ମୂର୍ଖ ମାନଙ୍କ ଲିଷ୍ଟରେ ଏମାନେ ସବୁଠୁ ଆଗରେ ! ଏମିତି ଚିତ୍ର ଆଗରୁ କେବେ ବି ଦେଖି ନଥିବେ,ଦେଖନ୍ତୁ ଏହି ୬ଟି ଫନି ପିକଚର !

ସୋସିଆଲ ମିଡିଆକୁ ବ୍ୟବହାର କରି ଆପଣମାନେ ନିଜର ମନୋରଞ୍ଜନ କରିପାରିବେ। ସୋସିଆଲ ମିଡିଆରେ ଏମିତି ଅନେକ ଭିଡିଓ ଭାଇରାଲ ହେଉଅଛି ଯାହା ଆପଣଙ୍କୁ ବହୁତ ହସାଇବ। ତେବେ ଆଜି ଆମେ ଆପଣମାନଙ୍କୁ କିଛି ମୂର୍ଖମାନଙ୍କର ମଜାଦାର ଭିଡିଓ ଦେଖାଇବାକୁ ଯାଉଛୁ। ଆସନ୍ତୁ ଜାଣିବା ଏହି ବିଷୟରେ।

ଜଣେ ମହିଳା ନିଜର ପୁଅକୁ ନେଇ ବସରେ ଯାତ୍ରା କରୁଛି। ପୁଅଟି ବାରମ୍ବାର ବସରୁ ଉଠି ଆଗକୁ ଯାଉଛି ଆଉ ମହିଳା ବାରମ୍ବାର କହୁଛି ଯଦି ତୁ ବସିବୁ ନାହିଁ ତେବେ ମୁଁ ଏହି ବିସ୍କୁଟ ଅଙ୍କଲକୁ ଦେଇଦେବି। ଏମିତି ଅନେକ ଥର କହିବା ପରେ ପାଖରେ ବସିଥିବା ବ୍ୟକ୍ତି କହିଲା ଆଣ୍ଟି ବିସ୍କୁଟ ଦବାର ଅଛି ତ ଦିଅ ମୋତେ ଏମିତି ମିଛରେ ଲାଳସା ଆଦୌ ଦେଖାଅନି।

ପୁଷ୍ପା ଫିଲ୍ମ ରିଲିଜ ହେବା ପରେ ସମସ୍ତେ ଏହାର ଗୀତ ଓ ଡାଇଲଗରେ ଭିଡିଓ କରିବାକୁ ଲାଗିଲେ। ପୁଷ୍ପାର କ୍ରେଜ କେବଳ ଭାରତରେ ନୁହେଁ ବରଂ ଅନ୍ୟ ଦେଶ ଗୁଡିକରେ ମଧ୍ୟ ଦେଖିବାକୁ ମିଳିଛି। ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେକି ପୁଷ୍ପା ଗୀତରେ ବର୍ତ୍ତମାନ ଭଜନ କୀର୍ତ୍ତନ ମଧ୍ୟ ହେଉଅଛି।

ସୋସିଆଲ ମିଡିଆରେ ଟ୍ରେଣ୍ଡରେ ଥିବା ଗୀତ କାଚା ବାଦାମ ତ ଆପଣମାନେ ନିଶ୍ଚୟ ଶୁଣିଥିବେ। ଏହି ଗୀତର କ୍ରେଜ କେବଳ ସାଧାରଣ ଲୋକ ନୁହେଁ ବରଂ ସେଲିବ୍ରେଟିମାନଙ୍କ ମଧ୍ୟରେ ମଧ୍ୟ ଦେଖିବାକୁ ମିଳିଛି। ବର୍ତ୍ତମାନ ସ୍କୁଲରେ ଟିଚରମାନେ ନିଜର ଛାତ୍ରମାନଙ୍କୁ କାଚା ବାଦାମ ଗୀତରେ ଡ୍ୟାନ୍ସ କରାଉଛନ୍ତି।

ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଫଟୋ ବହୁତ ମାତ୍ରାରେ ଭାଇରାଲ ହେଉଅଛି। ଏହି ଫଟୋଟିକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ବହୁତ ହସିବେ।

ଫେମସ ହେବା ପାଇଁ ଲୋକମାନେ କଣ ନ କରନ୍ତି। ଏହି ଭିଡିଓରେ ଜଣେ ବ୍ୟକ୍ତି ଫେମସ ହେବା ପାଇଁ ଏମିତି ଏକ ଭିଡିଓ କରିଛନ୍ତି। ଭିଡିଓରେ ସେ ବଲିଉଡ ଗୀତ ‘ନେନା’ ଗୀତକୁ ଗାଇ ଅଭିନେତା ରଣବିର କପୁରଙ୍କ ଭଳି ନିଜର କାମୁଛା ଖୋଲୁଛନ୍ତି। ଗାମୁଛା ଖୋଲିବା ସମୟରେ ଆଗରୁ ଜଣେ ବ୍ୟକ୍ତି ଆସି ଦର୍ଶନ କରି ଚମ୍ପଟ ମାରୁଛନ୍ତି।

ଶେଷ ଫଟୋଟି ଦେଖିଲେ ଆପଣମାନେ ନିଜର ହସକୁ ରୋକିପାରିବେ ନାହିଁ। ବର୍ତ୍ତମାନ ଦୁନିଆରେ ମଡର୍ନ ହୋଇଯାଉଛି। ଲୋକମାନେ ସବୁବେଳେ ୟୁନିକ ଦେଖାଯିବା ପାଇଁ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ ଲୋକମାନେ ନିଜ ପୋଷାକରେ ଅନେକ ପରିବର୍ତ୍ତନ କରାଉଛନ୍ତି। ଏହି ମହିଳାଙ୍କ ଫଟୋ ଦେଖନ୍ତୁ। ତାଙ୍କର ଡ୍ରେସ ଦେଖି ରାସ୍ତାରେ ଯାଉଥିବା ସମସ୍ତ ଲୋକ ଅଟକି ଯିବେ।

Leave a Reply

Your email address will not be published. Required fields are marked *