ସ୍ବାମୀ ସ୍ତ୍ରୀ ଝଗ-ଡ଼ାରେ ମୁଣ୍ଡ ପୁରାଇଲା ଶାଳୀ,ଆଉ ସବୁ କିଛି ହୋଇଗଲା ସର୍ବ-ନାଶ,ଜାଣନ୍ତୁ ପୁରା ଘ-ଟଣା

ବିବାହ ଏକ ଅତ୍ୟନ୍ତ ଆନନ୍ଦ ଦାୟକ ଘ-ଟଣା , ଯାହା ଜୀବନ ରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରେ । ତେବେ ଏଠାରେ ଜୀବନ ରେ ସମ୍ପୂର୍ଣ୍ଣ ନୂତନ ମଣିଷ ଆସିଥାଏ ଯିଏ କି ଅତି ନିଜର ହୋଇଥାଏ । ଦୁହେଁ ମିଶି ସଂସାର କରନ୍ତି । କିନ୍ତୁ ସ୍ବାମୀ ସ୍ତ୍ରୀ ହେଉ ବା ବନ୍ଧୁ ବାନ୍ଧବ , ଦୁଇ ଜଣ ଙ୍କ ସମ୍ପର୍କ ମଧ୍ୟରେ ତୃତୀୟ ଲୋକ ପଡ଼ିଲେ ସ-ମ୍ପର୍କ ଟି ଭାଙ୍ଗିଯାଏ । ତେଣୁ ଅନ୍ୟ କାହାକୁ ସମ୍ପର୍କ ମଧ୍ୟରେ ଆଣିବା ଉଚିତ୍ ନୁହେଁ । ତେବେ ଦୁଇ ସ୍ବାମୀ ସ୍ତ୍ରୀ ଙ୍କ ସମ୍ପର୍କ ମଧ୍ୟରେ ପଶିବାକୁ ଚେଷ୍ଟା କରିଛି ଶାଳୀ । ଯାହାର ପରିଣାମ କେତେଟା ଖରାପ ହୋଇଚି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଭୁବନେଶ୍ୱର ରୁ ଆସିଚି ଏହି ଘଟ-ଣା ର ଖବର । ସ୍ବାମୀ ଟି ନିଜ ସ୍ତ୍ରୀ କୁ ମା-ରିଦେବା ସହିତ ନିଜ ଶାଳୀ କୁ ମଧ୍ୟ ମା-ରିବାକୁ ବାଧ୍ୟ ହୋଇଚି ।

ଚନ୍ଦ୍ରଶେଖରପୁର ର ଇ ଡବ୍ଲୁଏ ୨୪/୪ ଅଞ୍ଚଳ ର ଏହି ଲୋମ ହର୍ଷ-ଣକାରି ଘ-ଟ-ଣା । ବିବାହ କୁ ହୋଇନାହିଁ ବେଶୀଦିନ । କିନ୍ତୁ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଲାଗି ରହୁଥିଲା ମହାଭାରତ । ତାହା ପୁଣି ନିଜ ଶାଳୀ ପାଇଁ ଲାଗୁଥିଲା ଏହି ଝ-ଗ-ଡ଼ା । ଲୋକ ମାନେ କୌଣସି ଅସୁବିଧା ରେ ରହିଲେ ନିଜ ଲୋକ ପାରିବାର ବର୍ଗ ତଥା ସାଙ୍ଗ ମାନଙ୍କ ଠାରୁ କିଛି ପରାମର୍ଶ ନେଇଥାନ୍ତି । ତେବେ କିନ୍ତୁ ସେମାନେ ଦରକାର ଠୁ ଅଧିକ ସମ୍ପର୍କ ଭିତରେ ମୁଣ୍ଡ ପୁରେଇଲେ ସେହି ସ-ମ୍ପ-ର୍କ ଆଉ ରହିନଥାଏ । ତେବେ ଏଠାରେ ମଧ୍ୟ ଘ-ଟିଛି ସମାନ ଘ-ଟଣା ।

ସ୍ବାମୀ ସ୍ତ୍ରୀ କେଉଁ ଘରେ କିପରି ରହିବେ ତାହା ସମ୍ପୂର୍ଣ୍ଣ ରୂପେ ଠିକ୍ କରୁଥିଲା ଶାଳୀ । ଏପରି କୁ ଘର ର ଝ-ଗ-ଡ଼ା ମଧ୍ୟ ଶାଳୀ ଅଂଶ ଘ-ଟଣା କରୁଥିଲା । ଯାହା ସବୁ ସ୍ବାମୀ ଙ୍କୁ ଭଲ ଲାଗୁନଥିଲା । ଶାଳୀ ଭାଗ ନେଇ ନିଜ ଭଉଣୀ କୁ ସପଟ କରି କହିବା ଆଦି ଗୁଣ ପାଇଁ ଚିନ୍ତିତ ହୋଇ ସ୍ବାମୀ ନିଜ ସ୍ତ୍ରୀ ଓ ଶାଳୀ କୁ ମା-ରିଦେଇଛି । ତେବେ ଯେତେବେଳେ କନିଆ ଘର ଲୋକ ପୋଚରିଛନ୍ତି ଝିଅ ଖବର , ସ୍ବାମୀ କହୁଚି ଯେ ସେମାନଙ୍କୁ ନେଇ ସେ ହଷ୍ଟେଲ ରେ ରଖି ଦେଇ ଆସିଚି । ତେବେ ଅନେକ ମା-ଡ଼ , ଗା-ଳି ପରେ ସତ ମାନି କହିଛି ଯେ ସେ ଦୁଇ ଜଣଙ୍କୁ ମା-ରିଦେଇଛି । ପୋ-ଲି-ସ ବର୍ତମାନ ତ-ଦ-ନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *