ଓଡ଼ିଆ ସିରିୟଲ ହିରୋ ମିଲନ ୨ ବର୍ଷ ପର୍ଯ୍ୟନ୍ତ ମୋ ସହ ଲିଭ୍‌ ଇନ୍‌ ରିଲେ-ସନ୍‌ସି-ପ୍‌ରେ ରହିଲା,ଆଉ ଟଙ୍କା ଲୁ-ଟି ଛାଡିଦେଲା ,ଆଉ ଜଣେ ଅଭିନେତ୍ରୀ ଆଣିଲେ ସଂଗୀନ ଅଭି-ଯୋଗ

ଓଲିଉଡ୍ ହ୍ୟାଣ୍ଡସମ୍‌ ଅଭିନେତାଙ୍କ ନାଁରେ ଆସିଛି ସଙ୍ଗୀନ ଅଭି-ଯୋଗ । ସେ ତାଙ୍କ ପ୍ରେମିକାଙ୍କୁ ପ୍ରତା-ରଣା କରିଛନ୍ତି । ଲଭ୍‌, ସେ-କ୍ସ ଓ ଧୋ-କାରେ ଫସିଛନ୍ତି । ପ୍ରେମିକାଙ୍କ ଅଭି-ଯୋଗ ପରେ ପାହାଳ ଥା-ନା ପୁ-ଲି-ସ୍‌ ଅଭିନେତାଙ୍କୁ ଗି-ର-ଫ କରିଛି । ଗି-ର-ଫ ଅଭିନେତା ହେଲେ ଏମ.ସୁମନ କୁମାର । ଓଲିଉଡ୍‌ର ଚର୍ଚ୍ଚିତ ଚେହେରା ହେଉଛନ୍ତି ଏମ.ସୁମନ କୁମାର । ସେ ବହୁ ଧାରାବାହିକରେ ଅଭିନୟ ମଧ୍ୟ କରିଛନ୍ତି । ଟେଲି ପରଦାରେ ଅଭିନୟ କରୁଥିବା ଏହି ହ୍ୟାଣ୍ଡସମ୍‌ ହୀରୋ କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ଯୁବତୀ ମଧ୍ୟ ତାଙ୍କୁ ଭଲ ପାଉଥିଲେ ।

ଉଭର ପରସ୍ପର ନିକଟତର ହୋଇଥିଲେ । ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ଦୁଇ ବର୍ଷର ପ୍ରେମ ସମ୍ପର୍କ । ଉଭୟଙ୍କ ପ୍ରେମ ସମ୍ପର୍କ ଦୁଇ ପରିବାର ମଧ୍ୟ ଜାଣିଥିଲେ । ଏହା ପରେ ଉଭୟ ଭୁବନେଶ୍ୱର ଉପକଣ୍ଠ ହଂସପାଳରେ ଏକ ଭଡ଼ା ଘରେ ଲିଭ୍‌ ଇନ୍‌ ରିଲେ-ସନ୍‌ସି-ପ୍‌ରେ ରହୁଥିଲେ । ନଭେମ୍ୱରରେ ବାହା ହେବା ପାଇଁ ନିଷ୍ପତ୍ତି ନେଇଥିଲେ । କେବଳ ସେତିକି ନୁହଁ ସେ ଗାଡ଼ି କିଣିବା ପାଇଁ ୨ ଲକ୍ଷ ଟଙ୍କା ନେଇଥିଲେ । ଏବଂ ପୂର୍ବରୁ ବୁଲେଟ୍‌ କିଣିବା ପାଇଁ ମଧ୍ୟ ଯୁବତୀଙ୍କ ପାଖରୁ ଟଙ୍କା ନେଇଥିଲେ । ଯାହାର ପ୍ରମାଣ ମଧ୍ୟ ସେ ରଖିଛନ୍ତି ।

ତେବେ ପ୍ରେମିକା କହିବା ଅନୁଯାୟୀ ଗତ କିଛି ଦିନ ହେଲା ସୁମନ ଆଉ ତାଙ୍କୁ ଧରାଛୁଆଁ ଦେଉନାହାନ୍ତି । ଫୋନ୍‌ କଲେ ଉଠାଉ ନାହାନ୍ତି । ହଂସାପଳ ସ୍ଥିତ ଭଡ଼ା ଘରକୁ ଆସୁନଥିବା ଅଭି-ଯୋଗ କରିଛନ୍ତି । ବାହା ହେବେନି ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ । ଏହାର କାରଣ ସେ ଅନ୍ୟ ଯୁବତୀଙ୍କ ସହିତ ସ-ମ୍ପ-ର୍କ ରଖିଥିବା ଜାଣିବାକୁ ପାଇଥିଲେ ତାଙ୍କ ପ୍ରେମିକା । ଏହା ପରେ ଯୁବତୀ ଜଣକ ପାହାଳ ଥା-ନାରେ ଲିଖିତ ଅଭି-ଯୋଗ କରିଥିଲେ ।

ପୁ-ଲି-ସ୍‌ ଅଭି-ଯୋଗକୁ ଭିତ୍ତି କରି ମା-ମ-ଲା ରୁ-ଜୁ କରି ଅଭି-ଯୁକ୍ତ ପ୍ରେମିକ ଏମ୍‌. ସୁମନ କୁମାରଙ୍କୁ ଗି-ର-ଫ କରି କୋ-ର୍ଟ ଚା-ଲା-ଣ କରିଥିବା ଜଣାପଡ଼ିଛି । ପୀ-ଡ଼ି-ତାଙ୍କ କହିବା ଅନୁସାରେ ମିଲନ୍‌ ପୂର୍ବରୁ ବହୁ ଯୁବତୀଙ୍କ ସହିତ ସ-ମ୍ପ-ର୍କ ରଖିଥିଲେ । ଏହା ଜାଣି ପାଷ୍ଟ ବୋଲି ଭାବି ତାଙ୍କୁ ଭଲ ପାଇଥିଲେ । ଆଉ ତାଙ୍କ ଭଲ ପାଇବା ସମ୍ପର୍କରେ ସେ ଓ ମିଳନ ପରିବାର ଲୋକଙ୍କୁ ଜଣାଇଥିଲେ । କିନ୍ତୁ ଏବେ ସେ ତାଙ୍କ ସହିତ ମିଛ ପ୍ରତା-ରଣାର ଖେଳ ଖେଳୁଛନ୍ତି ବୋଲି ଯୁବତୀ ଅଭି-ଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *