତମାନ ଝିଅ ହଉ କି ପୁଅ କେହିବି ଅ-ନ୍ୟା-ୟର ସ୍ୱୀ-କାର ହେବେନାହିଁ |ହେଲେ ଏ ଘଟ-ଣାଟି ଭାରି ସେନ୍ସଟିବ ଘ-ଟ-ଣା ବାହାଘର ଠିକ ହେଇଥିଲା ଆମେ ଯେହେତୁ ହିନ୍ଦୁ ଧର୍ମର ତେଣୁ ତିଥି, ବାର ସବୁ ପୁରହିତଙ୍କୁ ଡାକି ଠିକ କରାଯାଇଥିଲା |କିନ୍ତୁ ହଠାତ ଯେବେ ଅଜଣା ନଂ ରୁ ଅ-ଶୀ-ଳ ଫୋଟ ଆସିଥିଲା ସେ ପୁଅ ତାଙ୍କ ଘରେ ଜଣାଇଥିଲେ |

ପୁଅଟି ଯେତେବେଳେ 1:30ରେ ଘରକୁ ଆସିଛି ସେ ଝିଅଟି ଆସି ମୁଁ ଆ-ତ୍ମାହ-ତ୍ୟା କରିଦେବି ତୁମେ ମୋତେ ବାହା ହେବାକୁ ବାଧ୍ୟ, ସେ ପୁଅ କହିଛନ୍ତି ମୁଁ ଜାଣିସାରିଛି ତୁମର ଆଉ ଗୋଟେ ପୁଅ ସହ ସ-ମ୍ପ-ର୍କ ଅଛି |ତେଣୁ ମୁଁ ବିବାହ କରି ପାରିବି ନାହିଁ ସେ ଝିଅ ବୁଝିବାକୁ ନାରାଜ ସେ ପୁଅ କହୁଛି ମୁଁ ସବୁ ପରୀକ୍ଷା ନି-ରୀ-କ୍ଷ୍ୟ କରିବାକୁ ପ୍ରସ୍ତୁତ |ସେ ଝିଅ ମୋ ଉପରେ ମି-ଛ ଆ-ରୋ-ପ ଲଗାଉଛନ୍ତି ଏବେ ଆପଣ କୁହନ୍ତୁ କଣ ଏପିର ଝିଅ କୁ କେହିବି ବିବାହ କରିବାକୁ ରାଜି ହେବେ |

Leave a Reply

Your email address will not be published. Required fields are marked *