ଶେଷରେ ପାଟି ଖୋଲିଲେ ସିଲସିଲାଙ୍କ ପୁଅ : କହିଲେ – ଡ୍ରାଇଭର ଅଶୋକ ମୋ ମାମୁଁ, ମୋ ମା ସହ ତାଙ୍କର କୌଣସି ଅନୈ-ତିକ ସମ୍ପର୍କ ନାହିଁ।

ମୋ ମାମାଙ୍କର ସଂପର୍କକୁ ନେଇ ଯେଉଁ କଥା ଆସୁଛି ଅଶୋକ କୁମାର ସାହୁ ସହିତ, କହିବାକୁ ଗଲେ ଅଶୋକ ଅଙ୍କଲ ହେଉଛନ୍ତି ମୋର ମାମୁଁ। ମୁଁ ଛୋଟ ବେଳୁ ଦେଖି ଆସୁଛିକି ମୋର ଜନ୍ମଦିନ ହେଉ କିମ୍ବା ଯାହା ବି କିଛି ଅକେଜନ ହେଉ ଦିୱାଲି ମଧ୍ୟ ସବୁବେଳେ ସେ ମୋ ସହିତ ଅଛନ୍ତି।ସେ ମୋ ବାବା ଓ ମୋ ମାମାଙ୍କ ସହ ପ୍ରଥମରୁ ଅଛନ୍ତି। କିନ୍ତୁ ମୁଁ ଗୋଟିଏ କଥା ଜାଣି ପାରୁନି କି ଏ ଯେଉଁ ସବୁ କଥା ନ୍ୟୁଜରେ ଚାଲିଛି ସେଟା କଣ ପାଇଁ।

କାହାକୁ ନେଇ କଣ କହୁଛନ୍ତି। କେଉଁ କାରଣରୁ କହୁଛନ୍ତି। ମତେ ଲାଗୁଛିକି ଏହା ପଛରେ ମୋ ବାବାଙ୍କର ହାତ ଅଛି। ତେବେ କଣ ଆପଣ କହିବେ ଏହି ଭଳି ଏକ ଘ-ଟ-ଣା ଘ-ଟୁଛି ଓ ଏହା ଆପଣଙ୍କ ଉପରେ ପ୍ରଭାବ ପକାଉଛି। କେମିତି ଲାଗୁଛି ଆପଣଙ୍କ ବାବା ମାମାଙ୍କ ମଧ୍ୟରେ ଝ-ଗ-ଡ଼ା ରହୁଛି। ମୁଁ ଗୋଟିଏ କଥା କହିବି କି ଏ ଯେଉଁ ନିଉଜ ଚାଲିଛି। ତାହା ଏହା ମି-ଛ। ଏଥି ପାଇଁ ଏତେ ଯାତ୍ରା ହେଉଛି। ଏଥି ପାଇଁ ମଧ୍ୟ ମୋ ପାଠ ପଢ଼ାରେ ଅସୁବିଧା ହେଉଛି। ମୋ ପରିବାରରେ ଏମିତି ଅସୁବିଧା ହେଉଛି। ମୁଁ ଗୋଟିଏ ଭଲ ପରିବାର ଚାହୁଁଛି। କିନ୍ତୁ ଏହି ନିଉଜ ପାଇଁ ଆମ ପରିବାରରେ ଏତେ କ-ଳ-ହ ହେଲା।ମୋର ଏବେ ବୋର୍ଡ ପରୀକ୍ଷା ଅଛି। ଏହି ଘ-ଟ-ଣା ମୋ ପାଠ ପଢା ଉପରେ ବହୁତ ପ୍ରଭାବ ପକାଉଛି।

ଏହା ପୂର୍ବରୁ ଏହି ଭଳି ଘ-ଟ-ଣା ଘଟୁଛି। ଗଣମାଧ୍ୟମରେ ଏହି ଭଳି ମିଛ ଖବର ଚର୍ଚ୍ଚାରେ ରହିବା ଦ୍ଵାରା ଆମ ପରିବାରରେ ଅନେକ ଅସୁବିଧା ହେଉଛି। ଏଥିପାଇଁ ଆଜି ମୁଁ ମୋ ମମି ରାସ୍ତାକୁ ଆସିଯାଇଛୁ। ମୁଁ ଗୋଟିଏ ଅନୁରୋଧ କରିବିକି ଏ ଯେଉଁ ଅଭି-ଯୋଗ ହୋଇଛି ତାର ଭଲ ଭାବରେ ତ-ଦ-ନ୍ତ କରାଯାଉ।

Leave a Reply

Your email address will not be published. Required fields are marked *