ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହ-ତ୍ୟା ଘଟ-ଣାରେ ଚାନ୍ଦବାଲି ଥା-ନାରେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ ପହଞ୍ଚିଥିଲେ । ଦୁଇ ଜଣ ଅଭି-ଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ପଚ-ରାଉ-ଚରା ଜାରି ରଖିଛି । ଦେବାଶିଷ ଜେନା ଓ ଶରତ ପଣ୍ଡାଙ୍କୁ ଜେ-ରା କରୁଛି କ୍ରାଇମବ୍ରାଞ୍ଚ ଟିମ୍ । ପୋ-ଲି-ସ ଡିଜି କ୍ରାଇମବ୍ରାଞ୍ଚ ତ-ଦ-ନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ମା-ମ-ଲାରେ ଜଡ଼ିତ ସମସ୍ତ କାଗଜପତ୍ର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହୋଇଥିଲା ।
କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହ-ତ୍ୟା ମା-ମ-ଲାରେ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇଙ୍କୁ ଏକାଠି ଜେ-ରା କରୁଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ଟିମ୍ ଦୁଇ ଜଣଙ୍କୁ ଜେ-ରା କରୁଛନ୍ତି । ବ୍ୟକ୍ତିଗତ ଜେ-ରା ବେଳେ ଉଭୟଙ୍କ କଥାରେ ତାଳମେଳ ରହୁନଥିବାରୁ ଏକାଠି ଜେ-ରା କରାଯାଉଛି । ତେବେ ଏହି ଘ-ଟ-ଣା ରେ ତ-ଦ-ନ୍ତ ପରେ ତ-ଦ-ନ୍ତ ଚାଲିଛି ଓ ନୂଆ ନୂଆ ତଥ୍ୟ ମଧ୍ୟ ମିଳୁଛି ।
ରି-ମା-ଣ୍ଡ ଅବଧି ଶେଷ ହେବା ପରେ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହ-ତ୍ୟାକା-ଣ୍ଡ ମୁଖ୍ୟ ଅଭି-ଯୁକ୍ତ ଶର୍ମିଷ୍ଠା ରାଉତ ଓ ସହଯୋଗୀ ଝୁନା ଭୋଇ ଏବେ ଭଦ୍ରକ ଜେ-ଲରେ ଅଛନ୍ତି । ଓଆଇଏସ ନିରଞ୍ଜନ ସେଠୀ ବି ଜେ-ଲରେ ଅଛନ୍ତି । ତେବେ ସମସ୍ତ ଅଭି-ଯୁକ୍ତ ଙ୍କୁ ଗୋଟିଏ ଗାଡ଼ି ରେ ଗତକାଲି ଭଦ୍ରକ ଉପ କା-ରାଗା-ର ରୁ ଚାନ୍ଦବାଲି କୋର୍ଟ କୁ ୮ ଜଣ କ-ଏ-ଦୀ ଆସିଥିଲେ । ସମସ୍ତେ ଗୋଟିଏ ଗାଡି ରେ ହିଁ ଆସିଥିଲେ । ତେବେ ଗୋଟିଏ ଗାଡ଼ି ରେ ଶର୍ମିଷ୍ଠା ଓ ନିରଞ୍ଜନ ବାବୁ ମଧ୍ୟ ଥିଲେ । ତେବେ ଅନେକ ଦିନ କଥା ବାର୍ତ୍ତା ନ ହୋଇଥିବାରୁ ଶର୍ମିଷ୍ଠା ନିରଞ୍ଜନ ଙ୍କ ସହିତ ଯାଇ କଥା ହେବା ବେଳେ ତାଙ୍କୁ ଏକ ବିରୀୟନି ମଗିଦେଇଥିଲେ ।
ଅନେକ ଦିନ ବିରୀୟନୀ ଖାଇନହାନ୍ତି କହି କହିଥିଲେ ବିରିୟାନି ଖାଇବାକୁ ଇଚ୍ଛା ହେଉଛି ବୋଲି । ତେବେ ନିରଞ୍ଜନ ମହାନ୍ତି ଙ୍କ ରା-ଗ ନାକ ଆଗରେ । ସେ ଶର୍ମିଷ୍ଠା ଙ୍କୁ ଚୁପ୍ ବୋଲି କହିଥିଲେ । ତେବେ ଗୋଟିଏ ପାଣି ବୋତଲ ରେ ଶର୍ମିଷ୍ଠା ଙ୍କୁ ରହିବାକୁ ପଡ଼ିଥିଲା । କାରଣ ଚାରିଆଡ଼େ ପୋ-ଲି-ସ ଙ୍କ କଡ଼ା ନଜର ଥିଲା । ତେବେ ସେମାନେ ଗୋଟିଏ ପୋ-ଲି-ସ ଭେନ୍ ରେ ଆଠ ଜଣ କ-ଏ-ଦୀ ଆସିଥିଲେ ଚାନ୍ଦବାଲି କୋର୍ଟ କୁ । ତେବେ କୋର୍ଟ କୁ ପହଞ୍ଚିବ ପାଇଁ ଲାଗିଲା ଦେଢ଼ ଘଣ୍ଟା ସମୟ । ଏହାରି ଭିତରେ ଶର୍ମିଷ୍ଠା ଓ ନିରଞ୍ଜନ ବାବୁ ଏପରି କିଛି କଥା ହେଉଥିବା ନେଇ ଶୁଣା ଯାଇଛି ।