୪ ବର୍ଷର ଝିଅ ସାମ୍ନାରେ ସ୍ତ୍ରୀକୁ ହ-ତ୍ୟା କଲା ସ୍ୱାମୀ । ଅଭି-ଯୁକ୍ତ ସ୍ୱାମୀକୁ ଗି-ର-ଫ କଲା ପୋ-ଲି-ସ

ରାଜଧାନୀରେ ପୁଣି ଏକ ହ-ତ୍ୟାକା-ଣ୍ଡ ହୋଇଛି । ପାରିବାରିକ କଳ-ହରୁ ଏକ କରୁଣ ପରିଣତି ଲୋ-ମଟା-ଙ୍କୁରା ଚିତ୍ର ସାମ୍ନାକୁ ଆସିଛି । ରାତି ଅଧରେ ୪ବର୍ଷର ଝିଅ ସମ୍ମୁଖରେ ପତ୍ନୀଙ୍କୁ ହ-ତ୍ୟା କରିଛି ସଇ-ତାନ ସ୍ୱାମୀ । ସହିଦନଗର ଥା-ନା ଦୁର୍ଗାପୁର ପାଟଣା ଗାଁରେ ଏଭଳି ଅଭା-ବନୀ-ୟ ଘ-ଟଣା ଦେଖିବାକୁ ମିଳିଛି । ମୃ-ତ-କ ହେଲେ ୨୭ ବର୍ଷୀୟ ଲିଲି ଦାଶ୍ । ପତ୍ନୀଙ୍କୁ ହ-ତ୍ୟା କରିଥିବା ଅଭି-ଯୁକ୍ତ ସ୍ୱାମୀ ସୌଭାଗ୍ୟ ରଞ୍ଜନ ଦାଶ (୩୫)ଙ୍କୁ ଗି-ର-ଫ କରି କୋର୍ଟ ଚା-ଲା-ଣ କରିଛି ସହିଦନଗର ଥା-ନା ପୋ-ଲି-ସ ।

ସୌଭାଗ୍ୟ ପେସାରେ ଜଣେ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର୍ ବୋଲି ଜଣା ପଡ଼ିଛି । “ସାଇଣ୍ଟିଫିକ ଟିମ ହ-ତ୍ୟା ସ୍ଥାନରେ ପହଞ୍ଚି ପ୍ରମାଣ ସଂଗ୍ରହ କରିଛି । ଅଭି-ଯୁକ୍ତକୁ ପୋ-ଲି-ସ ଅଟକ ରଖା ଯାଇଛି । ପ୍ରାଥମିକ ତଦ-ନ୍ତରୁ ଜଣା ପଡ଼ିଛି ଏହା ପାରିବାରିକ କ-ଳ-ହ । ଯାହା ଫଳରେ ବିଳମ୍ବିତ ରାତିରେ ଲିଲିକୁ ହ-ତ୍ୟା କରାଯାଇଥିବା ସୂଚନା ମିଳିଛି । ତେବେ ପରିବାର ଲୋକଙ୍କ ଅଭି-ଯୋଗ ପରେ ମା-ମ-ଲା ରୁ-ଜ୍ଜୁ କରି ତ-ଦ-ନ୍ତ କରାଯିବ,” କହିଛନ୍ତି ଭୁବନେଶ୍ୱର ଜୋନ-୫ ଏସିପି ସଂଜୀବ ଶତପଥୀ ।

ପରିବାର ଲୋକଙ୍କ ସୂଚନା ଅନୁସାରେ ସୌଭାଗ୍ୟ ଲିଲିଙ୍କୁ ଦ୍ଵିତୀୟ ବିବାହ  କରିଥିଲେ । ସେମାନଙ୍କର ଚାରି ବର୍ଷର ଏକ କନ୍ୟା ସନ୍ତାନ ଅଛି । ସୌଭାଗ୍ୟ ପ୍ରତି ଦିନ ମ-ଦ ପିଇ ଘରେ ଗ-ଣ୍ଡଗୋ-ଳ କରେ । ଲିଲିଙ୍କ ଶ୍ୱଶୁରଙ୍କ କହିବା କଥା ହେଲାକି ତାଙ୍କ ପୁଅର ହିଁ ଟିକେ ମୁଣ୍ଡ ଦୋ-ଷ ଥିଲା । ଆଉ ଗତକାଲି ସନ୍ଧ୍ୟାରେ ସୌଭାଗ୍ୟର ମୁଣ୍ଡ ଦୋ-ଷ ବାହାରି ଥିଲା । ସେ ଘରେ ସମସ୍ତଙ୍କୁ ମା-ରପି-ଟ କରିଥିଲା । ଯାହାକୁ ପାରିଲା ପି-ଟି ଚାଲିଲା । ନିଜ ବାପା ମାଆ ଭାଇ ଭାଉଜ ସ୍ତ୍ରୀକୁ କାଠ ଫାଲିଆରେ ଆକ୍ର-ମଣ କରିଥିଲା । ଏହା ଦେଖିବା ପରେ ପୁରା ପରିବାର ଛତ୍ରଭାଙ୍ଗ ଦେଇଥିଲେ ।

ଏହା ପରେ ସେ ନିଜ ସ୍ତ୍ରୀକୁ ଏକ ପଥରରେ ଛେଚି ଚାଲିଥିଲା । ଯ-ନ୍ତ୍ର-ଣାରେ ଲିଲି ଚି-ତ୍କା-ର କରୁଥିବା ବେଳେ ନିଜ ୪ ବର୍ଷର ଝିଅ ଏହା ଦେଖୁଥିଲା । କୁନି ଝିଅ ଆଗରେ ବାପା ମାଆଙ୍କୁ ପି-ଟିପି-ଟି ମା-ରି ଦେଇଥିଲା । ଏଥିରେ ଦୁଃ-ଖ ପ୍ରକାଶ କରି ସୌଭାଗ୍ୟଙ୍କ ବାପା କହିଛନ୍ତି କି ବୋହୂ ବଦଳରେ ତାଙ୍କ ପୁଅ ମ-ରିଯା-ଇଥିଲେ ଭଲ ହୋଇଥାନ୍ତା । ଏବେ ସେ ଟିକି ଝିଅଟିର ଦାୟିତ୍ଵ କିଏ ନେବ । ତେବେ ଏହି ଘ-ଟ-ଣା ସ୍ଥାନୀୟ ଅଞ୍ଚଳ ସହିତ ସାରା ଓଡ଼ିଶାରେ ଚାଞ୍ଚଲ୍ୟ ଖେଳାଇଛି ।

Leave a Reply

Your email address will not be published. Required fields are marked *