କଲ୍ ଡିଟେଲସ୍ କହିବ ଅସଲ ଖିଲାଡୀ କିଏ ! ସାମ୍ନାକୁ ଆସିବ ସବୁ ଗୁମର ହେଲେ ପୋ-ଲି-ସ ଗି-ର-ଫ କଲେ ତ ….

ଆଜିର ଯୁବପିଢି ମାନେ ଦୁନିଆ ଠାରୁ ଗୋଟେ ପାଦ ଆଗରେ ଚାଲୁଛନ୍ତି କହିଲେ କିଛି ବି ଭୁଲ୍ ହେବ ନାହିଁ, କାରଣ ଆଜିକାଲିର ପିଲାମାନେ ନିଜର ବୟସ ଯେଉଁ ସବୁ କାମ କରୁଛନ୍ତି ତାହା ବହୁତ ଖରାପ ଲାଗୁଛି। ଏବେର ପିଲାମାନେ ନିଜର ବୟସ ଅନୁସାରେ ବହୁତ ବଡ ବଡ କାମ କରୁଛନ୍ତି, ଆଗପଛ କିଛି ବି ଚିନ୍ତା କରୁ ନାହାଁନ୍ତି, ସମାଜକୁ କି ନିଜର ପରିବାର ପାଇଁ କିଛି ବି ଭାବୁ ନାହାଁନ୍ତି। ସେମାନେ କିଛି କିଛି ଖରାପ କାମ କରି ଦେଉଛନ୍ତି ଯାହାକି ଏହି ସମାଜ ଆଖିରେ ବହୁତ ଖରାପ କାମ। ଖାଲି ଯୁବପିଢି ହିଁ ନୁହେଁ ବୟସ୍କ ବ୍ୟକ୍ତି ମାନେ ବି ଏପରି କିଛି ଖରାପ କାମ କରୁଛନ୍ତି ଏପରି କିଛି ଖରାପ ସମ୍ପର୍କ ଗଢି ଦେଉଛନ୍ତି ଯାହାକି ଏହି ସମାଜ ଆଗରେ ଏକ ବହୁତ ଖରାପ କଥା।

ବର୍ତ୍ତମାନ ସମୟରେ ଏକ ବହୁତ ବଡ଼ ଖବର ସାମ୍ନାକୁ ଆସିଛି।କଲ ରେ-କ-ର୍ଡ କହିବ ସିଲସିଲା ସତୀ ନା ଅସତୀ।ତାଙ୍କର ସମ୍ପର୍କ ଥିଲା ନା ନଥିଲା।ତେବର ତାଙ୍କର କଲ ଡିଟେଲସରେ ରହିଛି ସବୁ ପ୍ରଶ୍ନର ଉତ୍ତର।ଇଞ୍ଜିନିୟରଙ୍କ ସ୍ତ୍ରୀ ସିଲସିଲାଙ୍କ କଲ ରେ-କ-ର୍ଡ ହିଁ କହିବ ତାଙ୍କର ଡ୍ରାଇଭରଙ୍କ ସହିତ ସମ୍ପର୍କ ଥିଲା ନା ସମ୍ପର୍କ ନଥିଲା।ସେ କେତେ ଥର କଥା ହୋଇଥିଲେ।ତାଙ୍କର ଚ୍ୟା-ଟ ଡିଟେଲସହିଁ କହିଦେବ ସେ କେତେଥର କଥା ହୋଇଥିଲେ।କଲ ଡିଟେଲସରୁ ଏହା ମଧ୍ୟ ଜଣା ପଡିଯିବ ଯେ ଏହି ସ୍ୱାମୀ ସ୍ତ୍ରୀ ଏବଂ ଡ୍ରାଇଭରଙ୍କ ମଧ୍ୟରେ କଣ ସବୁ ଚାଲିଛିଏହାସହିତ ସୁପାରୀ କଥାଟି ମଧ୍ୟ ଜଣା ପଡିଯିବ।

ଏହା ସହିତ ରି-ପୋ-ର୍ଟ ମଧ୍ୟ ଜଣାପଡିବ।ସି ଡି ଆର ରି-ପୋ-ର୍ଟ ଆନାଲିସିସ ପାଇଁ ଏବଂ ଏହି ରି-ପୋ-ର୍ଟର ତଥ୍ୟ ସଂଗ୍ରହ କରିବା ପାଇଁ ଆବଶ୍ୟକ ପଡିବ ପ୍ରଥମେ ସିଲସିଲାଙ୍କୁ ଆ-ରେ-ଷ୍ଟ କରିବା ପାଇଁ ବା ପୋ-ଲି-ସ ଗିର-ଫକୁ ନେବା ପାଇଁ।ବା ତାଙ୍କୁ ଥା-ନାକୁ ଡାକି ଜେ-ରା କରିବା ପାଇଁ।ତେବେ ଏହି କଥା ସାମ୍ନାକୁ ଆସୁଛି ଯେ କେବେ ଗି-ର-ଫ ହେବେ ସିଲସିଲା।ସିଲସିଲା ଯାହାଙ୍କ ନାମରେ ଏତେ ସବୁ କଥା ସାମ୍ନାକୁ ଆସିଛି ଏତେ ସବୁ ଚର୍ଚ୍ଚା ହେଉଛି ତାଙ୍କ ଉପରେ ଅନେକ କା-ଣ୍ଡ କରାଯିବ।

ସିଲସିଲାଙ୍କ ବି-ରୁ-ଦ୍ଧରେ ତାଙ୍କ ସ୍ୱାମୀ ମଞ୍ଚେଶ୍ୱର ଥା-ନାରେ ଆଣିଥିଲେ ସଙ୍ଗୀନ ଅଭି-ଯୋଗ।ବିନାୟକ ବେହେରାଙ୍କୁ।ଡ୍ରାଇଭର ଅଶୋକ ଏବଂ ଦୁଇଜଣ ସହଯୋଗୀଙ୍କ ମଧ୍ୟରେ ଜିତୁ ପ୍ରଧାନ ମଧ୍ୟ ଥିଲା।ସେମାନେ ଅତି ଭୀଷଣ ଭାବରେ ପି-ଟିଥିଲେ ବିନାୟକ ବେହେରାଙ୍କୁ।ଏଥିରେ ସେ କ୍ଷ-ତ ବି-କ୍ଷତ ହୋଇପଡିଥିଲେ ଏବଂ ସେ ସିଧା ଆସି ଏହା ବିରୁ-ଦ୍ଧରେ ମଞ୍ଚେଶ୍ୱର ଥା-ନାରେ ଅଭି-ଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *