Netaji Subhash Bose Plane Crash Mystery : ସୁଭାଷ ଚନ୍ଦ୍ର ବୋଷ ସେହି ପ୍ଲେନ୍ ଦୁର୍ଘ-ଟଣାରେ ମରି ନଥିଲେ………..

୧୯୪୫ ମସିହା ରେ ଏକ ଏମିତି ଖବର ଆସିଲା ଯାହାକୁ ସମସ୍ତଙ୍କ ଉପରେ ଦୁଃ-ଖ ର ଛା-ୟା ଖେଳି ଯାଇଥିଲା । ସେହି ଖବର ଟି ଥିଲା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ମୃ-ତ୍ୟୁ । ତାଙ୍କ ମୃ-ତ୍ୟୁ ର କାରଣ ପ୍ଲେନ୍ କାସ୍ ବୋଲି କୁହା ଯାଇଥିଲା ମାତ୍ର ଯେଉଁ ହସ୍ପିଟାଲ୍ ରେ ସୁଭାଷ ଚନ୍ଦ୍ର ବୋଷ ଶେଷ ନିଃ-ଶ୍ୱା-ସ ନେଇଥିଲେ ସେହି ହସ୍ପିଟାଲ୍ କୁ ତାଙ୍କ ମୃ-ତ ଶ-ବ ର ଫୋଟୋ ଉଠାଇବା ପାଇଁ ଗଲେ ସେତେବେଳେ ମିଡ଼ିଆ ମାନଙ୍କୁ ଭିତରକୁ ଯିବାକୁ ଦେଇ ନ ଥିଲେ । ହେଲେ କାହିଁକି ଯିବାକୁ ମନା କରା ଗଲା ସେହି ହସ୍ପିଟାଲ୍ ର କଣ ସୁବାଷ ଚନ୍ଦ୍ର ବୋଷ ନ ଥିଲେ କି । ଆଉ ଏକ ବଡ଼ ଆଶ୍ଚର୍ଯ୍ୟ କଥା ଜେ ଏହି ପରି ମହାପୁରୁଷ ନେତାଜୀ ଙ୍କ ଡେଡ୍ ସାର୍ଟିଫିକେଟ ନାହି । କଣ ସତରେ ତାଙ୍କର ମୃ-ତୁ ହୋଇ ନାହି । ଏହି ଘ-ଟ-ଣା କଣ ଲୋକ ମାନଙ୍କୁ ଭ୍ରମିତ କରିବା ପାଇଁ ଥିଲା ।

୩୦ କୋଟି ଭାରତୀୟ ମାନଙ୍କୁ ଇଂରେଜ ମାନେ ନିଜ ସେନା ରେ ସାମିଲ୍ କରିଦେଲେ । ଯାହା ଦ୍ଵାରା ଆମର ବୀର ମାନେ ଇଂରେଜ ମାନଙ୍କ ଶକ୍ତି ପାଲଟି ଗଲେ । ପରେ ଇଂରେଜ ମାନେ ଭାରତ ଉପରେ ଶା-ସ-ନ ଆରମ୍ଭ କରିଥିଲେ । ୧୮୫୭ ର ଲ-ଢେ-ଇ ରୁ ଭାରତ କୁ ଡରୁଥିଲେ । ଜଣେ ବ୍ରିଟିଶ୍ ଗଭର୍ଣ୍ଣର ଜେନେରାଲ ଗୋଟିଏ ମିଟିଂ ରେ କହିଥିଲେ ଯେ ସମସ୍ତ ଭାରତୀୟ ବାସୀ ଏକା ସାଙ୍ଗରେ ଗୋଟିଏ ମୁଠା ବାଲି ଏକା ସାଙ୍ଗରେ ଫିଙ୍ଗିବେ ତାହେଲେ ଇଂରେଜ ମାନଙ୍କ ସାମ୍ରାଜ୍ୟ ସଙ୍ଗେ ସଙ୍ଗେ ନି-ପା-ତ ହୋଇ ଯିବେ । ତାଙ୍କର ଡ-ର କୁ ନେତାଜୀ ବୁଝି ଯାଇଥିଲେ । ଏହା ପରେ ସେ ଅନେକ କ-ଷ୍ଟ ସହି ଦେଶ ଦେଶ ବୁଲି ଆଜାଦ୍ ହିନ୍ଦ୍ ଫଉଜ ଗଢିଥିଲେ ।

ଏହା ପରେ ଇଂରେଜ ମାନେ ନେତାଜୀ ଙ୍କୁ ଡ-ରିଲେ ତାଙ୍କୁ ଜେ-ଲ୍ ରେ ରଖି ମା-ଡ଼ ମା-ରିଥିଲେ । ସବୁ କ-ଷ୍ଟ ସାହି ନେତାଜୀ ଇଂରେଜ ମାନଙ୍କୁ ଭାରତ ରୁ ତ-ଡି-ବା ପାଇଁ ଚେଷ୍ଟା କରିଥିଲେ । ଦୁର୍ଘ-ଟଣା ର ଦୁଇ ଦିନ ଧରି ଚିକିତ୍ସା ପରେ ତାଙ୍କର ମୃ-ତ୍ୟୁ ହୋଇଥିଲା । ମାତ୍ର ପ୍ଲେନ କସ ରେ କୌଣସି ଲୋକ ଜୀବିତ ରୁହନ୍ତି ନାହି । ତାହେଲେ କଣ ନେତାଜୀ ସେହି ପ୍ଲେନ ରେ ବସି ନ ଥିଲେ କି । ଅଧିକ ଛାନ୍ ବିନ୍ କରିବାରୁ ଜଣା ପଡ଼ିଲା ଜେ ପ୍ଲେନ କାସ ର କିଛି ଘ-ଟ-ଣା ରେ-କ-ଡ୍ ହୋଇ ନାହି । ନେହେରୁ ଙ୍କ ଭଉଣୀ ଋଷିଆ ରୁ ଫେରିବା ପରେ ଏକ ମିଟିଂ ରେ କହିଥିଲେ ଯେ ମୁଁ ଋଷିଆ ରେ ଏମିତି ଜଣେ ବ୍ୟକ୍ତି ଙ୍କ ସହ ଭେଟ ହେଲି ଯାହାକୁ ଜାଣିଲେ ଭାରତ ବାସୀ ସ୍ଵାଧୀନତା ଠାରୁ ଅଧିକ ଖୁସି ହେବେ। ସୁବାସ ଚନ୍ଦ୍ର ବୋଷ ଭାରତ ର ପ୍ରଥମ ପ୍ରଧାନମନ୍ତ୍ରୀ ନ ହୁଅନ୍ତୁ ଏଥି ପାଇଁ ଏପରି ଯୋଜନା କରା ଯାଇଥିଲା ।

Leave a Reply

Your email address will not be published. Required fields are marked *