ଲୁହା ଗେଟ୍ ପଛରେ ଲୁ-ଚି ରହି ନିଜକୁ ହିରୋ ବୋଲି ଭାବୁଥିଲେ କିନ୍ତୁ ତା ପରେ ଯାହା ଘଟିଲା.. ଦେଖନ୍ତୁ ଭିଡ଼ିଓ

୧. ଚଳିତ ବର୍ଷ ଫେବୃଆରୀ ମାସରେ ଆମ ଓଡ଼ିଶାର ସମ୍ବଲପୁର ଜିଲ୍ଲାରେ ଗୋଟିଏ ହାତୀ ଜଙ୍ଗଲରୁ ବାହାରି ଗୋଟିଏ ଗାଆଁ ଆଡ଼କୁ ମାଡ଼ି ଆସିଲା । ହାତୀର ଉତ୍ପାତ ଦେଖି ପ୍ରତ୍ୟେକ ଲୋକ ମନରେ ଭ-ୟ ସଞ୍ଚାର ହୋଇ ଯାଇଥିଲା । କିନ୍ତୁ ଏହି ସମୟରେ ସାମ୍ନାକୁ ଆସିଲା ଚିତ୍ତରଞ୍ଜନ ନାମକ ଜଣେ ବାହାଦୁର ଫରେଷ୍ଟ ଗାର୍ଡ ଜଣକ । ସିଏ ହାତୀକୁ ଗାଆଁ ଆଡ଼କୁ ଆସୁଥିବାର ଦେଖି କାଳ ବିଳମ୍ବ ନକରି ବାଡ଼ିରେ କପଡ଼ା ଗୋଡ଼ାଇ ଗୋଟିଏ ମଶାଲ ବନେଇଲେ । ଏବଂ ହାତୀ ଆଗରେ ଠିଆ ହୋଇଗଲେ । ଫରେଷ୍ଟ ଗାର୍ଡ ର ଏହି ସହାସିକତା ଦେଖି ଆଉ କିଛି ଲୋକମାନେ ମଧ୍ୟ ସାମ୍ନାକୁ ଆସିଲେ । ତାପରେ ହାତୀ ଆଉ ଆଗକୁ ନାଆସି ପଳାଇଲା ।

୨. ସେପ୍ଟେମ୍ବର ମାସ ୨୦୨୧ରେ ମଧ୍ୟପ୍ରଦେଶର ରାଇସନ୍ ସହରରେ ଗୋଟିଏ ପିଲା ନିଜ ପାନ ଦୋକାନକୁ ଆସିଲା ଏବଂ କାଉଣ୍ଟର ଉପରେ ବସି ଉପରକୁ ନଜର ପକାଇବା ମାତ୍ରେ ମାରାଥନ୍ ରେ ଦୌଡ଼ିବା ଭଳିଆ ସେଠାରୁ ଦଉଡି ପଳାଇଲା । ଯେମିତି ସେ କୌଣସି ଭୂତ ଦେଖି ଦେଇଛି । ଅସଲରେ ଦୋକାନୀ ପିଲାଟି ଦୋକାନ ରେକ୍ ଉପରେ ଏକ ସାପ ଦେଖିଦେଇଥିଲା । ଯିଏ ଗୋଟିଏ ମୂଷାର ପିଛା କରି ଦୋକାନ ଭିତରେ ପଶି ଯାଇଥିଲା । ପିଲାଟିର ଭାଗ୍ୟ ଭଲ ଥିଲା ଯେ ସେ ଦେଖିବା ମାତ୍ରେ ଦୌଡ଼ି ପଳାଇ ନିଜ ଜୀବନ ବଞ୍ଚାଇଦେଲା । ଗୋଟିଏ ସେକେଣ୍ଡ ଡେ-ରି ହୋଇଥିଲେ ମଧ୍ୟ ତା ଜୀବନ ଚାଲି ଯାଇଥାନ୍ତା ।

୩. ଅକ୍ଟୋବର ୨୦୨୧ରେ ଫିଲିପାଇନ୍ସ ର ବୋହଲ୍ ନାମକ ସହରରେ ଗୋଟେ ଇଲେକ୍ଟ୍ରିକ ତାରରେ ଗୋଟିଏ ବିଶାଳ ଅଜଗର ଝୁଲୁଥିବାର ଦେଖାଗଲା । ନିଜ ମୁଣ୍ଡ ଉପରେ ଏକ ବିଶାଳ ସାପ ଦେଖି ପ୍ରତ୍ୟେକ ଲୋକ ସେଠାରେ ଜମା ହୋଇଗଲେ ଏବଂ ଭିଡ଼ିଓ ରେ-କ-ର୍ଡ କରିବା ମଧ୍ୟ ଆରମ୍ଭ କରିଦେଲେ । କିଛି ସମୟ ପରେ ସେଇୟା ଘ-ଟିଲା ଯାହାର ଡର ସମସ୍ତଙ୍କୁ ଥିଲା । ସାପର ସନ୍ତୁଳନ ବିଗିଡ଼ି ଗଲା ଏବଂ ଏହା ତାରରୁ ତଳକୁ ଖସି ପଡିଲା । ଏତେ ବଡ଼ ସାପ ଯଦି ସେଦିନ କୌଣସି ପଡି ଯାଇଥାନ୍ତା ତାହେଲେ ସେଦିନ ତାର ୟମରାଜ ସହ ଭେଟ ହେବା ସୁନିଶ୍ଚିତ ହୋଇଥାନ୍ତା ।

୪. ଜାନୁଆରୀ ୨୦୧୭ ରେ କର୍ଣ୍ଣାଟକର କାଇଗା ନାମକ ସହରରେ ଘରର ଗେଟ୍ ପାଖକୁ ଏକ କାର ଆସେ ଏବଂ ସିକ୍ୟୁରିଟି ଗାର୍ଡ ଗେଟ୍ କୁ ଖୋଲି କାରକୁ ଭିତରକୁ ଆସିବାକୁ ଦିଏ । ଏହାପରେ ଗାର୍ଡ ଜଣକ ଗେଟ୍ କୁ ସେମିତି ଖୋଲା ରଖି ସେଠାରୁ ଚାଲିଯାଏ । ମାତ୍ର କିଛି ସେକେଣ୍ଡ ପରେ ରାସ୍ତା ଉପରକୁ ଏକ ଚିତା ବାଘ ଆସିଯାଏ । ଏବଂ କିଛି ସମୟ ଏପଟ ସେପଟ ଶି-କା-ର ଆଶାରେ ଅନେଇବା ପରେ ସେଠାରୁ ଚାଲିଯାଏ । ଏବେ ଭାବନ୍ତୁ ଯଦି ଗାର୍ଡ ସେଠାରୁ ଯିବା ପାଇଁ ଗୋଟେ ସେକେଣ୍ଡ ହେଲେ ଡେରି କରିଥାନ୍ତା ତେବେ ବାଘର ଭୋଜନ ପାଲଟି ଯାଇଥାନ୍ତା ।

୫. ଫେବୃଆରୀ ୨୦୧୮ ରେ ଅରୁଣାଚଳ ପ୍ରଦେଶର ନାମସାହି ସହରରେ ଗୋଟେ ଚିତା ବାଘ ଦିନ ଦ୍ବିପହରରେ ବଜାର ଉପରକୁ ଆସିଗଲା ଏବଂ ଉତ୍ପାତ ଆରମ୍ଭ କରିଦେଲା । ତାପରେ ଚିତାବାଘଟି ଗୋଟେ ଗ୍ରିଲ୍ ପଛରେ ଲୁ-ଚି ଥିବା କିଛି ଲୋକମାନଙ୍କ ଉପରେ ଆକ୍ର-ମଣ କରିବାକୁ ଚାହିଁ ଗ୍ରୀଲ ଉପରେ ଥିବା ଫାଙ୍କ ଦେଇ ଭିତରକୁ ଯିବାକୁ ଉଦ୍ୟମ କଲା । ଠିକ୍ ସେହି ସମୟରେ ଲୋକମାନେ ମିଶି ଟେକା ପଥର ମା-ରି-ବା ଆରମ୍ଭ କରିଦେଲେ । ଯେଉଁଥିପାଇଁ ଚିତାବାଘ ଛାଡ଼ିଦେଇ ସେଠାରୁ ଚାଲିଗଲା । ନହେଲେ ଏହି ଘ-ଟ-ଣା ସେଦିନ ବ୍ରେକିଂ ନ୍ୟୁଜ୍ ପାଲଟି ଯାଇଥାନ୍ତା ।

Leave a Reply

Your email address will not be published. Required fields are marked *