ମାଡାମ ସିଲସିଲାଙ୍କ ବଡ ବ-ୟା-ନ : ମୋ ବୟସ 44, ମୁଁ ଜଣେ ଇଂଜିନିୟରିଂ ଛାତ୍ର ..ମୋ ପୁଅ ବୟସର ଡ୍ରାଇଭର ସହ କେମିତି ସମ୍ପର୍କ ରଖିବି ..ମୋତେ କଣ ଆଉ ପିଲା ମିଳୁନଥିଲେ ……..

ଆଜିର ଯୁବପିଢି ମାନେ ଦୁନିଆ ଠାରୁ ଗୋଟେ ପାଦ ଆଗରେ ଚାଲୁଛନ୍ତି କହିଲେ କିଛି ବି ଭୁଲ୍ ହେବ ନାହିଁ, କାରଣ ଆଜିକାଲିର ପିଲାମାନେ ନିଜର ବୟସ ଯେଉଁ ସବୁ କାମ କରୁଛନ୍ତି ତାହା ବହୁତ ଖରାପ ଲାଗୁଛି। ଏବେର ପିଲାମାନେ ନିଜର ବୟସ ଅନୁସାରେ ବହୁତ ବଡ ବଡ କାମ କରୁଛନ୍ତି, ଆଗପଛ କିଛି ବି ଚିନ୍ତା କରୁ ନାହାଁନ୍ତି, ସମାଜକୁ କି ନିଜର ପରିବାର ପାଇଁ କିଛି ବି ଭାବୁ ନାହାଁନ୍ତି। ସେମାନେ କିଛି କିଛି ଖରାପ କାମ କରି ଦେଉଛନ୍ତି ଯାହାକି ଏହି ସମାଜ ଆଖିରେ ବହୁତ ଖରାପ କାମ। ଖାଲି ଯୁବପିଢି ହିଁ ନୁହେଁ ବୟସ୍କ ବ୍ୟକ୍ତି ମାନେ ବି ଏପରି କିଛି ଖରାପ କାମ କରୁଛନ୍ତି ଏପରି କିଛି ଖରାପ ସମ୍ପର୍କ ଗଢି ଦେଉଛନ୍ତି ଯାହାକି ଏହି ସମାଜ ଆଗରେ ଏକ ବହୁତ ଖରାପ କଥା।

ଏହି କିଛିଦିନ ତଳେ ଏକ ଖବର ଦେଖିବାକୁ ମିଳିଥିଲା ଯାହାକି ଆମ ରାଜ୍ୟ ଓଡିଶାର ରାଜଧାନୀରୁ ଥିଲା। ଜଣେ ପୁରୁଷ ଅଭି-ଯୋଗ ଆଣିଥିଲେ ଯେ ଜଣେ ମହିଳା ଯିଏକି ତାଙ୍କ ସ୍ତ୍ରୀ, ସିଏ କିଛି ଲୋକଙ୍କୁ ସୁ-ପା-ରି ଦେଇଛନ୍ତି ତାଙ୍କ ସ୍ୱାମୀଙ୍କୁ ମା-ରି-ବା ପାଇଁ। ଏହିକଥା ତାଙ୍କୁ ପଚରା ଯିବାରୁ ସିଏ କହିଥିଲେ କି ଏହା ସମ୍ପୂର୍ଣ୍ଣ ମି-ଛ କଥା, ମୋ ନାଁ ରେ ମିଛ କୁହାଯାଇ ମୋତେ ଫସା ଯାଉଛି।

ଆହୁରି ମଧ୍ୟ ତାଙ୍କ ନାଁ ରେ ଅଭି-ଯୋଗ ଆସିଛି କି ତାଙ୍କ ଡ୍ରାଇଭର୍ ଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ରହିଛି ବୋଲି। ଏହି ସମ୍ପର୍କରେ ପଚରା ଯିବାରୁ ସିଏ କହିଥିଲେ କି ମୋର ବୟସ ହେଲାଣି ୪୪ ଆଉ ସିଏ ମୋ ପୁଅ ବୟସର, ଆପଣଙ୍କୁ ଲାଗୁଛି ମୁଁ ଜଣେ ଇଞ୍ଜିନିୟର ଷ୍ଟୁଡେଣ୍ଟ ହୋଇ ଏପରି କାମ କରିବି, ମୋତେ ଆଉ ପୁଅ ମିଳୁନଥିଲେ ମୁଁ ଏପରି କରୁଥିଲି। ଏହା ସବୁ ମି-ଛ କଥା ମୋ ନାଁ ରେ ସବୁ ମି-ଛ କଥା କୁହାଯାଉଛି, ମି-ଛ କହି ନିଜର ପୁରୁଷତ୍ୱ କୁ ଜାହିର କରିବାକୁ ଚାହୁଁଛନ୍ତି ସେ।

ପ୍ରକୃତରେ ଏହି ଯୁବତୀ ଜଣକ ବର୍ଷେ ପୂର୍ବରୁ ନିଜର ସ୍ୱାମୀଙ୍କୁ ରେଡ୍ ହେଣ୍ଡ୍ ଧରିଥିଲେ ଯେଉଁଠି କି ତାଙ୍କ ସ୍ୱାମୀ ଏକ ଟାୱେଲ୍ ପିନ୍ଧି ସେହି ଯୁବତୀଙ୍କ ସହ ଶୋଇଥିଲେ। ଏହାପରେ ସେହି ଯୁବତୀଙ୍କୁ ଗା-ଳି ଗୁ-ଲ-ଜ କରି ମହିଳା ଜଣକ ନିଜ ସ୍ୱାମୀଙ୍କୁ ସେଠାରୁ ନେଇ ଆସିଥିଲେ। ଏହି ସବୁ କଥାର ବଦଲା ନେବା ପାଇଁ ସିଏ ଯାଙ୍କ ଉପରେ ଏହି ସବୁ ମି-ଥ୍ୟା ଅଭି-ଯୋଗ ଆଣୁଛନ୍ତି।

Leave a Reply

Your email address will not be published. Required fields are marked *