ନାସାର ବଡ ଚେତା-ବନୀ : ମାଡି ଆସୁଛି ପୃଥିବୀକୁ ଏକ ବଡ ବି-ପ-ଦ ..ପୃଥିବୀ ହୋଇଯାଇପାରେ ଧ୍ବଂ-ସ !

ପୃଥିବୀ ପ୍ରତି ଏକ ବଡ଼ ବି-ପ-ଦ ମାଡ଼ି ଆସୁଛି ବୋଲି କହିଛି ନାସା । ଏହି ବିପଦ ର ନାମ ବର୍ନାଦନେଲି ବଂଶ୍ଚେନ । ଖୁବ୍ ଦ୍ରୁତ ଗତି ରେ ପୃଥିବୀ ଆଡ଼କୁ ମାଡ଼ି ଆସୁଛି । ୧୨୮ କିମି ବ୍ୟାସ ବିଶିଷ୍ଟ ଏହି ଧୂମକେତୁ ୟୁ ଏସ ର ରଦ୍ ଆଇଲାଣ୍ଡ ଠାରୁ ବି ବଡ ବୋଲି ଅନୁମାନ କରା ଯାଇଛି ।

କେବଳ ସେତିକି ନୁହଁ ଏହାର ନ୍ୟୁକ୍ଲିଅସ ଅନ୍ୟ ଧୂମକେତୁ ଅପେକ୍ଷା ପ୍ରାୟ ୫୦ ଗୁଣ ଅଧିକ ବୋଲି କୁହା ଯାଉଛି । ସବୁଠାରୁ ଅଧିକ ଭ-ୟ ସୃଷ୍ଟି କରୁଛି ଯେ ଏହା ଖୁବ୍ ଦୃତ ଗତି ରେ ପୃଥିବୀ ଆଡ଼କୁ ମାଡ଼ି ଆସୁ ଥିବାର ଦେଖିବାକୁ ମିଳିଛି । ଅବସ୍ ସ୍ପେସ ଟେଲିଷ୍କପ୍ ଏହି ବିଶାଳ ଧୂମକେତୁ କୁ ଚିହ୍ନଟ କରିଛି ବୋଲି ନାସା କହିଛି ।

ଏହାକୁ ନେଇ ବୈଜ୍ଞାନିକ ମାନେ ଦେଉଥିବା ମତ ଭ-ୟ କୁ ଦୁଇ ଗୁଣିତ କରି ଦେଉଛି । ଯଦି ଏହି ଧୂମକେତୁ ପୃଥିବୀ ସହ ଧ-କ୍କା ହେବ ତାହେଲେ ପରିସ୍ଥିତି ଭ-ୟଙ୍କ-ର ହେବ । ପୃଥିବୀ ଧ୍ଵଂ-ସ ହେବା ହି ଏକ ମାତ୍ର ଫଳାଫଳ ହୋଇ ପାରେ । ଧୂମକେତୁ ର ଆକାର , ବେଗ ଓ କମ୍ପୋଜିସନ୍ ଏହି ତିନୋଟି ତଥ୍ୟ କୁ ନେଇ ନାସା ଦେଇଛି ଭୟଙ୍କର ସଂକେତ ।

ପୃଥିବୀ ସହ ଧ-କ୍କା ହେଲେ ପୃଥିବୀ କୁ ଛୋଟ ଛୋଟ ଖଣ୍ଡ ରେ ଭାଙ୍ଗି ଦେବ ଏହି ବିଶାଳ ଧୂମକେତୁ । ଏହି ଧୂମକେତୁ ପୃଥିବୀ ର କିଛି ମାଇଲ ଦୂର ରୁ ଗତି କରିବ ଏହା ବ୍ୟତୀତ ୨୦୩୧ ମସିହା ପୂର୍ବରୁ ପୃଥିବୀ ର ନିକଟତର ହୋଇ ପାରିବ ନାହି ବୋଲି ନାସା ପକ୍ଷରୁ ଏହି ମନ୍ତବ୍ୟ ବିଶ୍ଵ ବାସୀ ଙ୍କୁ ଟିକେ ଆଶ୍ୱସ୍ତି ଦେଇଛି । ମାତ୍ର ଏହା ର ଗତି ପଥ ସାମାନ୍ୟ ବଦଳିଲେ ଭ-ୟଙ୍କର ଘ-ଟ-ଣା ଘଟିବ ।

Leave a Reply

Your email address will not be published. Required fields are marked *