କେବଳ 17,600 ଟଙ୍କାରେ କିଣନ୍ତୁ Hero Splendor plus ବାଇକ, EMI ଦ୍ୱାରା ଦିଅନ୍ତୁ ଟଙ୍କା, ପାଆନ୍ତୁ ବାଏବ୍ୟାକ ଗ୍ୟାରେଣ୍ଟି !

ବର୍ତମାନ ଆପଣ ଆପଣଙ୍କର ପ୍ରିୟ ବାଇକ Hero Splendor plus 17,600 ଟଙ୍କାରେ କିଣିପାରିବେ। ଏହି ବାଇକ୍ ମାତ୍ର 23000 କିମି ଚାଲିଅଛି ଏବଂ ନୂଆ ଅବସ୍ଥା ପରି ଦେଖାଯାଉଛି। ଏହି ବାଇକ୍ କିଣିବା ପୂର୍ବରୁ ଆପଣ ଏହାକୁ ଭଲ ଭାବରେ ପରୀକ୍ଷା କରି ମଧ୍ୟ ନେଇ ପାରିବେ।

ଏହି ସେକେଣ୍ଡ ହ୍ୟାଣ୍ଡ ହିରୋ ସ୍ପ୍ଲେଣ୍ଡର ପ୍ଲସ୍ ବାଇକ୍ Droom.in ରେ ବିକ୍ରୟ ପାଇଁ ତାଲିକାଭୁକ୍ତ ହୋଇଛି, ଯାହା ସେକେଣ୍ଡ ହ୍ୟାଣ୍ଡ ଯାନ ବିକ୍ରୟ ଏବଂ କ୍ରୟ କରିବାର ସୁବିଧା ପ୍ରଦାନ କରିଥାଏ। ସେଠାରେ ଏହି ବାଇକ୍ ସମ୍ବନ୍ଧୀୟ ସମସ୍ତ ବିବରଣୀ ଦିଆଯାଇଛି। ଏହି ଗାଡିଟି ପ୍ରଥମ ମାଲିକ ଦ୍ୱାରା ବିକ୍ରି ହେଉଛି। ୱେବସାଇଟ୍ ପରିଦର୍ଶନ କରି ଆପଣ ଏହି ଯାନର ଛବି ମଧ୍ୟ ଦେଖିପାରିବେ ଯାହାଦ୍ୱାରା ଆପଣ ହିରୋ ସ୍ପ୍ଲେଣ୍ଡର ପ୍ଲସ୍ ର ଅବସ୍ଥା ବିଷୟରେ ଏକ ଧାରଣା ପାଇପାରିବେ।

ଏହି ହିରୋ ସ୍ପ୍ଲେଣ୍ଡର ପ୍ଲସ୍ ବାଇକ୍ ର ବିଶେଷତା କଣ?

ଅନଲାଇନ୍ ପୋର୍ଟାଲରେ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ବାଇକ୍ ରେ 100cc ଇଞ୍ଜିନ୍ ଅଛି ଯାହା 6.72 କିଲୋୱାଟ ପାୱାରଏବଂ ସର୍ବାଧିକ ଟର୍କ 10.35 Nm ଉତ୍ପାଦନ କରିଥାଏ। ବାଇକ୍ ରେ ମାନୁଆଲ୍ ଟ୍ରାନ୍ସମିସନ୍ ଦିଆଯାଇଛି।

ହିରୋ ସ୍ପ୍ଲେଣ୍ଡର ପ୍ଲସ୍ ବାଇକ୍ ସହିତ ଆପଣଙ୍କୁ କଣ କଣ ମିଳିବ।

ଏହି ବାଇକ୍ 2003 ମଡେଲ୍ ଏବଂ ଦିଲ୍ଲୀ ନମ୍ବରରେ ପଞ୍ଜିକୃତ। ଏହା ଆପଣ କେବଳ 17,500 ଟଙ୍କା ଦେଇ ବାଇକ୍ କିଣି ପାରିବେ। ବାଇକ୍ ସହିତ ଆପଣଙ୍କୁ ଗାଡିର ସମସ୍ତ ମୂଳ ଦଲିଲ, ଆରସିର କପି ଏବଂ ଫ୍ରି ରୋଡ଼ସାଇଡ଼ ଆସିସଷ୍ଟେନ୍ସ ଦିଆଯାଉଛି। ଏହା ସହିତ ଆପଣ ଏହି ବାଇକ୍ ରେ 3 ବର୍ଷର ଏକ ବାଏବ୍ୟାକ୍ ଗ୍ୟାରେଣ୍ଟି ମଧ୍ୟ ପାଇବେ। ଯଦି ଆପଣ ଗାଡି କିଣିବା କିମ୍ବା EMI ମାଧ୍ୟମରେ ଟଙ୍କା ଦେବାକୁ ବ୍ୟାଙ୍କରୁ ଲୋନ ନେବାକୁ ଚାହୁଁଛନ୍ତି, ତେବେ ସେହି ସୁବିଧା ମଧ୍ୟ ଉପଲବ୍ଧ।

ଅଧିକ ସୂଚନା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

ଯଦି ଆପଣ ଏହି ବାଇକ୍ ପ୍ରତି ଆଗ୍ରହୀ ତେବେ ଆପଣଙ୍କ ପ୍ରିୟ ହିରୋ ସ୍ପ୍ଲେଣ୍ଡର ପ୍ଲସ୍ ବିଷୟରେ ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ। https://droom.in/product/hero-splendor-plus-2003-100-493bf95

Leave a Reply

Your email address will not be published. Required fields are marked *