ସ୍ତ୍ରୀ ଓ ଶାଳୀ ହ-ତ୍ୟା ମା-ମ-ଲାରେ ନୂଆମୋଡ ; ନପୁଂ-ସକ ଥିଲେ ଭେଣେଇ !

ମାହାଙ୍ଗାରେ ଏକ ଚାଞ୍ଚଲ୍ୟକର ହ-ତ୍ୟାକା-ଣ୍ଡ ଘଟିବା ପରେ ଏବେ ଭୁବନେଶ୍ବରରେ ଡବଲ୍ ମ-ର୍ଡ-ର୍ ସାରା ଓଡିଶାରେ ଏକ ପ୍ରକାରର ଚାଞ୍ଚଲ୍ୟ ସୃଷ୍ଟି କରିଛି।୩ ଦିନ ପରେ ଘର ଭିତରୁ ସ୍ତ୍ରୀ ଓ ତାଙ୍କ ସାନ ଭଉଣୀର ମୃ-ତଦେ-ହ ଉ-ଦ୍ଧା-ର ହୋଇଛି,ସ୍ତ୍ରୀ ଓ ଶାଳୀଙ୍କୁ ହ-ତ୍ୟା ପରେ ଅଭି-ଯୁକ୍ତ ମୃ-ତଦେ-ହକୁ ଘରେ ଲୁ-ଚା-ଇ ରଖିଥିଲା । ହ-ତ୍ୟା ପରେ ହ-ତ୍ୟାକା-ରୀ ପ୍ରତିଦିନ ମୃ-ତଦେ-ହ ଦେଖିବାକୁ ଆସୁଥିବା ଅଭି-ଯୋଗ ହୋଇଛି।ରାଜଧାନୀ ଭୁବନେଶ୍ବରରେ ଡବଲ ମ-ର୍ଡ-ର ହୋଇଛି,ଚନ୍ଦ୍ରଶେଖରପୁର ଥା-ନା ହାଉସିଂବୋର୍ଡ କଲୋନୀରେ ଏହି ଜ-ଘ-ନ୍ୟ ହ-ତ୍ୟାକା-ଣ୍ଡ ଘ-ଟିଛି । ସ୍ତ୍ରୀ ଓ ଶାଳୀଙ୍କୁ ହ-ତ୍ୟା କରାଯାଇଛି ।

ଏହି ମା-ମ-ଲାରେ ସ୍ଵାମୀ ନିଜ ମୁହଁ ଖୋଲି ଛନ୍ତି,ଭୁବନେଶ୍ବର ଚନ୍ଦ୍ର ଶେଖର ପୁର ହାଉସିଙ୍ଗ କଲୋନୀରେ ଘଟିଥିବା ଛାତି ଥରା ଡବଲ ମ-ର୍ଡ-ର ମା-ମ-ଲାରେ ଅଭି-ଯୁକ୍ତ ବିଜୟ କୁମାର ଶେଠୀକୁ ଗତ କାଲି ଚନ୍ଦ୍ର ଶେଖର ପୁର ପୋ-ଲି-ସ କୋର୍ଟ ଚା-ଲା-ଣ କରିଛି। ଜା-ମି-ନ ନା ମଞ୍ଜୁର ହେବାରୁ ତାକୁ ଝାରପଡା ବି-ଚା-ର ବିଭାଗୀୟ ହାଜ-ତକୁ ପଠାଇ ଦିଆଯାଇଛି । ନିଜେ ହିଁ କ-ଟୁ-ରି ଓ ଟାଙ୍ଗି-ଆରେ ହାଣି ସ୍ତ୍ରୀ ଗାୟତ୍ରୀ ଏବଂ ଶାଳି ସରସ୍ଵତୀକୁ ହ-ତ୍ୟା କରିଥିବା ନେଇ ବିଜୟ ସ୍ଵୀ-କା-ର କରିଥିଲା । ବିଜୟ ଏହି ହ-ତ୍ୟାକା-ଣ୍ଡ ବା-ବ-ଦରେ ଅନେକ କିଛି ସୂଚନା ଦେଇଛି ।

ହ-ତ୍ୟାକା-ଣ୍ଡ ପଛରେ ବହୁତ କିଛି କାରଣ ରହିଥିଲା। ଆଉ ତା ଭିତରେ ଆଉ ଏକ କାରଣ ରହିଛି ପୁରୁଷ ପଣିଆକୁ ଧିକାର।ବିବାହର ବହୁତ ବର୍ଷ ପରେ ବି ବିଜୟ ଓ ଗାୟତ୍ରୀ ନିଶାନ୍ତ ଥିଲେ।ଆଉ ଏଥିପାଇଁ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ଝ-ଗ-ଡା ହେଉଥିଲା।ବିଜୟ ଏନେଇ ବ-ୟା-ନ ଦେଇଛନ୍ତି।ବିଜୟଙ୍କ କହିବା ଅନୁଯାଇ, ଏହି ସମସ୍ୟାକୁ ନେଇ ଶଶୁର ଘର ପକ୍ଷରୁ ତାଙ୍କୁ ହିଁ ଦାୟୀ କରାଯାଉଥିଲା।ତାଙ୍କ ସ୍ତ୍ରୀ, ଶାଳି ଓ ଶଶୁର ଘର ତାଙ୍କ ପୁରୁଷ ପଣିଆକୁ ଧିକାର କରିଥିଲେ । ବହୁତ ସମୟରେ ବିଜୟଙ୍କୁ ତାଙ୍କର ଲାଞ୍ଛନାର ଶି-କା-ର ହେବାକୁ ପଡୁ ଥିଲା।

Leave a Reply

Your email address will not be published. Required fields are marked *