ବିଧବା ବୋହୂର କେବଳ ଗୋଟିଏ ଜିଦ ”ମୁଁ ମୋ ଶ୍ୱଶୁରଙ୍କୁ ବାହା ହେବି” ସମ୍ପୂର୍ଣ ମା-ମ-ଲା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !

ବିବାହ ହେଉଛି ଏକ ପବିତ୍ର ବନ୍ଧନ। ଯେଉଁଥିରେ ସାତ ଜନ୍ମ ପାଇଁ ସାକ୍ଷୀ ରଖି ସ୍ବାମୀ-ସ୍ତ୍ରୀ ଉଭୟଙ୍କୁ ବିବାହ କରିଥାନ୍ତି। ସ୍ତ୍ରୀର ଭଲ ମନ୍ଦ ବୁଝିବା ସହ ସାରା ଜୀବନ ସୁର-କ୍ଷା ପ୍ରଦାନ କରି ଖୁସିରେ ରଖିବା ଓ ସେହି ନାରୀ ଛଡ଼ା ଆଉ ଦ୍ଵିତୀୟ ନାରୀ ଗ୍ରହଣ ନ କରିବା ପାଇଁ ଅଗ୍ନିକୁ ସାକ୍ଷୀ ରଖି ପ୍ରତିଜ୍ଞା କରିଥାଆନ୍ତି।

ସ୍ୱାମୀ ସ୍ତ୍ରୀର ସମ୍ପର୍କ ଏକ ସୁମଧୁର ସମ୍ପର୍କ ହୋଇଥାଏ। ସ୍ତ୍ରୀ ପାଇଁ ତାର ସ୍ୱାମୀ ଇହ କା-ଳ ଓ ପର କାଳର ଦେବତା ହୋଇଥାନ୍ତି। ସ୍ତ୍ରୀଟିଏ ତାର ସ୍ୱାମୀକୁ ସର୍ବଦା ଭକ୍ତି କରିଥାଏ। ପ୍ରେମ ଦେଇଥାଏ। ପୂଜା କରୁଥାଏ। ଆଉ ସ୍ୱାମୀର ମାନ ସମ୍ମାନ ମର୍ଯ୍ୟାଦାକୁ ର-କ୍ଷା କରିବା ପାଇଁ ପ୍ରାଣ ପଣେ ଚେଷ୍ଟା ମଧ୍ୟ କରିଥାଏ। ସ୍ୱାମୀ ମଧ୍ୟ ନିଜ ସ୍ତ୍ରୀର ମାନ ସମ୍ମାନ ଇ-ଜ୍ଜ-ତ ର-କ୍ଷା କରିଥାଏ। ସ୍ତ୍ରୀ ର ସବୁ ଇଚ୍ଛାକୁ ସମ୍ମାନ ଦେଇଥାଏ ଓ ସ୍ତ୍ରୀକୁ ସୁର-କ୍ଷା ଯୋଗାଇ ଦେଇଥାଏ।

କିନ୍ତୁ ଆଜିର ଏହି ଆଧୁନିକ ସମାଜରେ ସ୍ତ୍ରୀ ଓ ସ୍ୱାମୀ ଉଭୟଙ୍କ ସମ୍ପର୍କରେ କିଛି ଅଲଗା ସ୍ୱଭାବ ନଜର ଆସିଥାଏ। ତେବେ ଅନେକ କ୍ଷେତ୍ରରେ ଜଣେ ନାରୀର ସ୍ୱାମୀ ମ-ରି-ବାର କିଛି ଦିନ ମଧ୍ୟରେ ସ୍ତ୍ରୀ ଜଣକ ଅନ୍ୟ କାହାକୁ ବିବାହ କରି ସଂସାର କରିବା କଥା ଭାବିବାରେ ଲାଗି ପଡୁଛନ୍ତି। ଆଜିର ସମାଜରେ ପୁରୁଷ ଠାରୁ ନାରୀ ଦୁଇ ପାଦ ଆଗରେ। ସେ କୌଣସି ଉନ୍ନତି ମୂଳକ କାର୍ଯ୍ୟରେ ହେଉ କି ଅପ-ରାଧ କରିବା କାର୍ଯ୍ୟ ରେ ହେଉ। ନାରୀମାନେ ଟିକିଏ ସ୍ଵାଧିନତା ପାଇଁ ନିଜର ଆତ୍ମସମ୍ମାନକୁ ଭୁଲି ଯାଉଛନ୍ତି। ନିଜର ସ୍ୱାର୍ଥ ପାଇଁ କିଛିବି କରିବା ପାଇଁ ଆଗେଇ ଆସୁଛନ୍ତି। ତେବେ ଆଜିର ସମୟରେ ଏପରି ଏକ ଘ-ଟ-ଣା ଆମ ସାମ୍ନାକୁ ଆସିଛି ଯାହା ବିଷୟରେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାର ସମଲ ଥା-ନା ଅନ୍ତର୍ଗତ ଡୁମୁଗୁଳା ଗ୍ରାମରେ ଏପରି ଏକ ନି-ନ୍ଦାଜ-ନକ ଘ-ଟ-ଣା ଘ-ଟିଛି। ଉକ୍ତ ଅଞ୍ଚଳ ରସ୍କଟଲାଣ୍ଡପୁରର ପରଦେଶୀ ଗୋଚ୍ଛାୟତ ନାମକ ଏକ ଯୁବକ ତାଳଚେର ନିକଟସ୍ଥ ଏନଟିପିସି ରେଲୱେ ଲାଇନ ପାଖରେ ଥିବା ନିଜର ଜମି ହରାଇଥିଲେ। ଫଳରେ ତାଙ୍କର ପୁଅ ନିଲୁ ଗୋଚ୍ଛାୟତଙ୍କୁ ଏନଟିପିସିରେ ଚାକିରୀ ମିଳିଥିଲା।

କିଛି ଦିନ ପରେ ନିଲୁଙ୍କର ମୃ-ତ୍ୟୁ ହୋଇ ଯାଇଥିଲା। ତେବେ ମୃ-ତ୍ୟୁ ପରେ ସେଇ ଚାକିରୀ ନିଲୁଙ୍କର ପତ୍ନୀକୁ ମିଳିଥିଲା। ଚାକିରୀ ପାଇବା ପରେ ବୋହୁ ନିଜର ଶାଶୁ ଶ୍ୱଶୁର ସହିତ ସବୁ ସମ୍ପର୍କ ଛିନ୍ନ କରି ନିଜ ବାପ ଘରକୁ ପଳାଇ ଆସିଥିଲେ ପରେ ବାପା ଘର ଲୋକ ଏହାକୁ ସହଜରେ ଗ୍ରହଣ କରି ପାରିନଥିଲେ। ତେଣୁ ଝିଅକୁ ତାର ଶାଶୁ ଘରକୁ ପଠାଇବା ପାଇଁ ଝିଅର ବାପା ଘର ଲୋକ ଏକ ସଭା ଡକାଇଥିଲେ। ଉକ୍ତ ସଭାକୁ ଝିଅର ଶାଶୁ ଘର ଲୋକମାନଙ୍କ ସହିତ କିଛି ଭଦ୍ର ଲୋକଙ୍କୁ ଡକା ଯାଇଥିଲା। ତେବେ ସେହି ସଭାରେ ଝିଅ ଜଣକ ନିଜ ଶ୍ୱଶୁରଙ୍କୁ ବିବାହ କରିବା ପାଇଁ ଜି-ଦ ଧରିଥିଲେ। ଯେତେ ବୁଝାଇଥିଲେ ମଧ୍ୟ ସେ ନିଜ ଜି-ଦରେ ଅଟଳ ରହିଥିଲେ । ଫଳରେ ଭଦ୍ର ଲୋକମାନେ ନିଜକୁ ଲ-ଜ୍ଜି-ତ ବୋଧ ମନେ କରି ସଭା ଛାଡି ପଳାଇଥିଲେ।

Leave a Reply

Your email address will not be published. Required fields are marked *