କହୁ କହୁ ଷ୍ଟେଜ ଉପରେ କଣ କହିଦେଲେ ରାଣୀ ପଣ୍ଡା,ଶୁଣିଲେ ଆପଣମାନଙ୍କ ମୁଣ୍ଡ ଖରାପ ହୋଇଯିବ !

ବନ୍ଧୁଗଣ ଯାତ୍ରା ଜଗତର ଏହି ଚର୍ଚ୍ଚିତ ମୁହଁ ରାନୀ ପଣ୍ଡା ଙ୍କୁ କିଏ ବା ନ ଜାଣେ । ସର୍ବଦା ବା-ଦ ବିବା-ଦରେ ରହି ଆସୁଥିବା ରାଣୀ ଏବେ ନିକଟରେ ଏକ ଯାତ୍ରା ମଞ୍ଚରେ କହୁ କହୁ କିଛି ଏପରି ଅଶା-ଳୀନ କଥା କହିଦେଲେ ଯାହାର ଭିଡ଼ିଓ ଏବେକାର ସମୟରେ ଭାଇରାଲ ହେବାରେ ଲାଗିଛି । ଯାତ୍ରା ପେଣ୍ଡେଲ୍ ହୁଲସ୍ତୁଲ କରି ଦେଇ ଥିବା ରାନୀଙ୍କ ବିଭିନ୍ନ ଖବରକୁ ନେଇ ସର୍ବଦା ବିବା-ଦୀୟ ଘେରରେ । ଯାତ୍ରା ହେଉ କି ପଲିଟିକସ୍, ସବୁଠି ସେ ବଦ-ନାମ୍ ।

ସେ ଯାତ୍ରାରେ ଅ-ର୍ଦ୍ଧ ନ-ଗ୍ନ ହୋଇ ନାଚିବା ହେଉ କିମ୍ବା ସରକାରଙ୍କୁ ଜବାବ୍ ଦେବା ହେଉ । ଖରାପ ଭାଷା ରେ ଆହୁରି ଅନେକ କିଛି ଏମିତି କଥା କୁହନ୍ତି ଯାହାକୁ ଶୁଣିଲେ ସମସ୍ତେ ମଧ୍ୟ ତା-ଜୁ-ବ୍ ହୋଇଯାଇଥାନ୍ତି । ଓଡିଆ ଯାତ୍ରା ଜଗତର ଏହି ଚର୍ଚ୍ଚିତ ଚେହେରା ରାଣୀ ପଣ୍ଡା କେବେ ଯାତ୍ରା ମଣ୍ଡପରେ ବିବା-ଦୀୟ ନାୟିକା ତ କେବେ ରାଜନୀତିରେ ।

ତେବେ ସବୁବେଳେ ସେ ଏକ ଚର୍ଚ୍ଚିତ ଚେହେରା । ଏମିତି କହିଲେ ଭୁଲ୍ ହେବ ନାହିଁ ଯେ ଯେଉଁଠି ବି-ବା-ଦ ସେଇଠି ରାଣୀ ପଣ୍ଡା । ତେବେ ବିଭିନ୍ନ ପ୍ରକାର ବିବା-ଦର ଶି-କା-ର ସବୁବେଳେ ହୋଇ ଥାଆନ୍ତି ରାନୀ ପଣ୍ଡା । ତେବେ ନିଜର କ-ଟୁ ଶ-ବ୍ଦ ଓ ଭାଷା ପାଇଁ ରାଣୀ ପଣ୍ଡା ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ସେ ।

ନିକଟରେ ଏକ ଯାତ୍ରା ମଞ୍ଚରେ ସ୍ତ୍ରୀ ଲୋକମାନେ ଉପସ୍ଥିତ ନ ଥିବା କାରଣରୁ ସେ କହିଲେ କି ମାଇକିନିଆ ଆସି ନାହାନ୍ତି । ଘରୁ ଶପଥ ନେଇଥିବେ ସେମାନେ ଆସିବେନି ବୋଲି କାରଣ ରାଣୀ ପଣ୍ଡା ଆସିବ କଲେ ଲ-ଙ୍ଗ-ଳା ହୋଇଯିବ । ଆଉ ତାଙ୍କ ସ୍ଵାମୀ ମାନଙ୍କୁ ଫସେଇ ନେଇଯିବ । ରାଣୀ ପଣ୍ଡା ହେଉଛି ନାରୀ ଜାତିର କ-ଳ-ଙ୍କ । ପୂରା ତା-ଣ୍ଡ-ବ କରିବ ଦ୍ଵିତୀୟ ଖଣ୍ଡଗିରି ଭଳି ଦୃ-ଶ୍ୟ କରିବ । କାଳେ ଆଗ ପଟରୁ ଡ୍ରେସ ଖୋଲିଦେବ । ସେଥିପାଇଁ ମା ଭଉଣୀ ଆସି ନାହାନ୍ତି ।

ତେବେ ଯଲିଉଡର ସନି ଲିଓନି କୁହା ଯାଉଥିବା ରାଣୀ ପଣ୍ଡା ଏବେ ସୁଧୁରି ଯାଇ ସୁନା ଭଦ୍ର ରାଣୀ ପଣ୍ଡା ହୋଇ ଯାଇଛନ୍ତି ବୋଲି ସେ ନିଜେ କହିଛନ୍ତି । ଆଉ ଷ୍ଟେଜରେ ଲ-ଙ୍ଗ-ଳା ନ ହୋଇ ଉତ୍ପାତ କରୁ ନାହାନ୍ତି ବୋଲି ମଧ୍ୟ କହିଛନ୍ତି । ଭଦ୍ର ଉପରେ କାର୍ଯ୍ୟକ୍ରମ କରୁଛନ୍ତି ଆଉ ସିଧା ଘରକୁ ଯାଉଛନ୍ତି । ତେବେ ବିବା-ଦୀୟ ଏହି ରାଣୀ ପଣ୍ଡା ମଝିରେ କୋଭିଡ ସମୟରେ ଅସହାୟ ଲୋକଙ୍କ ସେବା ଓ ସାହାର୍ଯ୍ୟ କରି ସମାଜସେବୀ ହୋଇ ଓଡ଼ିଶାବାସୀଙ୍କ ହୃଦୟରେ ଜାଗା ବନାଇଥିବାର ନଜର ଆସିଥିଲେ ।

Leave a Reply

Your email address will not be published. Required fields are marked *