ମ୍ୟାଚ ଜିତିବା ଖୁସିରେ ମହିଳା ଖେଳାଳିମାନେ କରିଦେଲେ ଲଜ୍ଜା ଜନକ ପାଗଳାମି,ଦେଖନ୍ତୁ ଭିଡ଼ିଓ

ସୋସିଆଲ ମିଡ଼ିଆରେ ଅନେକ ସମୟରେ ଅନେକ ଆଶ୍ଚର୍ଯ୍ୟଜନକ ଘ-ଟଣା ଦେଖିବାକୁ ମିଳେ, ହେଲେ ଆମେ ଆଜି ଆପଣମାନଙ୍କୁ ଏପରି କିଛି ଖେଳାଳିଙ୍କ ସମ୍ପର୍କରେ କହିବାକୁ ଯାଉଛୁ ଯେଉଁମାନେ ନିଜର ଜିତିବା ଖୁସିରେ କିଛି ଏପରି ଲ-ଜ୍ଜାଜ-ନକ ପାଗଳାମୀ କରିଦେଲେ ଯାହା କେହି ସ୍ୱପ୍ନରେ ବି ଭାବି ପାରି ନଥିଲେ।

:-ଆଇସ୍ ହକିର ଏକ ମ୍ୟାଚ୍ ରେ ସେଲିବ୍ରସନ୍ ଚାଲିଥିବା ସମୟରେ ଏଥିରେ ଦୁଇଜଣ ଖେଳାଳି ପରସ୍ପରକୁ କିସ୍ କରୁଥିବାର ଦେଖିବାକୁ ମିଳିଲା। ହେଲେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଦୁଇଜଣ ପୁରୁଷ ଥିଲେ।

:- ୱେଷ୍ଟଇଣ୍ଡିଜର ଏହି ଖେଳାଳି ଏକ କେଚ୍ ଧରିବା ପରେ ହାର୍ଟ ଆଟାକ୍ ର ଅଭିନୟ କରି ଏହାର ସେଲିବ୍ରେସନ୍ କରିଲେ। ଯାହା ଯେତିକି ଫନି ଥିଲା ଆଉ ଅନ୍ୟ ଖେଳାଳି ମାନଙ୍କ ପାଇଁ ତାହା ସେତିକି ଚିନ୍ତାଜନକ ମଧ୍ୟ ପାଲଟି ଯାଇଥିଲା।

:- ମାତ୍ର ୨୧ ବର୍ଷ ବୟସରେ ଅଲମ୍ପିକ୍ ଚାମ୍ପିଆନ୍ ବନିଥିବା ଏହି ଝିଅଟି ନିଜର କୋଚ୍ କୁ ଦୁଇଥର ତଳେ କଚ୍ଚାଡି ନିଜ ଜିତିବାର ସେଲିବ୍ରସନ୍ କରିଲା।

:- ଏକ ଫାଇଟ୍ ରେ ଜିତିବା ପରେ ଫାଇଟର୍ ଜଣକ ରିଙ୍ଗ୍ ଗାର୍ଲ କୁ ହିଁ କି-ସ୍ କରିଦେଲା, ଯାହା ଆଦୌ ଭଲ ଭିଏବିୟର୍ ନୁହେଁ।

:- ଟେବଲ୍ ଟେନିସ୍ ମ୍ୟାଚ୍ କୁ ଜିତିଲା ପରେ ଏହି ପ୍ଲେୟାର୍ ଜଣକ, ପୂରା ପାଗଳ ହୋଇଗଲା ଏବଂ ମେଣ୍ଟାଲ୍ ପେସେଣ୍ଟ୍ ପରି ରଙ୍ଗ ଢଙ୍ଗ ଦେଖାଇବାକୁ ଲାଗିଲା।

:- ୱିକେଟ୍ ନେଲା ପରେ ଏହି ବୋଲର୍ ଜଣକ ନିଜର ଜୋତାକୁ ଫୋନ୍ ପରି ବ୍ୟବହାର କରି କଥା ହୋଇ ନିଜର ସେଲିବ୍ରେସନ୍ କରିଲେ, ଏହା ଯେତିକି ଆଶ୍ଚର୍ଯ୍ୟକର ଥିଲା ସେତିକି ଫନି ମଧ୍ୟ ଥିଲା।

:- ଜିତିବା ଖୁସିରେ ପାଗଳ ହୋଇ ଖେଳାଳି ମାନେ ନିଜର ଏହି ଫୁଟବଲ ପଡିଆକୁ ବୋଲାଂ ପଡିଆରେ ପରିବର୍ତ୍ତନ କରିଦେଲେ।

:- ସାଇକେଲ୍ ରେସ୍ ରେ ଖେଳାଳି ଜଣକ ପହଞ୍ଚିବା ପରେ ନିଜର ସାଇକେଲକୁ ଉଠାଇ ଧରି ଲାଇକ୍ କ୍ରୋସ୍ କରି ଏକ ଅଜବ ରେକର୍ଡ ବନାଇଥିଲେ।

:- ମହିଳା ଫୁଟବଲର ଏକ ମ୍ୟାଚ୍ ରେ ଏକ ଗୋଲ୍ କରିବା ପରେ , ଜଣେ ମହିଳା ଖେଳାଳି ନିଜର ଜର୍ସିକୁ ଖୋଲି ଫିଙ୍ଗିଦେଲେ। ଯାହା ସମସ୍ତଙ୍କର ହୋସ୍ ଉଡାଇ ରଖିଦେଲା।

:- ଏକ ଫୁଟବଲ ମ୍ୟାଚରେ ଖେଳାଳି ମାନେ ଜିତିବା ପରେ ମାଛ ଭଳି ଭିଏବ୍ କରିଲେ ଯାହାକୁ କି କୁ଼ଆଗଲା ଦା ଫିସ୍ ସେଲିବ୍ରସନ୍।

:- ଏକ ମ୍ୟାଚ୍ ରେ ଜଣେ ଖେଳାଳି ଏକ ୱିକେଟ୍ ନେଲା ପରେ ପଡିଆରେ ପୋକ ପରି ପେଟେଇବାକୁ ଲାଗିଲା, ଯାହାକୁ ଦେଖିବା ପରେ ସେଠାରେ ଉପସ୍ଥିତ ଥିବା ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ହସିବାକୁ ଲାଗିଲେ।

Leave a Reply

Your email address will not be published. Required fields are marked *