ସାମ୍ନାକୁ ଆସିଲା ମଡେଲ ସୌମ୍ୟ ଓ ସୋନାଲିଙ୍କ ନୂଆ ଅଡିଓ । ଶୁଣନ୍ତୁ ସୌମ୍ଯଙ୍କୁ କେମିତି କଲବଲ କରି ମ-ରିଯିବାକୁ ପ୍ରବର୍ତ୍ତାଉଛନ୍ତି ସୋନାଲି…….

ମଡେଲ ସୌମ୍ୟରଂଜନ ମୃ-ତ୍ୟୁର ଦୀର୍ଘ ଅଢ଼େଇ ମାସ ପରେ ପୋ-ଲି-ସ ମା-ମ-ଲା ରୁ-ଜୁ କରିଛି । ଓଡ଼ିଶା ହାଇକୋର୍ଟଙ୍କ ନି-ର୍ଦ୍ଦେ-ଶ ଅନୁଯାୟୀ ଭୁବନେଶ୍ୱରର ଇନଫୋସିଟି ପୋ-ଲି-ସ ଷ୍ଟେସ-ନରେ ପ୍ରେମିକା ସୋନାଲି ନନ୍ଦ ଏବଂ ତାଙ୍କ ମାଙ୍କ ବି-ରୋ-ଧରେ ମା-ମ-ଲା ରୁ-ଜୁ ହୋଇଛି । ମା- ଝିଅଙ୍କ ବିରୁ-ଦ୍ଧରେ ଧା-ରା ୩୦୬ (ଆ-ତ୍ମହ-ତ୍ୟା ପାଇଁ ଉସକାଇବା) ଏବଂ ଆଇପିସିର ଧା-ରା ୩୪ ଅନୁଯାୟୀ ମା-ମ-ଲା ରୁ-ଜୁ କରାଯାଇଛି । ତେବେ ଗତ ଜାନୁଆରୀ ୩୦ରେ ସୌମ୍ୟ ଆ-ତ୍ମହ-ତ୍ୟା କରିଥିଲେ । ତାଙ୍କ ସୁସା-ଇଡ ନୋଟରେ ସେ ତାଙ୍କ ମୃ-ତ୍ୟୁ ପାଇଁ ସୋନାଲିଙ୍କୁ ଦାୟୀ କରିଥିଲେ ।

ସୌମ୍ୟଙ୍କ ଭଉଣୀ ଏ ନେଇ ଥା-ନାରେ ଅଭି-ଯୋଗ କରିଥିଲେ । ତେବେ ସେହି ସମୟରେ ପୋ-ଲି-ସ ପକ୍ଷରୁ କୌଣସି କା-ର୍ଯ୍ୟାନୁ-ଷ୍ଠାନ ନିଆଯାଇ ନଥିଲା । କୌଣସି କା-ର୍ଯ୍ୟାନୁ-ଷ୍ଠାନ ନହେବା ନେଇ ପରିବାର ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଭୁବନେଶ୍ୱର ଡିସିପିଙ୍କୁ ଏ ନେଇ ମା-ମ-ଲା ରୁଜୁ ପାଇଁ ନିର୍ଦେଶ ଦେଇଥିଲେ । ହେଲେ ଦିନକୁ ଦିନ ମଡେଲ ଓ ବ୍ୟବସାୟୀ ସୌମ୍ୟରଞ୍ଜନ ପାଣିଗ୍ରାହୀ ଆ-ତ୍ମହ-ତ୍ୟା ମା-ମ-ଲା ସହ ଜଡ଼ିତ ନୂଆ ନୂଆ ଘ-ଟ-ଣା ସବୁ ସାମ୍ନାକୁ ଆସୁଛି ।

ତେବେ ଏହାରି ଭିତରେ ସୌମ୍ୟ ଏବଂ ସୋନାଲି ନନ୍ଦଙ୍କ ଏକ ଅଡିଓ କଲ୍ ରେ-କ-ର୍ଡ ସାମ୍ନାକୁ ଆସିଛି । ଯେଉଁ କଲ୍ ରେ-କ-ର୍ଡ ରୁ ଯାହା ଶୁଣିବାକୁ ମିଳୁଛି ସେଥିରୁ ସ୍ପଷ୍ଟ ଜଣା ପଡୁଛି ଯେ କିପରି ସୈାମ୍ୟଙ୍କୁ ପରୋକ୍ଷରେ ଆ-ତ୍ମହ-ତ୍ୟା କରିବାକୁ ପ୍ରବର୍ତ୍ତାଉଛନ୍ତି । ସୌମ୍ୟ ମା-ରିଯି-ବାର ଧ-ମ-କ ବାରମ୍ବାର ଦେଉଥିଲେ ମଧ୍ୟ ସୋନାଲି ନନ୍ଦ ଯେପରି ସେ କଥାକୁ ଖାତିର କରୁନାହାନ୍ତି । କଥାବାର୍ତ୍ତା କରିବା ସମୟରେ ସୌମ୍ୟ ଗାଡ଼ି ସାମ୍ନାକୁ ଆସିଯିବେ ଓ ମ-ରିଯି-ବେ ଏପରି କହୁଥିଲେ ମଧ୍ୟ ସୋନାଲି ତାର ମଜାକ ଉଡ଼ାଉଛନ୍ତି ଆଉ ଟାହି ଟାପୁରା କରୁଛନ୍ତି ।

ସୌମ୍ୟ କା-ନ୍ଦ କା-ନ୍ଦ ହୋଇ କଥା ହେଉଥିବା ବେଳେ ରା-ଗରେ କଥା ହେଉଛନ୍ତି ସୋନାଲି । ଏପଟେ ମଧ୍ୟ ମା-ମ-ଲାର ତ-ଦ-ନ୍ତ କରିବା ସମୟରେ ପୋ-ଲି-ସ ହାତରେ ଲାଗିଛି ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ । ସୌମ୍ୟଙ୍କ ଆ-ତ୍ମହ-ତ୍ୟା ପଛରେ ମୁଖ୍ୟ କାରଣ ହେଲା ଦାମୀ କାର । ସୋନାଲି ଏବଂ ତାଙ୍କ ମାଆ ସୌମ୍ୟଙ୍କୁ ଏକ ଦାମୀ କାର୍‌ ଉପହାର ଦେବାକୁ କହିଥିଲେ । ଏସବୁରୁ ସ୍ପଷ୍ଟ ଭାବରେ ଜଣା ପଡୁଛି ଯେ ସୌମ୍ୟଙ୍କ ଆ-ତ୍ମହ-ତ୍ୟା ପାଇଁ ପ୍ରେମିକା ସୋନାଲି ହିଁ ଦାୟୀ ବୋଲି ।

Leave a Reply

Your email address will not be published. Required fields are marked *