ନିରଞ୍ଜନ ଏବେ ନିଜ ସ୍ତ୍ରୀଙ୍କୁ ଝୁରୁଛନ୍ତି,ନିଜ ଭୁଲକୁ ବୁଝି ସ୍ତ୍ରୀଙ୍କୁ ମାଗୁଛନ୍ତି ଭୁଲ…..

ମାନସ ହତ୍ୟା ମାମଲାରେ ଗୋଟିଏ ପରେ ଗୋଟିଏ ରୋଚକ ତଥ୍ୟ ପଦାକୁ ଆସିବାରେ ଲାଗିଛି।ମାନସ ସ୍ବାଇଁ ଙ୍କ ହ-ତ୍ୟାକା-ଣ୍ଡ ମା-ମ-ଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ଜାଣିବାକୁ କ୍ରାଇମବ୍ରାଞ୍ଚ୍ ପାଉଛନ୍ତି।ୱେବ୍ ପୋର୍ଟାଲ୍ ମାଲିକାଣୀ ବା ମୁଖ୍ୟ ଅଭି-ଯୁକ୍ତ ଶର୍ମିଷ୍ଠା ମଧ୍ୟ ସବୁ ସତ କଥା ମାନିଛନ୍ତି।

ଏଯାଏଁ ଯେଉଁ ମେମୋରି ଚିପ ପାଇଁ ମାନସ ଙ୍କ ହ-ତ୍ୟା କରାଯାଇଛି ସେହି ବିଷୟରେ କ୍ରାଇମବ୍ରାଞ୍ଚ୍ ଙ୍କୁ କିଛି କହୁନାହାନ୍ତି ଶର୍ମିଷ୍ଠା।ବର୍ତ୍ତମାନ ତ-ଦ-ନ୍ତ ଜାରି ରହିଛି।ବର୍ତ୍ତମାନ ଶର୍ମିଷ୍ଠା ଙ୍କ ଚ୍ୟାନେଲ ର ଶେଷ ଭିଡିଓ ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇ ରାଲ ହେବାରେ ଲାଗିଛି।ସେହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ଜଣେ ପୁରୁଷ ବିବାହିତ ହୋଇ ମଧ୍ୟ ଆଉ ଜଣଙ୍କ ସହିତ ସ-ମ୍ପ-ର୍କ ରଖିଛନ୍ତି।ଯୁବତୀ ଙ୍କ ସହିତ ତାଙ୍କ ଘରେ ରୋ-ମା-ନ୍ସ କରୁଥିଲେ।ସେହି ସମୟରେ ତାଙ୍କ ସ୍ତ୍ରୀ ଚାଲି ଆସିଥିଲେ।

ତେଣୁ ସ୍ବାମୀ ଜଣଙ୍କ ତାଙ୍କ ପ୍ରେମିକା ଙ୍କୁ ଲୁ-ଚା-ଇ ଦେଇଥିଲେ।ସ୍ତ୍ରୀ ଜଣଙ୍କ ଏକଥା ଜାଣିପାରି ନଥିଲେ।ପ୍ରେମିକା ସେଠୁ ଚାଲି ଯାଇଥିଲେ। ଏହିସବୁର ପ୍ରକୃତ ଖେଳାଳି ନିରଞ୍ଜନଙ୍କୁ ଏବେ ଶର୍ମିଷ୍ଠାଙ୍କ ପ୍ରେମ ବହୁତ ଖରାପ ଲାଗିଲାଣି, ଆଉ ଏବେ ଖାଲି ଘର ପରିବାର ଓ ପିଲା ଛୁଆଙ୍କ କଥା ମନେ ପଡୁଛି। ନିରଞ୍ଜନ ନିଜ ସ୍ତ୍ରୀଙ୍କୁ କହିଛନ୍ତି, ମୁଁ ତୁମ ପ୍ରତି ବହୁତ ଅ-ନ୍ୟା-ୟ କରିଛି ବହୁତ ଭୁଲ୍ କରିଛି

ତୁମ ଭଳି ସୁନ୍ଦରୀ ସ୍ତ୍ରୀକୁ ଛାଡିଦେଇ ମୁଁ ସେ ଶର୍ମିଷ୍ଠା ପଛରେ ପଡିଥିଲି ସିଏ ମୋତେ ତାର ପ୍ରେମ ଜା-ଲରେ ଫ-ସା-ଇ ଦେଇଥିଲା। ମୁଁ ଏବେ ମୋ ଭୁଲ୍ ବୁଝି ପାରିଛି, ଆଉ ସେହି ଶର୍ମିଷ୍ଠାକୁ ମୁଁ ମନ ଦେଇ ବହୁତ ବଡ ଭୁଲ୍ କରିଦେଇଛି। ମୋତେ ସେ ଶର୍ମିଷ୍ଠା ତା ପ୍ରେମ ଜା-ଲରେ ଏପରି ଫ-ସା-ଇ ଦେଇଛି ଯେ ମୁଁ ଏବେ ମୁକୁଳିବାକୁ ଚାହୁଁଛି ହେଲେ ବାଟ ପାଉନାହିଁ।

Leave a Reply

Your email address will not be published. Required fields are marked *