ପୁଣି ସାମ୍ନାକୁ ଆସିଲା ଆଉ ଏକ କୀର୍ତନ ଭିଡ଼ିଓ ; ଥରେ ଦେଖିଲେ ବାରମ୍ବାର ଦେଖିବାକୁ ଇଛା ହେଉଛି …

ଆପଣମାନେ ତ ଜାଣିଥିବେ ଆଜିର ଏହି ଦୁନିଆରେ ଲୋକମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରାରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ।ଅନେକ କିଛି ଭିଡିଓ, ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି। ଏବେ ମଧ୍ୟ ସେହିଭଳି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଭିଡିଓ ଦେଖିବାକୁ ମିଳିଛି।

ଆପଣମାନେ ତ ନିଶ୍ଚିତ ଭାବେ କୀର୍ତ୍ତନ ଦେଖିଥିବେ, ଆଉ ଏବେ ତ ଆଧୁନିକ ଭାବରେ କୀର୍ତ୍ତନ ଦେଖିବାକୁ ମିଳୁଛି।ଗାଁ ଗହଳିରେ ଆଦି ପାଲା, ଦାଶ କାଠିଆ ବର୍ତ୍ତମାନ ସୁଦ୍ଧା ମଧ୍ୟ ଚାଲୁଅଛି। ଗାଁ ରେ ଯଦି କୌଣସି ଛୋଟ ପିଲାର ପୂଜା କରାଯାଏ, ସେଥିରେ ମଧ୍ୟ ପାଲା ଓ ଦାଶ କାଠିଆ ଦେଖିବା ପାଇଁ ମିଳିଥାଏ। ଏହି କୀର୍ତ୍ତନ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି।ଉଭୟ ପୁରୁଷ ଓ ନାରୀ ମାନେ ଅତି ସୁନ୍ଦର ଢଙ୍ଗ ରେ କୀର୍ତନ କରୁଛନ୍ତି। ଅଭିନୟ କରିଥିବା ଲୋକମାନେ ଭଲ ଭଲ ପୋଷାକ ପିନ୍ଧି କୀର୍ତ୍ତନ କରୁଛନ୍ତି।

ହରେ ରାମ ହରେ ରାମ ଗୀତରେ ସମସ୍ତେ ଝୁମିବାକୁ ଲାଗିଛନ୍ତି ।ଛୋଟ ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତ ଲୋକ ଏହାକୁ ଦେଖିବାକୁ ଆସିଛନ୍ତି।ହରେ କୃଷ୍ଣ ଗୀତକୁ ସେମାନେ ଏକ ଅଭିନବ ଉପାୟରେ ଗାଉଛନ୍ତି।ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରହିଛି।ଅନେକ ଲୋକ ଏହି ଭିଡିଓକୁ ଦେଖୁଛନ୍ତି। ଲୋକମାନେ ଦେଖିବା ପାଇଁ ବହୁତ ଭିଡ଼ ଜମାଇଛନ୍ତି।କିନ୍ତୁ ଯାହାବି ହେଉ ଏସବୁ କୁ ଦେଖି ଏବେବି ଏକ ଭାବ ପ୍ରକାଶ ପାଉଛି ଏବଂ ମନ ଭିତରେ ଏକ ଭକ୍ତି ଜାଗ୍ରତ ହେଉଛି।

ସେହିଭଳି ଏକ ଦୃ-ଶ୍ୟ ଏଠାରେ ଦେଖିବାକୁ ମିଳିଛି। ଯାହାକୁ ଦେଖି ଲୋକେ ବହୁତ୍ ପସନ୍ଦ କରୁଛନ୍ତି। ଏଠାରେ ଉଭୟ ମହିଳା ଏବଂ ପୁରୁଷ କୀର୍ତନ କରୁଥିବା ଗାୟକ ବହୁତ୍ ସୁନ୍ଦର୍ ଭାବରେ ବଙ୍ଗଳା ରେ ମିଠା ସ୍ଵରରେ ହରେକୃଷ୍ଣ ହରେରାମ ନାମ ନେଉଛନ୍ତି। ସେମାନେ ଯେଉଁଭଳି ଭାବରେ ଗାଉଛନ୍ତି ତାହା ଶୁଣିଲେ ଆପଣ ବି ମୁଗ୍ଧ ହୋଇଯିବେ। ତାଙ୍କ ସ୍ୱର ଶୁଣି ଲାଗୁଛି ସେମାନେ ଭକ୍ତି ଗଦଗଦ କଣ୍ଠରେ ଏହାକୁ ଗାଉଛନ୍ତି। ଅଷ୍ଟମପ୍ରହରୀ ର ନାମ ସଙ୍କୀର୍ତ୍ତନ ର ଭିଡିଓ ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଖୁସି ହେବେ।ଏହି ଗୀତ ଶୁଣି ନିଶ୍ଚୟ ଆପଣଙ୍କ ମନ ମୁଗ୍ଧ ହୋଇଯିବ।

Leave a Reply

Your email address will not be published. Required fields are marked *