ଖାଲି ସ୍ତ୍ରୀ ନୁହେଁ ଏବେ ପୁରୁଷକୁ ମଧ୍ୟ ମିଳିବ ଏହି ଅଧିକାର ।ଯେତେବେଳେ ସ୍ବାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଛା-ଡପ-ତ୍ର ହୁଏ ସେତେବେଳେ ସବୁ କ୍ଷେତ୍ରରେ କେବଳ ସ୍ବାମୀ ହିଁ ଭରଣ ଦେଇଥାଏ । କିନ୍ତୁ ଏବେ ଆଉ ସେମିତି ହୋଇପାରିବ ନାହିଁ । ଏବେ ସ୍ତ୍ରୀ ବି ଦେବେ ଭରଣ ପୋଷଣ ର ଦାଇତ୍ୱ । ଆଜି ବି ଅଧିକାଂଶ ଲୋକ ଏହି ଭଳି ଆ-ଇ-ନ ବିଷୟ ରେ ଜାଣି ନଥିବେ। ହେଲେ ଆବେ ଭାରତୀୟ ଆ-ଇ-ନ ଅନେକ ଏମିତି ପରିସ୍ଥିତି କୁ ନଜର ରେ ରଖି ଏହି ଭଳି ପଦକ୍ଷେପ ନେଇଛନ୍ତି ।
ଆଉ ଏହା ଏହି କିଛି ଦିନ ତଳେ ବମ୍ବେ କୋର୍ଟ ଏହି ଭଳି ନିଷ୍ପତି ଦେଇଛନ୍ତି ଜଣେ ମହିଳା କୁ ସେ ତାଙ୍କ ସ୍ଵାମୀକୁ ତିନି ହଜାର ଟଙ୍କା ଭରଣ ପାଷାଣ ଦେବେ ବୋଲି ନିଷ୍ପତି ନିଆ ଯାଇଚି। ମାସିକ ଭର୍ତା ହିସାବରେ ସେ ଦେବେ ପଇସା ।
ଭତ୍ତା କହିଲେ ନାବାଳିକା ପିଲା ବା ବୃଦ୍ଧ ବାପା ମା ଙ୍କର ଯାହାର କେହି ନଥାଏ ସେମାନଙ୍କୁ ଧାରା125 ଅନ୍ତର୍ଗତ ଏହି ଭରଣ ପୋଷଣ ର ରାଶି ଦିଆ ଯାଇ ଥାଏ । ତେବେ ଏମିତି ପରିସ୍ଥିତି ରେ ବମ୍ବେ ହାଇକୋର୍ଟ ଏମିତି ମା-ମ-ଲା ର ଶୁଣାନି କରିଛି । ମା-ମ-ଲା ଟି କିଛି ଏପରି ଥିଲା କି ଜଣେ ସ୍ବାମୀ ତାଙ୍କ ସ୍ତ୍ରୀ କୁ ଛା-ଡ଼ପ-ତ୍ର ଦେଇଥିଲେ । ହେଲେ ଧା-ରା 125 ହିସାବ ରେ କୋର୍ଟ ଖାଲି ସ୍ବାମୀ ନୁହେଁ ସ୍ତ୍ରୀ କୁ ମଧ୍ୟ ସମାନ ଧରଣ ର ଭରଣ ପୋଷଣ ର ଦାଇତ୍ୱ ଦେଇଛନ୍ତି। ଯେମିତି ସ୍ୱାମୀ ମାନେ ଛା-ଡପ-ତ୍ର ପରେ ସ୍ତ୍ରୀ କୁ ପ୍ରତି ମାସ ଭରଣ ପୋଷଣ ଆକାରରେ ଟଙ୍କା ଦିଅନ୍ତି । ସେମିତି ସ୍ତ୍ରୀ ମଧ୍ୟ ମାନେ ମଧ୍ୟ ଛା-ଡ଼ପ-ତ୍ର ପରେ ସ୍ବାମୀ କୁ ମାସିକ ଭରଣ ପୋଷଣ ଦେବେ।