ସ୍ତ୍ରୀର ଶ-ବକୁ ପାଖରେ ରଖି 3 ଦିନ ବିତାଇଲେ ସ୍ଵାମୀ, ଖାଇବାକୁ ଦେଲେ ପାଉରୁଟି କହିଲେ ସେ ଉଠିଲେ ଆମେ …ଜାଣନ୍ତୁ ପୁରା ଘଟଣା

ରାଜଧାନୀର ଚନ୍ଦ୍ରଶେଖରପୁରରେ ଘ-ଟିଛି ଚାଞ୍ଚଲ୍ୟକର ଘ-ଟଣା । ୩ ଦିନ ପରେ ଘର ଭିତରୁ ସ୍ତ୍ରୀ ଓ ତାଙ୍କ ସାନ ଭଉଣୀର ମୃ-ତଦେ-ହ ଉ-ଦ୍ଧା-ର ହୋଇଛି । ସ୍ତ୍ରୀ ଓ ଶାଳୀଙ୍କୁ ହ-ତ୍ୟା ପରେ ଅଭି-ଯୁକ୍ତ ମୃ-ତଦେ-ହକୁ ଘରେ ଲୁ-ଚା-ଇ ରଖିଥିଲା । ହ-ତ୍ୟା ପରେ ହ-ତ୍ୟାକା-ରୀ ପ୍ରତିଦିନ ମୃ-ତଦେ-ହ ଦେଖିବାକୁ ଆସୁଥିବା ଅଭି-ଯୋଗ ହୋଇଛି । ରାଜଧାନୀ ଭୁବନେଶ୍ବରରେ ଡ-ବ-ଲ ମ-ର୍ଡ-ର ହୋଇଛି । ଚନ୍ଦ୍ରଶେଖରପୁର ଥା-ନା ହାଉସିଂବୋର୍ଡ କଲୋନୀରେ ଏହି ଜ-ଘ-ନ୍ୟ ହ-ତ୍ୟାକା-ଣ୍ଡ ଘ-ଟିଛି ।

ସ୍ତ୍ରୀ ଓ ଶାଳୀଙ୍କୁ ହ-ତ୍ୟା କରାଯାଇଛି । ମୃ-ତ-କ ହେଲେ ଶାଳୀ ସରସ୍ବତୀ ସେଠୀ ଓ ସ୍ତ୍ରୀ ଗାୟତ୍ରୀ ସେଠୀ ବୋଲି ଜଣା ପଡିଛି । ପୋ-ଲି-ସ ଅଭି-ଯୁକ୍ତ ସ୍ବାମୀ ତଥା ଭିଣୋଇ ବିଜୟ ସେଠୀକୁ ଅଟକ ରଖି ପଚ-ରାଉ-ଚରା କରୁଛି । ହାଉସିଂ ବୋର୍ଡ କଲୋନୀର ଘର ନମ୍ବର ଇ-ଡବ୍ଲୁ-ଏସ ୨୩/୨ରୁ ରବିବାର ପୋ-ଲି-ସ ଦୁଇ ଜଣଙ୍କ ମୃ-ତଦେ-ହ ଉ-ଦ୍ଧା-ର କରିଛି । ଅଭି-ଯୁକ୍ତ ବିଜୟ ନିଜ ଶାଳୀ ଏବଂ ସ୍ତ୍ରୀକୁ ହ-ତ୍ୟା କରିବା ପରେ ମୃ-ତଦେ-ହକୁ ଘରେ ତାଲା ପକାଇ ଦେଇଥିଲା ।

ତେବେ କଣ ପାଇଁ ସେ ସେମାନଙ୍କୁ ହ-ତ୍ୟା କଲା ତାହା ଜଣା ପଡିନାହିଁ । ବିଜୟଙ୍କ ଶାଳୀ ସରସ୍ୱତୀ ଏକ ଘରୋଇ କ୍ଲିନିକରେ ନର୍ସ ଭାବେ କାମ କରୁଥିବା ସୂଚନା ମିଳିଛି । ସ୍ବାମୀର ପର-କୀୟା ପ୍ରୀତି ପାଇଁ ଏହି ହ-ତ୍ୟାକା-ଣ୍ଡ ଘଟିଥିବା ପୋ-ଲି-ସ ସ-ନ୍ଦେ-ହ କରୁଛି । ନିଶ୍ଚିତ କୋଇଲି ଅଞ୍ଚଳର ଗାୟତ୍ରୀ ସେଠୀଙ୍କୁ ୨୦୧୧ରେ ଅଭି-ଯୁକ୍ତ ବିଜୟ କେତେନ ସେଠୀ ବିବାହ କରିଥିଲେ । ଦୀର୍ଘ ଦିନ ଘରି ସ୍ୱାମୀ ସ୍ତ୍ରୀ ମଧ୍ୟରେ କ-ଳ-ହ ଲାଗି ରହିଥିଲା । ବେଳେବେଳେ ଶାଳୀ ସରସ୍ୱତୀ ଆସି ଭଉଣୀ ଭିଣୋଇ ଘରେ ରହୁଥିଲେ । ଦୁଇ ଭଉଣୀ ମିଶି ନିର୍ଯା-ତନା ଦେଉଥିବାରୁ ହ-ତ୍ୟା କରିଛି ବୋଲି ଅଭି-ଯୁକ୍ତ ବିଜୟ କହିଛି ।

ହେଲେ ଆଶ୍ଚଯ୍ୟର କଥା ଏଇୟା ଯେ ହ-ତ୍ୟା କଲା ପରେ ତିନି ଦିନ ପର୍ଯ୍ୟନ୍ତ ମୃ-ତ ସ୍ତ୍ରୀକୁ ବିଜୟ ପାଣି ଓ ବ୍ରେଡ ଆଣି ଦେଉଥିଲା ଆଉ ଚାଲି ଯାଉଥିଲା । ମୃ-ତ ଗାୟତ୍ରୀ ଓ ସରସ୍ୱତୀଙ୍କ ମାଆଙ୍କ କହିବା ଅନୁସାରେ, ଗତ ରବିବାର ସନ୍ଧ୍ୟାରେ ଝିଅ ସହ କଥା ହୋଇଥିଲେ । ଶୁକ୍ରବାର ଫୋନ କଲାବେଳେ ଝିଅର ମୋବାଇଲ ସୁଇଚ ଅଫ ହୋଇଯାଇଥିଲା । ଜ୍ୱାଇଁ ବିଜୟ ଫୋନ ଉଠାଇଲେ ନାହିଁ ପରେ ସେ ବି ସୁଇଚ ଅଫ କରିଦେଲା । ସ-ନ୍ଦେ-ହ ହେବାରୁ ପରିବାର ଲୋକ ଶନିବାର ଚନ୍ଦ୍ରସେଖରପୁର ଥା-ନାରେ ଅଭି-ଯୋଗ କରିଥିଲେ । ରବିବାର ସ୍ଥାନୀୟ ଲୋକ ବିଜୟକୁ କାବୁ କରି ପୋ-ଲି-ସର ଜିମା ଦେଇଥିଲେ । ପୋ-ଲି-ସର ଜେ-ରା ବେଳେ ସ୍ତ୍ରୀ ଓ ଶାଳୀକୁ ହ-ତ୍ୟା କରିଥିବା ବିଜୟ ସ୍ୱୀ-କା-ର କରିଛି ।

Leave a Reply

Your email address will not be published. Required fields are marked *