ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନିରେ ଘଟିଥିବା ଛାତିଥରା ଡବଲ ମ-ର୍ଡ-ର ମା-ମ-ଲାର ଅଭି-ଯୁକ୍ତ ବିଜୟ କୁମାର ସେଠୀକୁ ଆଜି ଚନ୍ଦ୍ରଶେଖରପୁର ଥା-ନା ପୁ-ଲି-ସ କୋର୍ଟ ଚା-ଲ-ଣ କରିଛି । ଜାମିନ୍ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ବି-ଚା-ର ବିଭାଗୀୟ ହା-ଜ-ତକୁ ପଠାଇ ଦିଆଯାଇଛି ।ଭୁବନେଶ୍ୱର ରେ ସ୍ତ୍ରୀ ଓ ଶାଳି କୁ ହ-ତ୍ୟା କରିଥିବା ଅଭି-ଯୁକ୍ତ ବିଜୟ ସେଠୀଙ୍କ ବ-ୟା-ନ ଅନୁସାରେ ନୂଆ ନୂଆ ତଥ୍ୟ ବାହାରକୁ ଆସିଛି।
ନୂଆ ନୂଆ କଥା ସାମ୍ନା କୁ ଆସୁଛୁ. ସ୍ତ୍ରୀ ଓ ଶାଳି କୁ ନି-ର୍ମ-ମ ହ-ତ୍ୟା କରିଥିଲେ ବିଜୟ ସେଠି।ତେବେ ସ୍ତ୍ରୀ, ଶାଳୀ ଓ ଶ୍ବଶୁର ଘର ଲୋକଙ୍କ ଲାଞ୍ଛନା ଓ ଶୋଷଣରେ ଅତିଷ୍ଠ ହୋଇ ସେ ମାନ-ସିକ ଭାରସାମ୍ୟ ହରାଇବା ପରେ ନ-ରପି-ଶାଚ ପାଲଟି ଯାଇଥିବା କହିଛି । କରଜ ହୋଇଥିଲା କାଳ।
ଗତକାଲି ପୁ-ଲି-ସ କ-ଟୁ-ରି ଜ-ବ-ତ କରିଥିବା ବେଳେ ଆଜି ବିଜୟ ଟାଙ୍ଗିଆ ଲୁ-ଚା-ଇଥିବା ସ୍ଥାନ ଦେଖାଇଥିଲା ଓ ପୁ-ଲି-ସ୍ ଟାଙ୍ଗିଆ ଜ-ବ-ତ କରିଥିଲା । ଏସିପି ରମେଶଚନ୍ଦ୍ର ବିଶୋୟୀ ଓ ଚନ୍ଦ୍ରଶେଖରପୁର ଥା-ନା ଆଇଆଇସି ପ୍ରଦୀପ କୁମାର ରାଉତ ଗତକାଲି ବିଜୟକୁ ମାରାଥାନ ଜେ-ରା କରିଥିଲେ । ଘର ଚଲେଇବା ,ପରିବାର ର ଭରଣ ପୋଷଣ କରିବା ସର୍ବ ପରି ଶାଳି ର ବିବାହ ପାଇଁ ସେ କର-ଜ ରେ ବୁଡି ରହିଥିଲା। ଏମିତି କି କରଜ ର ସୁଧ ଗଣୁଗଣୁ ତାର ମାସିକା ଦ-ର-ମା ସରିଯାଉଥିଲା।
ଶାଳି ବାହାଘର ରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା। ସବୁଠୁ ବଡକଥା ହଉଚି କି ସ୍ତ୍ରୀ ଚାକିରୀ କରିଥିଲେ ମଧ୍ୟ କରଜ ବା-ବ-ଦ ରେ ମୁଣ୍ଡ ଖେଳଉ ନଥିଲେ। ସେହି ପରି ଭିନେଇ ଶାଳି ବାହାଘର ପାଇଁ ଲକ୍ଷ ଲକ୍ଷ ଟଙ୍କା କ-ର-ଜ କରି ଶାଳି ପାଇଁ ଚାକିରୀ ଟିଏ ବି ଖୋଜି ଦେଇଥିଲା। ତେଣୁ କ-ର-ଜ ସୁଝିବା ପାଇଁ ସରସ୍ବତୀ ର ସହଯୋଗ ଲୋଡି ଥିଲା। କିନ୍ତୁ ସେ ବି ସହଯୋଗ କରିବାକୁ ମନା କରିଦେଇଥିଲା ବୋଲି ବିଜୟ ପକ୍ଷରୁ ସୂଚନା ମିଳିଛି। ଶଶୁରଘର ପାଇଁ ଏତେ କଲା , ଶାଳି ପାଇଁ ଏତେ କଲା ପରେ ବି କ-ର-ଜ ଶୁଚି ବାକୁ କେହି ସହଯୋଗ ନକରିବାରୁ ବିଜୟ ଏମିତି ଚରମ ନିଷ୍ପତି ନେଇଥିଲେ ବୋଲି ପୋ-ଲି-ସ ଆଗରେ କହିଛି।