ଓଭର ବ୍ରିଜ ଉପରେ ଏମିତି ଏମିତି ଷ୍ଟ-ଣ୍ଟ , ଲୋକେ ଦେଖି ଆଶ୍ଚର୍ଯ୍ୟ ! ଦେଖନ୍ତୁ ଭାଇରଲ ଭିଡ଼ିଓ

ବର୍ତ୍ତମାନ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହିତ ଜଡିତ ଅଛନ୍ତି। ଆଜିକାଲି ଦୁନିଆରେ ଏପରି ସବୁ ଘ-ଟ-ଣା ଘ-ଟୁଛି ଯାହାକି ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଅଛି। ବର୍ତ୍ତମାନ ଏହି ସବୁ ଘ-ଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି। ଏହା ସହ ଲୋକମାନେ ନିଜର ମନୋରଞ୍ଜନ ପାଇଁ ମଧ୍ୟ ସୋସିଆଲ ମିଡିଆକୁ ବ୍ୟବହାର କରୁଛନ୍ତି।

ସୋସିଆଲ ମିଡିଆରେ ଏପରି ଅନେକ ଭିଡିଓ ଭାଇରାଲ ହେଉଅଛି ଯାହା ଆପଣଙ୍କୁ ମନୋରଞ୍ଜନ କରିଦେବ। ଅନେକ ଲୋକ ନିଜର ଟ୍ୟାଲେନ୍ଟ ସୋସିଆଲ ମିଡିଆରେ ପଦର୍ଶନ କରି ଅତି ସହଜରେ ଫେମସ ହୋଇ ପାରୁଛନ୍ତି। ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି। ତେବେ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ।

ଆପଣମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏହି ଭିଡିଓଟି ବର୍ତ୍ତମାନ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ଜଣେ ଯୁବକ ଗାଡି ଚଲାଉଥିବା ସମୟରେ ନିଜ ଦୁଇ ହାତକୁ ଖୋଲି ଗାଡି ଉପରେ ଛିଡା ହୋଇଯାଇଛନ୍ତି। ଯୁବକଙ୍କ ମନରେ ଟିକେ ମଧ୍ୟ ଭ-ୟ ନାହିଁ ଭିଡିଓ କରିବା ଚ-କ୍କ-ରରେ କେତେବେଳେ ଯେ କଣ ହୋଇଯିବ ସେ ଜାଣିନାହାନ୍ତି। ବନ୍ଧୁଗଣ ଏହି ଦୃ-ଶ୍ୟ ପୁଣି ଓଭର ବ୍ରିଜ ଉପରେ ଦେଖିବା ପାଇଁ ମିଳିଛି ଯେଉଁଠି ବଡ ବଡ ଗାଡି ଗୁଡିକ ଦ୍ରୁ-ତ ଗତିରେ ଚଳ ପ୍ରଚଳ କରିଥାନ୍ତି। ଯିବା ଆସିବା ରୋଡରେ ଏମିତି ଷ୍ଟ-ଣ୍ଟ ଦେଖାଇବା କଣ ନିହାତି ଦରକାର। ତେବେ ଏହି ଦୃ-ଶ୍ୟଟି ଭୁବନେଶ୍ବରର ଏକ ଓଭର ବ୍ରିଜ ଉପରର। ଯେଉଁଠି ଜଣେ ଯୁବକ ନିଜର ଏହି ପ୍ରତିଭାକୁ ଦେଖାଇଛନ୍ତି।

Leave a Reply

Your email address will not be published. Required fields are marked *