ବାଟ କଢ଼ାଇଲା ମନିଷପଣିଆ । କୁନି ଝିଅ ପାଇଁ ବଞ୍ଚିଗଲା ଟ୍ରାଫିକ ପୋ-ଲି-ସ ର ଜୀବନ

ମୁଣ୍ଡ ଉପରେ ଛାଇ ନାହିଁ । ଭଗବାନ ଅଛନ୍ତି ଆଉ ଏହି କଥାଟି ଗୋଟେ ବିଶ୍ଵାସର କଥା । ଭଗବାନ ସାକ୍ଷାତ ତୁମ ଆଗରେ ଉଭା ହେବେ ନାହିଁ କିନ୍ତୁ ଅନ୍ୟ କିଛି ମାଧ୍ୟମରେ ଆସି ତୁମ ଆଗରେ ଉଭା ହୋଇଯିବେ । କିନ୍ତୁ ଏହି ବିଶ୍ୱାସକୁ ପାଥେୟ କରି କେବେ କେବେ ଆମେ ସବୁ ଆମ ଭିତରେ ଥିବା ଭଗବାନଙ୍କୁ ଦେଖିବାକୁ ଚେଷ୍ଟା କରୁ ନାହିଁ । ଠିକ୍ ଯେମିତି ଏଠି ଯାଉଥିବା କିଛି ମଣିଷ ମାନଙ୍କ ଭିତରୁ ଈଶ୍ୱର ସତ୍ତା ହଜିଯାଇଛି ।

ଆପଣ କହି ପାରନ୍ତି ମ-ରି ଯାଇଛି । ଯେଉଁ ଦୃ-ଶ୍ୟ ଆପଣଙ୍କ ସମ୍ମୁଖରେ ଅଛି ସେହି ଦୃ-ଶ୍ୟରେ ଆପଣ ଇଶ୍ୱରଙ୍କ ସାକ୍ଷାତକାର ଦେଖିବାକୁ ପାଇବେ । ଭିଡିଓ ରେ ଯାହା ଦେଖିବାକୁ ମିଳିଛି ଢୁ ଢ଼ୁ ଖରାବେଳ । ଆଉ ରାସ୍ତା ଘାଟ ସବୁ ଶୁନଶାନ୍ । କାଁ ଭାଁ କେତୋଟି ଗାଡ଼ି ମଟର ଯାଉଛି । ମୁଣ୍ଡ ଉପରେ ଛାଇ ଟିକକ ନାହିଁ । ଟାଇଁ ଟାଇଁ ଖରାରେ କର୍ତ୍ତବ୍ୟନିଷ୍ଠ ହୋଇ ନିଜ ଦାୟିତ୍ୱ ତୁଲାଉଛନ୍ତି ଟ୍ରାଫିକ ପୋ-ଲି-ସ । ଲାଗୁଛି ଯେମିତି ପୋ-ଲି-ସ୍ ବାବୁ ଜଣକ ଖରା ସହି ପାରୁ ନାହାଁନ୍ତି ଅସହ୍ୟ ହେଉଛି ।

https://youtu.be/1lgz2tIXiIk

କିଛି ସମୟ ହେଲା ଏପଟ ସେପଟ ହେଉଛନ୍ତି । ବୋଧ ହୁଏ କାଉଳିଆ ଲାଗୁଛି । ପ୍ରଚଣ୍ଡ ଅଂଶୁ-ଘାତ କୁ ସହି ପାରୁ ନାହାଁନ୍ତି । ପାଖରେ ଥିବା କୌଣସି ଲୋକମାନେ ମଧ୍ୟ ଏହାକୁ ଦେଖିପାରୁ ନାହାନ୍ତି । ମାତ୍ର କାନ୍ଥରେ ଲାଗିଥିବା ସିସିଟିଭି ରେ ସବୁ ରେ-କ-ର୍ଡ ହୋଇଛି । ପୋ-ଲି-ସ୍ ଜଣକ ହଠାତ ଚେ-ତା ହରାଇ ପଡିଗଲେ । ସେହି ବାଟରେ ଅନେକ ଲୋକ ଯାଉଥିବା ସତ୍ତ୍ଵେ କେହି ଅଟକୁ ନଥିଲେ । କେହି ନ ଦେଖିକି ପଲଉଛି ତୋ ଆଉ କେହି ଦେଖିକି ନ ଦେଖିଲା ଭଳି ରାସ୍ତା କାଟି ଚାଲି ଯାଉଛନ୍ତି ।

କେହି ମଧ୍ୟ ସେହି ପୋ-ଲି-ସ୍ ବାବୁକୁ ଉ-ଦ୍ଧା-ର କରିବାକୁ ଉଦ୍ୟମ କରୁନାହାନ୍ତି । କଥାରେ ଅଛି କିଛି ଭଲ ଲୋକଙ୍କ ପାଇଁ ଦୁନିଆ ଚାଲିଛି । ତାର ଉଦାହରଣ ଏଠାରେ ଦେଖିବାକୁ ମିଳିଛି । ସେପଟେ ସ୍କୁଟିରେ ଯାଉଥିଲେ ଜଣେ ମା ଆଉ ତାଙ୍କ ଝିଅ । ହଠାତ୍ କୁନି ଝିଅଟି ପୋ-ଲିସକୁ ଦେଖି ତାର ମାଆକୁ ଚି-ତ୍କା-ର କରି ଗାଡ଼ି ଅଟକାଇବାକୁ କହିଲା । ଏହାପରେ ମା ଝିଅ ପୋ-ଲି-ସ୍ ଜଣଙ୍କୁ ପାଣି ଛାଟ ମା-ରି-ବା ସହିତ ପାଣି ପିଇବାକୁ ଦେଲେ ଏବଂ ତାଙ୍କ ପିଠି ଆଉଁଶିଦେଲେ । ଏଭଳି ଘ-ଟ-ଣା ଦିଲ୍ଲୀରେ ଦେଖିବାକୁ ମିଳିଥିବାର ସୂଚନା ରହିଛି ।

Leave a Reply

Your email address will not be published. Required fields are marked *