ନଦୀ ପଠାରେ ସ୍ତ୍ରୀକୁ ଅସଂ-ଯତ ଅବସ୍ଥାରେ ଦେଖି ଉତ୍ୟକ୍ତ ହୋଇ ହିତାହିତ ଜ୍ଞାନ ଭୁଲିଗଲି,ଆଉ ତା ପରେ …..ଜାଣନ୍ତୁ ପୁରା ଘ-ଟ-ଣା

ଆଜି କାଲି ଦୁନିଆରେ ଆଉ କିଛି ବି ଜିନିଷ ଅସମ୍ଭବ ନାହିଁ । ତେବେ ଆଜିର ଏହି ଯୁଗ ସୋସିଆଲ୍ ସାଇଟର ଯୁଗ ହେଲାଣି, ସମସ୍ତେ ସେହି ସୋସିଆଲ୍ ସାଇଟରେ ହିଁ ବିଜି ସବୁବେଳେ । ଏହି ସୋସିଆଲ, ସାଇଟରେ ବି ପ୍ରତିଦିନ ହଜାର ହଜାର ଫଟୋ, ଭିଡିଓ,ଖବର ସବୁ ଭାଇରାଲ୍ ହୋଇଥାଏ । ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ ଖବର ବେଶ୍ ଚର୍ଚ୍ଚା ରେ ଅଛି ।

ଘଟଣା ଟି ମୟୂରଭଞ୍ଜ ଜିଲ୍ଲା ର ଅଟେ । ମୟୂରଭଞ୍ଜ ଜିଲ୍ଲା ଝାର ପୋଖରିଆ ଥା-ନା ଅନ୍ତର୍ଗତ ପାଣ୍ଡରା ଗ୍ରାମରେ ଏଭଳି ଏକ ଅଭା-ବନୀୟ ଘ-ଟଣା ବିଳମ୍ବିତ ରାତିରେ ଘଟିଛି । ମହିଳାଙ୍କ ନାମ ହେଉଛି ଅଞ୍ଜଳି ସିଂହ ଓ ସ୍ବାମୀ ଙ୍କ ନାମ କାହ୍ନୁ ସିଂହ । ମିଳିଥିବା ସୂଚନା ଅନୁଯାୟୀ ଗତ କାଲି ସନ୍ଧ୍ୟାରେ କୌଣସି କାରଣକୁ ନେଇ ସ୍ଵାମୀ ଓ ସ୍ତ୍ରୀ ଉଭୟଙ୍କ ମଧ୍ୟରେ ଝ-ଗ-ଡ଼ା ହୋଇ ଥିଲା । ସ୍ବାମୀ ନି-ଶାସ-କ୍ତ ଥିଲେ । ରାଗ ରେ ଉତକ୍ଷିପ୍ତ ହୋଇ ନି-ଶାସ-କ୍ତ ସ୍ଵାମୀ କାହ୍ନୁ ସିଂହ ପତ୍ନୀ ଅଞ୍ଜଳି ସିଂହଙ୍କର ସମ୍ବେଦନ ସ୍ଥାନରେ ମା-ଡ଼ ମା-ରି ହ-ତ୍ୟା କରିଥିଲେ ବୋଲି ପରିବାର ପକ୍ଷରୁ ଅଭି-ଯୋଗ କରିଛନ୍ତି ।

ମାତ୍ର କାହ୍ନୁ ଏକ ଭିନ୍ନ ଘ-ଟ-ଣା ପୋ-ଲି-ସ୍ ପାଖରେ କହିଛନ୍ତି । ତାଙ୍କ କହିବା ଅନୁଯାୟୀ ଗତ କାଲି ସନ୍ଧ୍ୟାରେ ଗ୍ରାମରୁ ଫେରି ତାଙ୍କ ସ୍ତ୍ରୀ କୁ ଘରେ ନ ପାଇ ଚାରି ଆଡେ ଖୋ-ଜି ଥିଲେ । ଶେଷରେ ତାଙ୍କ ଘର ନିକଟସ୍ଥ ନଦୀକୂଳ ନିକଟରେ ଅସଂ-ଯତ ଅବସ୍ଥାରେ ସ୍ତ୍ରୀକୁ ଦେଖି ଉତ୍ୟକ୍ତ ହୋଇ ଯାଇଥିଲେ । ସେଠାରୁ ସ୍ତ୍ରୀ କୁ ଘରକୁ ଟେକି ନେଇ ଆସି ତଳେ କଚାଡି ଦେଇଥିଲେ ଏହା ପରେ ମହିଳା ଙ୍କ ମୃ-ତ୍ୟୁ ହୋଇ ଥିଲା । ଖବର ପାଇ ଝାର ପୋଖରିଆ ପୋ-ଲି-ସ ଘ-ଟ-ଣା ସ୍ଥଳରେ ପହଞ୍ଚି ଥିଲା । ଏହା ପରେ ମା-ମ-ଲା ରୁ-ଜୁ କରିଛି । ଅଭି-ଯୁକ୍ତ ସ୍ଵାମୀକୁ ଗି-ର-ଫ କରି ଥିଲା । ମୃ-ତ ସ୍ତ୍ରୀ ଅଞ୍ଜଳି ସିଂହଙ୍କ ସବ କୁ ବିବେ-ଚ୍ଚଦ ପାଇଁ ରଘୁନାଥ ମୁର୍ମୁ ମେଡିକାଲକୁ ପଠାଇ ଦେଇ ଥିଲେ ।

Leave a Reply

Your email address will not be published. Required fields are marked *