ଅଧା ବାଟରେ ହାତ ଛାଡ଼ି ଚାଲିଗଲା ପ୍ରେମିକା। ଆଉ ଦୁଃ-ଖରେ ଆ-ତ୍ମହ-ତ୍ୟା କଲା ପ୍ରେମିକ ..

କୁହାଯାଏ ପ୍ରେମ ହେଉଛି 2ଟି ଆତ୍ମାର ମିଳନ,ପ୍ରେମ ଦେଖେନା ଜାତି, ଧର୍ମ।ପ୍ରେମ ମାନେନା ବାଧା ବି-ଘ୍ନ ।ତୁମକୁ ମୁଁ ଜୀବନଠାରୁ ମଧ୍ୟ ଅଧିକ ଭଲପାଉଥିଲି ।ସକାଳରୁ ରାତି ଯାଏଁ ପ୍ରତିଟି ଘଟ-ଣାରେ ମୁଁ ତୁମକୁହିଁ ଦେଖୁଥିଲି ଅନୁଭବ କରୁଥିଲି ।ତୁମ ବ୍ୟତିତ ଦ୍ୱିତୀୟ ଝିଅ ବିଷୟରେ ମୁଁ କେବେ ସ୍ବପ୍ନରେ ଚିନ୍ତା କରିନି ଆମେ ସାଙ୍ଗ ହୋଇ କେତେ ବୁଲୁଥିଲେ ,କେତେ ସ୍ୱପ୍ନ ସାଥିହୋଇ ଦେଖୁଥିଲେ।

କେତେ ଆଶା ମନରେ ବାନ୍ଧି ଥିଲେ ତୁମେ କଣ ସେ ସବୁ ଘଟ-ଣାକୁ ସତରେ ଭୁଲିଗଲ।କେମିତି ତୁମ ହୃଦୟରେ ଆଉ ଜଣଙ୍କୁ ଜାଗା ଦେଇପାରିଲ।ବ୍ରେକ-ଅପ ପୂର୍ଵରୁ ଥରେ ଆମ ପୁରୁଣା ଦିନ ସବୁ ମନେ ପକାଇ ଦେଖ।କେତେ ସହଜରେ କହିଦେଲ ଯେ ଆମର ଆଉ କେବେ ଦେଖା ହେବନି ଠିକ ଅଛି.. ତୁମେ କାହା ସହ ବି ରହିପାର ହେଲେ ସେ ସବୁ ଦେଖିବା ପାଇଁ ମୁଁ କିନ୍ତୁ ପୃଥିବୀରେ ନଥିବି, ହୁଏତ ତୁମ ସହ ପୁଣି ଦେଖା ହେବ ଆର ଜନ୍ମରେ

ବଲାଙ୍ଗୀର ଜ଼ିଲ୍ଲା ପୁଇତୋଳା ଗାଁ ରେ ସଞ୍ଜୀବଜେନାଙ୍କ 22ବର୍ଷୀୟ ପୁଅ ପ୍ରତାପ ଜେନା ।ପ୍ରେମରେ ପାଗଳ ଥିଲେ ହେଲେ ସେ ପ୍ରେମହିଁ ନେଇଗଲା ତାଙ୍କ ଜୀବନ ।ବେକରେ ଦୌଡ଼ି ଲଗାଇ ଆ-ତ୍ମହତୀ-ୟା କରିଛନ୍ତି ।ଦୀର୍ଘ 2ବର୍ଷ ହେବ ସେ ଜଣେ ଝିଅ କୁ ଭଲ ପାଇ ଆସୁଥିଲେ କିନ୍ତୁ କିଛି ଦିନ ହେବ ଝିଅ ଜଣଙ୍କ ଅନ୍ୟପୁଅଙ୍କୁ ଭଲ ପାଇ ବସିଥିଲେ। ଏହା ଜଣା ପଡିବା ପରେ ଭା-ଙ୍ଗି ପଡ଼ିଥିଲେ ପ୍ରତାପ।ଗତକାଲି ରାତିରେ ଶେଷ ଥର ପାଇଁ ସେ ନିଜ ପ୍ରେମିକାକୁ ଭେଟି ଥିଲେ ଝିଅଟି 2ବର୍ଷ ପ୍ରେମକୁ ପ୍ର-ତ୍ୟାଖି-ଆନ କରିବା ପରେ ଏଏହାକୁ ସହିପାରିନଥିଲେ ।

ପ୍ରତାପ ଘରକୁ ଫେରି ଦୌଡ଼ି ଲଗାଇ ଆ-ତ୍ମହ-ତ୍ୟା କରିଥିଲେ ।ସେହି ରାତିରେ ଘରଲୋକ ଦୌଡ଼ିରୁ ଶ-ବକୁ କାଢି ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ଆଣିଥିଲେ। ହସ୍ପିଟାଲରେ ଡାକ୍ତର ପ୍ରତାପ କୁ ମୃ-ତ ଘୋଷଣା କରିଛନ୍ତି ପୋଇତଳା ପୋ-ଲି-ସ ଶ-ବ ବିବେ-ଚ୍ଛେଦ କରି ପୋ-ଷ୍ଟମୋ-ଟମ ପାଇଁ ପଠାଇ ଦେଇଛି।ଏବେ ବଲାଙ୍ଗୀର ଜ଼ିଲ୍ଲା ରେ ପ୍ରତାପର ଆ-ତ୍ମହ-ତ୍ୟା କୁ ନେଇ ଖୁବ ଚର୍ଚ୍ଚା। ପ୍ରେମର ଅନ୍ତ କଣ ଆ-ତ୍ମାହ-ତ୍ୟା,ପ୍ରେମିକା କଣ ବାପ ମା ଙ୍କ ଭଲ ପାଇବା ଠାରୁ ବଡ଼।

Leave a Reply

Your email address will not be published. Required fields are marked *