ଭଣଜା ପ୍ରେମରେ ବାୟା ହେଲା ମାଇଁ,ଆଉ କହିଲା “ମୋତେ ମୋ ସ୍ୱାମୀ ନୁଁହ ଭଣଜା ଦରକାର” !

ଆଜିକାଲି ସମାଜରେ ଲୋକମାନଙ୍କ ମଧ୍ୟରେ ମାନବିକ ମୂଲ୍ୟବୋଧ କ୍ରମଶଃ ଲୋ-ପ ପାଇବାରେ ଲାଗିଲାଣି । ସେଥିପାଇଁ ପାଇଁ ପ୍ରତିଦିନ ସମାଜରେ ବିଭିନ୍ନ ପ୍ରକାର ଅନୈତିକ ସମ୍ପର୍କ ବିଷୟରେ ଶୁଣିବା ପାଇଁ ମିଳୁଛି । ଏପରି ଲୋକ ମାନଙ୍କ ମାନ-ସିକ-ତାରେ ପରିବର୍ତ୍ତନ ଆସିଲାଣି ଯେ, ଲୋକେ ସମ୍ପର୍କର ମୂଲ୍ୟ ବୁଝୁନାହାନ୍ତି । ମନ ମଧ୍ୟରେ ଯୌ-ନ ଲାଳସା ରଖି ଏଭଳି ଦୁ-ଷ୍କ-ର୍ମ କରିବା ପାଇଁ ପଛାଉ ନାହାଁନ୍ତି । କୁହାଯାଏ ଯେ ପ୍ରେମ ଅନ୍ଧ ଏବଂ ପ୍ରେମରେ ପଡିଥିବା ବ୍ୟକ୍ତି ସ-ମ୍ପ-ର୍କ କିମ୍ବା ସମାଜ ବିଷୟରେ ଚିନ୍ତା କରେ ନାହିଁ

କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ପ୍ରେମୀ ଯୋଡି ବିଷୟରେ କହିବୁ ସେମାନେ ସ-ମ୍ପ-ର୍କରେ ମାଇଁ ଓ ଭଣଜା ଅଟନ୍ତି । ଭଣଜା ପ୍ରେମରେ ପାଗେଳୀ ମାଇଁ ନିଜ ହାତରେ ଭାଙ୍ଗିଦେଲା ହଁସ ଖୁସିର ସଂସାର । ପର-କୀୟ ପ୍ରୀ-ତି ଉଜାଡ଼ି ଦେଲା ଏହି ସୁନାର ସଂସାର । ଭଣଜା ପ୍ରେମରେ ପାଗଳୀ ହୋଇ ଫେ-ରା-ର୍ ହୋଇଯାଇଥିବା ମାଇଁ ଏବେ ପୁଣି ଥରେ ଘରକୁ ଫେରିବାରୁ ମନ ବଳାଇଛି । ତେବେ ଏଭଳି ଏକ ଲ-ଜ୍ୟାଜ-ନକ ଘ-ଟ-ଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରରା ଥା-ନା ଅଞ୍ଚଳରୁ।

ତେବେ ମିଳିଥିବା ସୂଚନା ଅନୁସାରେ ସମ୍ପୂର୍ଣ ଘ-ଟ-ଣା ଏହି କି ଯେ ପାଟକୁରା ଥା-ନା ରାମଚନ୍ଦ୍ରପୁରର ଜଣେ ବିବାହିତା ମହିଳା ସୁଜାତାଙ୍କ ସହିତ ସମ୍ପ-ର୍କୀୟ ଭଣଜା ରମାକାନ୍ତଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ସ୍ୱାମୀ ଏହା ଜାଣିବା ପରେ ଗତ ବର୍ଷ ସ୍ତ୍ରୀକୁ ନେଇ ରାଜସ୍ଥାନ ଚାଲି ଯାଇଥିଲେ । ମାତ୍ର ପ୍ରେମିକ ଭଣଜା ସେଠାରେ ପହଞ୍ଚି ମାଇଁଙ୍କୁ ବହଲାଇ ଫୁସୁଲାଇ ସାଙ୍ଗରେ ନେଇ ଆସିଥିଲେ ।

ପରେ ପାଟକୁରା ଥା-ନାରେ ଅଭି-ଯୋଗ କରିଥିଲେ ସ୍ଵାମୀ । ହେଲେ ସୁଜାତା ନିଜ ଇଚ୍ଛାରେ ଭଣଜା ସହିତ ରହିବାର ନିଷ୍ପତ୍ତି ନେଲେ । ସେହି ଅନୁସାରେ ଦୁହେଁ ଏକାଠି ମଧ୍ୟ ରହୁଥିଲେ । ମାତ୍ର ଏବେ ପ୍ରେମିକ ଜଣକ ମହିଳାଙ୍କୁ ତାଙ୍କ ଶ୍ୱଶୂର ଘରେ ଛାଡ଼ି ଦେବାକୁ କହିବାରୁ ମହିଳାଙ୍କ ଶ୍ୱଶୂର ଘର ଲୋକ ଏହାକୁ ବି-ରୋ-ଧ କରିଥିଲେ । ଏଥିରେ ଉତ-କ୍ଷିପ୍ତ ହୋଇ ପ୍ରେମିକ ମହିଳାଙ୍କ ଶ୍ୱଶୂରଙ୍କୁ ମା-ଡ଼ ମା-ରିଥି-ବା ଅଭି-ଯୋଗ ମଧ୍ୟ ହୋଇଛି । ତେବେ ବର୍ତମାନ ସମୟରେ ଏହି ଘ-ଟ-ଣା ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *