ହେ ଭଗବାନ …ବି-ଷଧ-ର ସାପ ଅହିରାଜ ସହିତ ଖେଳ..ଦେଖନ୍ତୁ ଭିଡ଼ିଓ

ଲୋକମାନେ ଦିନକୁ ଦିନ ନିଜର ବ୍ୟବସାୟ ପାଇଁ ବେଳେ ବେଳେ ନି-ରୀ-ହ ପଶୁଙ୍କ ଜୀବନ ନେବାକୁ ମଧ୍ୟ ପୋଛାଉ ନାହାନ୍ତି। ଯାହା ଫଳରେ ହୁଏ ତ ଜନସାଧାରଣଙ୍କ ର ମଧ୍ୟ ଜୀବନ ଯାଇପାରେ ।ଏକ ବି-ଷଧ-ର ସାପକୁ କାନ୍ଧରେ ପକାଇ ନୃତ୍ୟ କରୁଛନ୍ତି ଏହି ଅସାଧୁ ଲୋକୋ ଆଉ ଏହା ଦ୍ବାରା ପଇସା ରୋଜଗାର କରୁଛନ୍ତି କିଛି ଅସାଧୁ ଲୋକ। ଆଗରୁ ଅନେକ ସାପ ସହିତ ଲୋକେ ଖେଳ ଦେଖାଉ ଥିବାର ଭିଡିଓ ତ ଆପଣମାନେ ଦେଖିଥିବେ। ଆଉ ତାହା କେତେ ଭ-ୟାନ-କ ହୋଇଥାଏ ତାହା ମଧ୍ୟ ଆପଣ ଜାଣିଥିବେ

ହେଲେ ଏବେ ସବୁଠୁ ବି-ଷଧ-ର ସାପ ଅହିରାଜ ସହିତ ଖୁଲମ୍ ଖୁଲା ଖେଳିବାର ଭିଡିଓ ଆବେ ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରଳ ହେବ ରେ ଲାଗିଛି । ଥରେ ଭାବନ୍ତୁ ତ ସାପୁଆ କେଳା ର ବେକରେ ପଢିଥିବା ସାପ ଯଦି କାମୁ-ଡିଦି-ଏ ତାହାଲେ କେହି ବଞ୍ଚିବେନି । ତଥାପି ଏହିପରି ଭ-ୟଙ୍କ-ର ଖେଳକୁ ଶହ ଶହ ଲୋକୋ ଜାଣି ମଧ୍ୟ ଦେଖୁଛନ୍ତି । ଆଉ ଏହି ଭିଡିଓ ଟି ହେଉଛି ଗଞ୍ଜାମ ଜିଲ୍ଲା ଆସିକା ବ୍ଲକରେ ଯୋଉଠି ଛୋଟ ଛୋଟ ପିଲା ମାନେ ମଧ୍ୟ ଏହି ଖେଳ ଦେଖି ବାରୁ ବାଦ୍ ପଢ଼ୁ ନାହାନ୍ତି।

ଆଉ ଏହି ଗ୍ରାମ ରେ ଚାଲିଥିଲା ଏହି ଗ୍ରାମ ର ପୌରାଣିକ ନାଟକ ହରି ଭକ୍ତ ପ୍ରହଲ୍ଲାଦ ର ପୌରାଣିକ ନାଟକ । ଆଉ ଏହି ନାଟକ ରେ ବି-ଷଧ-ର ସାପ କୁ ଦ-ଣ୍ଡ ଦେବାର ସମୟ ରେ ଏହି ବି-ଷଧ-ର ସାପ କୁ ସେ ପଦ-ର୍ଷଣ କରିଥିଲେ ଦର୍ଶକ କ ସାମ୍ନା ରେ। ଏଥରେ କଥା ଉଠିଛି କି ବନ ବିଭାଗ କରୁଚି କଣ । ସବୁ ଦେଖି ସବୁ ଜାଣି ସେ କିପରି ଏହି ବି-ଷଧ-ର ସାପ ସହିତ ଖେଳିବାର ଦେଉଚି ଅନୁମତି ।

Leave a Reply

Your email address will not be published. Required fields are marked *