ୟୁକ୍ରେନ ଉପରେ ଅ-ନ୍ତି-ମ ଆକ୍ର-ମଣ ପାଇଁ ପ୍ରସ୍ତୁତ ହେଉଛି ରୁଷିଆ । କଳା ସାଗରରେ ରୁଷିଆ ଯୁ-ଦ୍ଧ ଜାହଜ ମସ୍କୋଭା ଲୀନ ହେବା ପରେ ୟୁକ୍ରେନକୁ ଚେତା-ବନୀ ଦେଇଛି କ୍ରେମଲିନ୍ । ସମସ୍ତ ୟୁକ୍ରେନୀୟ ସୋଲଜରଙ୍କୁ ଅ-ସ୍ତ୍ର ପକାଇବାକୁ ଧଉଳ ଦେଇଛି ରୁଷ । କିଭ ଉଦ୍ଦେଶ୍ୟରେ ଏକ ଭିଡିଓ ଜାରି କରି ରୁଷ ର-କ୍ଷା ମନ୍ତ୍ରୀ କହିଛନ୍ତି ତୁମ ସେନାଙ୍କୁ କୁଅ ଅଜଥା ପ୍ରତି-ରୋଧ କରିବା ବନ୍ଦ କରୁ ଏବଂ ଅ-ସ୍ତ୍ର ପକାଇ ଆ-ତ୍ମସ-ମର୍ପଣ କରନ୍ତୁ । ନହେଲେ ପରିସ୍ଥିତି ହେବ ଭ-ୟଙ୍କର ।
ରୁଷିଆ ୟୁକ୍ରେନ ସେ-ନାକୁ ତୁରନ୍ତ ଅ-ସ୍ତ୍ର ପକାଇ ଆ-ତ୍ମସ-ମର୍ପଣ କରିବାକୁ ଚେତା-ବନୀ ଦେଇଛି । ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥାର ଏକ ରି-ପୋ-ର୍ଟ ଅନୁସାରେ ରୁଷିଆ ର-କ୍ଷା ମନ୍ତ୍ରୀ କିଭ ଉଦ୍ଦେଶ୍ୟରେ କିଛି ଏହିପରି ବାର୍ତା ଦେଇଛନ୍ତି । ସୋମବାର ଦିନ ପୂର୍ବ ୟୁକ୍ରେନର ଡୋନବାସ କ୍ଷେତ୍ରରେ ବଡ ଆକ୍ର-ମଣ କରିଛି ରୁଷସେନା । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ କହିବା କଥା ରାଜଧାନୀ କିଭକୁ ଦ-ଖ-ଲ କରିବାରେ ପୁଟିନ ସେନା ବି-ଫ-ଳ ହେଉଥିବାରୁ କ୍ରୋ-ଧରେ ମାରିୟୁପୋଲ ଓ ଡୋନବାସରେ ଲଗାତାର ଆକ୍ର-ମଣ କରାଯାଉଛି ।
ତେବେ ଏହାରି ମଧ୍ୟରେ ରୁଷିଆ – ୟୁକ୍ରେନ ଯୁ-ଦ୍ଧକୁ ପୁରାପୁରି ୨ ମାସ ହୋଇ ସାରିଲାଣି । ଏ ଭିତରେ କୌଣସି ବଡ ସଫଳତା ହାସଲ କରି ପାରିନାହାଁନ୍ତି ରାଷ୍ଟ୍ରପତି ପୁଟିନ୍ । ଆଉ କଳା ସାଗରରେ ରୁଷ ଯୁ-ଦ୍ଧ ଜାହଜ ମସ୍କୋଭା ବି-ନା-ଶ ହେବା ପରେ ଯେପରି ର-କ୍ତମୁ-ଖା ହୋଇ ଯାଇଛି କ୍ରେମଲିନ୍ । ଯାହାକୁ ନେଇ ୟୁକ୍ରେନ ଉପରେ ଜବ-ରଦ-ସ୍ତ ଆକ୍ର-ମଣ କରିବାକୁ ଧ-ମ-କ ପରେ ଧ-ମ-କ ଦିଆ ଯାଉଛି । କେବଳ ସେତିକି ନୁହଁ ଋଷ ସୈନିକଙ୍କୁ ଯୁ-ଦ୍ଧ ପାଇଁ ତେଲ ଯୋଗାଉଥିବା ବ୍ରୟାନସ୍କ ତେଲ ଟାଙ୍କିରେ ନି-ଆଁ ଲାଗିଯାଇଛି । ଯାହାକି ବର୍ତମାନ ସମୟରେ ହୁତୁ ହୁତୁ ହୋଇ ନି-ଆଁ ଜ-ଳୁଛି । ଏହା ଋଷ ଏବଂ ୟୁକ୍ରେନ ସୀମାରେ ଥିବାରୁ ୟୁକ୍ରେନ ଉପରେ ସ-ନ୍ଦେ-ହ କରୁଛି ଋଷ ।
ତେବେ ଏସବୁ ବିନା-ଶର ପ୍ରତି-ଶୋଧ ନେବା ପାଇଁ ନିଜ ସୀମାରେ ପରମାଣୁ ଅ-ସ୍ତ୍ର ମୁତୟନ କରିଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ରୁଷ – ୟୁକ୍ରେନ ସୀମାରେ ଟିୟୁ-୧୬୦ ଜେଟ୍ ଦେଖିବାକୁ ମିଳିଛି । ଏହି ଜେଟ୍ ସବୁର ବ୍ୟବହାର କେବଳ ପରମାଣୁ ଅ-ସ୍ତ୍ର ପ୍ରୟୋଗ ପାଇଁ କରାଯାଇଥାଏ । ତେବେ କିଭ୍ ର ଏକ ସାମ୍ବାଦିକ ସମ୍ମିଳନୀରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସ୍କି ଏହି ପର-ମାଣୁ ଆକ୍ର-ମଣ ସମ୍ପର୍କରେ ଚେତା-ବନୀ ଦେବା ସହିତ ଦେଶରେ ବହୁ ପରିମାଣରେ ବିକିରଣ ନିରୋଧୀ ମେଡିସିନ୍ ଗଚ୍ଛିତ କରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯାହାର ଭବିଷ୍ୟତରେ ଆବଶ୍ୟକତା ପଡ଼ିପାରେ ।