ଯେମିତି ଆପଣମାନେ ଜାଣି ଛନ୍ତି କି, ଭାରତରେ ଚାରି ଗୋଟି ପୁଣ୍ୟଧାମ ରହିଛି । ଯେପରିକି ଉତ୍ତରରେ ବଦ୍ରିନାଥ, ଦକ୍ଷିଣରେ ରାମେଶ୍ଵରମ୍, ପଞ୍ଚମରେ ଦ୍ବାରିକାନାଥ ଏବଂ ପୂର୍ବରେ ପ୍ରଭୁ ଶ୍ରୀ ଜଗନ୍ନାଥଜ୍ଞ ମନ୍ଦିର ରହିଛି। ଏଠି ଏମିତି ବି କୁହାଯାଏ କି, ଯେକୌଣସି ଲୋକ କେତେ ବଡ ପା-ପ କରି ଥାଉ ନା କାହିଁକି ଯଦି ସେ ଚାରି ଧାମ ପରିକ୍ରମା କରେ, ତାହେଲେ ତାର ସମସ୍ତ ପା-ପ ଧୋଇ ହୋଇ ଯାଏ। ବଦ୍ରିନାଥ,ରାମେଶ୍ଵରମ୍ ପରିକ୍ରମା କରି ସାରିବା ପରେ ସେ ପୁଣ୍ୟାତ୍ମା ନୀଳାଚଳ ଧାମ ଆସି ପ୍ରଭୁ ଶ୍ରୀ ଜଗନ୍ନାଥଜ୍ଞ ଦର୍ଶନ କରି ସାରିବା ପରେ ତାର ସମସ୍ତ ପା-ପ ଖଣ୍ଡନ ହେଇଥାଏ।
ଏହ ଆମରା ମାନ୍ଯତା ମାଧ୍ୟ୍ୟ ରାହିଛି। ଜେତେ ଧାମ ପାରିକ୍ରମା କରି ଥାଅ ନା କାହିଁକି ଶେଷରେ ଏଠାକୁ ଆସି ବାକୁ ପଡି ଥାଏ। ଜଗନ୍ନାଥ କେବଳ ଜଣଙ୍କର ନାଥ ନୁହଁନ୍ତି, ସେ ହେଉଛନ୍ତି ସମସ୍ତଙ୍କ ର ନାଥ। ଭାରତର ଉତ୍କଳ ରେ ଶ୍ରୀ ଜଗନ୍ନାଥ ନାଥଙ୍କ ମନ୍ଦିର ରହିଛି। ପୃଥିବୀ ଉପରକୁ ଯଦି କିଛି ବି-ପ-ଦ ଆସିଥାଏ, ତାହେଲେ ଏ କଥା ଜଗନ୍ନାଥ ନାଥଙ୍କ ମନ୍ଦିରରୁ ଜାନା ପଡିଥାଏ।
କିଛି ଦିନ ପୂର୍ବରୁ ଜଗନ୍ନାଥ ନାଥଙ୍କ ମନ୍ଦିର ଉପରେ କିଛି ଚିଲ ପକ୍ଷୀ ଉଡୁ ଥିଲେ। ଚିଲ ପକ୍ଷୀ ମାନଙ୍କୁ ଅଶୁଭ ବଲି ମାନାଯାଏ। ଏହା ପର ଦିନ ପ୍ରତିରକ୍ଷା ମୁଖ୍ୟ ବିପିନ୍ ରାୱତଙ୍କ ଦେ-ହା-ନ୍ତ ହୋଇ ଯାଇ ଥିଲା ଏବଂ ରୁଷ୍ ଓ ୟୁକ୍ରେନ ମଧ୍ଯ ରେ ଯୁ-ଦ୍ଧ ଆରମ୍ଭ ହୋଇଥିଲା। ତେବେ ଆଗକୁ ଭାରତରେ ଖାଦ୍ୟ ସଂ-କ-ଟ ଦେଖାଯିବ ବୋଲି ଅନୁମାନ କରା ଯାଇଛି।ଜଗନ୍ନାଥଙ୍କ ମନ୍ଦିରର ରୋଷେଇ ଶାଳାରୁ ଏହି ସଂକେତ ମିଳିଛି। ଆମମାନଙ୍କୁ ପୂର୍ବରୁ ସଂକେତ ମିଳି ଥିବାରୁ, ସ-ତ-ର୍କ ହେଇଯିବା ଉତିଚ୍।