ଜେଲରୁ ଶୁଭୁଚି ଝିଆରୀ ଓ ପୁତୁରାଙ୍କ ଡାକ,ଭ-ୟରେ କାନ୍ଦୁଚି ଅପ-ରାଧି ଶିବପ୍ରସାଦ !

ଏହି କିଛିଦିନ ତଳେ ଏକ ବହୁତ ବଡ ହ-ତ୍ୟାକା-ଣ୍ଡ ଘଟିଥିଲା ଯେଉଁଥିରେ ଗୋଟିଏ ପରିବାରର ପାଞ୍ଚଜଣ ମଣିଷଙ୍କୁ ହ-ତ୍ୟା କରା ଯାଇଥିଲା। ଆଉ ଏହି ଅତ୍ୟନ୍ତ ନୃ-ଶଂ-ସ କାମ କରିଥିବା ଲୋକଟି ଆଉ କେହି ନୁହେଁ ପରିବାରର ହିଁ ଅଟେ, ଅର୍ଥାତ୍ ମୃ-ତ୍ୟୁବ-ରଣ କରିଥିବା ଯୁବକଙ୍କ ସାନ ଭାଇ ଅଟେ। ଜାଗା ବାଡି କାରଣରୁ ଝ-ଗ-ଡା ଲାଗି ଶିବ ନିଜର ଭାଇ, ଭାଉଜ ଏବଂ ତିନି ଝିଆରୀ ପୁତୁରାଙ୍କୁ ଅତ୍ୟନ୍ତ ନୃ-ଶଂ-ସ ଭାବେ ହ-ତ୍ୟା କରିଥିଲେ।

ଏହାପରେ ଶିବ ଏକ ଭିଡିଓ ମାଧ୍ୟମରେ ନିଜର ସମସ୍ତ ଦୋଷକୁ ସ୍ୱୀ-କା-ର କରିବା ସହ ପୋ-ଲି-ସ ପାଖରେ ଆସି ସବୁ କିଛି ସତ କଥା ମଧ୍ୟ ମାନିଥିଲେ।ହ-ତ୍ୟାର ଭ-ୟଙ୍କର ଛା-ତିଥରା ଦୃ-ଶ୍ୟ ସାମ୍ନାକୁ ଆସିବା ପରେ ସମସ୍ତେ କା-ନ୍ଦି ପକାଉଛନ୍ତି ।

ଭାଇ, ଭାଉଜ, ଝିଆରୀ ଓ ସୁଇ ପୁତୁରାଙ୍କୁ ନି-ର୍ମ-ମ ଭାବେ ହ-ତ୍ୟା କରିବା ପରେ କାଳେ କେହି ବଞ୍ଚି ଯାଇଥିବ ଭାବି ଘଟ-ଣାସ୍ଥ-ଳରେ ହିଁ ଏକ ଘଣ୍ଟା ଯାଏଁ ବସି ରହିଥିଲା ଶିବ।ହ-ତ୍ୟା କରିବା ପରେ ମଧ୍ୟ ସମସ୍ତଙ୍କ ଗୋଡ ହାତ ଓ ବେକର ପ୍ରମୁଖ ଶିରକୁ ଶିବ କା-ଟି ଚାଲିଥିଲା ।ଶୁଣା ଯାଉଛି କି ସେ ଜେ-ଲ ମଧ୍ୟରେ ବର୍ତ୍ତମାନ ଏକାକୀ ରହିବା ପାଇଁ ମଧ୍ୟ ଭ-ୟ କରୁଚି।ଏହା ସହିତ ଜେ-ଲ ମଧ୍ୟରେ ସେ ରହିବା ସମୟରେ ତାଙ୍କୁ ନିଜର ଝିଆରୀ ଓ ନିଜର ପୁତୁରାଙ୍କ ପାଟି ଶବ୍ଦ ଶୁଣା ଯାଉଛି ବୋଲି ସେ କହିଛନ୍ତି।

ତେବେ ନିଜର ପରିବାର ରେ ପାଞ୍ଚ ଜଣଙ୍କୁ ହ-ତ୍ୟା କରିବା ଶୁଣି ଜେ-ଲ୍ ର ସମସ୍ତ ଅପରାଧି ତାଙ୍କୁ ଦେଖିବା ପରେ ଭ-ୟ କରିଥିଲେ।ତାଙ୍କ ସହିତ କଥା ହେବା ପାଇଁ ମଧ୍ୟ କେହି ସାହାସ କରି ନଥିଲେ।କିନ୍ତୁ ବର୍ତ୍ତମାନ ସେ ଏକାକୀ ରହିବା ପାଇଁ ଭ-ୟ କରିବା ସହିତ ସେ ବାରମ୍ବାର ଜେ-ଲ ମଧ୍ୟରେ ଚି-ତ୍କା-ର କରୁଛନ୍ତି ବୋଲି ଶୁଣିବାକୁ ମିଳିଛି।

Leave a Reply

Your email address will not be published. Required fields are marked *