ଛା-ଡ଼ପ-ତ୍ର ପରେ ସାମନ୍ତା-ନାଗା ଚୈତନ୍ୟଙ୍କୁ ଏକୁଟିଆ ରହିବା ପାଇଁ ଲାଗୁନାହିଁ ମନ, ବହୁତ ଜଲ୍ଦି କରିବାକୁ ଯାଉଛନ୍ତି ଦ୍ୱିତୀୟ ବିବାହ !

ସାଉଥ ଫିଲ୍ମର ସୁନ୍ଦର ଅଭିନେତ୍ରୀ ସାମନ୍ତା ରଥ ପ୍ରଭୁ କିଏ ବା ନ ଜାଣେ | ସେ କେବଳ ସାଉଥରେ ହିଁ ନୁହେଁ ବରଂ ନର୍ଥ ଭାରତରେ ମଧ୍ୟ ଲୋକପ୍ରିୟ ଅଟନ୍ତି | ସାମନ୍ତ ନିଜ ଅଭିନୟ ଅପେକ୍ଷା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରସିଥାନ୍ତି | ବିଶେଷକରି ତାଙ୍କ ପ୍ରେମ ସମ୍ପର୍କ, ବିବାହ ଏବଂ ଛାଡପତ୍ରର ଖବର ସବୁଠୁ ଅଧିକ ହେଡଲାଇନରେ ରହିଥାଏ |

ଦ୍ୱିତୀୟ ବିବାହ କରିବେ ସାମନ୍ତା:-

ସାମନ୍ତା 2017ରେ ସାଉଥ ଫିଲ୍ମର ସୁପରଷ୍ଟାର ନାଗା ଚୈତନ୍ୟ ସହ ବିବାହ କରିଥିଲେ | କିନ୍ତୁ ଏହି ବିବାହ ବେଶୀ ଦିନ ପର୍ଯ୍ୟନ୍ତ ରହିଲା ନାହିଁ | ଦୁହିଁଙ୍କର 2021ରେ ଛାଡ଼ପତ୍ର ହୋଇଗଲା | ଏହି ବିବାହ ଭା-ଙ୍ଗି-ବା ପରେ ଫ୍ୟାନ୍ସ ମାନଙ୍କ ହୃଦୟ ମଧ୍ୟ ଭା-ଙ୍ଗିଗଲା | ସେହିଠାରେ ସାମନ୍ତାଙ୍କ ପିତା ମାତାଙ୍କୁ ମଧ୍ୟ ତାଙ୍କ ଝିଅର କୁଆଁରୀ ହୋଇ ରହିବା ଚିନ୍ତାରେ ପକେଇ ଦେଲା | ବର୍ତ୍ତମାନ ଖବର ମିଳିଛି ଯେ ସେ ଝିଅ ଉପରେ ଦ୍ୱିତୀୟ ବିବାହ କରିବାକୁ ପ୍ରେସର ପକାଉଛନ୍ତି |

ମାତାପିତାଙ୍କ ପ୍ରେସର ପରେ ସାମନ୍ତା ମଧ୍ୟ ଦ୍ୱିତୀୟ ବିବାହ ପାଇଁ ଚିନ୍ତା କରୁଛନ୍ତି | ସେ କହିଛନ୍ତି ଯେ ତାଙ୍କ ମାତା-ପିତା ବହୁତ କଷ୍ଟରେ ଅଛନ୍ତି | ତାଙ୍କୁ ଏହି କଷ୍ଟରେ ଦେଖି ସେ ସହି ପାରୁନାହାନ୍ତି | ସେଥିପାଇଁ ସେ ଭବିଷ୍ୟତରେ ଦ୍ୱିତୀୟ ବିବାହ ନିଶ୍ଚିତ କରିବେ | କିନ୍ତୁ ସାମନ୍ତା ନିଜ ଦ୍ୱିତୀୟ ବାହାଘର ପାଇଁ ସମୟ ମାଗିଛନ୍ତି | ବର୍ତ୍ତମାନ ସେ ନିଜ କ୍ୟାରିୟର ଉପରେ ଅଧିକ ଫୋକସ କରିବାକୁ ଚାହାଁନ୍ତି | ତାଙ୍କ ପାଖରେ ବର୍ତ୍ତମାନ କୌଣସି ବି ଫିଲ୍ମ ନାହିଁ |

କହିଲେ କେମିତିକା ଦରକାର ସ୍ୱାମୀ ତାଙ୍କୁ :-

ସାମନ୍ତା ନିଜ ମାତାପିତାଙ୍କ ଭରସା ଦେଇ କହିଲେ କି ଯଦି ତାଙ୍କୁ କୌଣସି ଭଲ ପୁଅ ମିଳି ଯିବେ ତେବେ ସେ ତାଙ୍କୁ ବାହାହୋଇଯିବେ | ତାଙ୍କୁ ଏଭଳି ପୁଅର ଅପେକ୍ଷା ଅଛି ଯିଏ କି ତାଙ୍କ ବ୍ୟକ୍ତିଗତ ଜୀବନ ସାଥିରେ ପ୍ରଫେସନାଲ୍ ଲାଇଫର ସଂମାନ କରନ୍ତୁ | ବର୍ତ୍ତମାନ ସାମନ୍ତାଙ୍କ ଦ୍ୱିତୀୟ ବାହାଘରର ଖବର ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରି ବହୁତ କ୍ଷିପ୍ର ଗତିରେ ଭାଇରାଲ ହେଉଛି |

ସେଠାରେ ସାମନ୍ତାଙ୍କ ପୂର୍ବ ସ୍ୱାମୀ ନାଗା ଚୈତନ୍ୟ ମଧ୍ୟ ଦ୍ୱିତୀୟ ବିବାହ ଖବର କୁ ନେଇ ହେଡଲାଇନରେ ଅଛନ୍ତି | ଖବର ଅନୁଯାୟୀ, ସେ ଏହି ଆଗାମୀ କିଛି ମାସରେ ବିବାହ କରିବେ |ନାଗା ଚୈତନ୍ୟଙ୍କ ପ୍ରେମ ସମ୍ପର୍କ ତାଙ୍କ ସାଥି-ଷ୍ଟାର Divansha Kaushik ଙ୍କ ସହ ଚାଲିଛି | ଦୁହେଁ ପରସ୍ପରକୁ ଲମ୍ବା ସମୟରୁ ଡେଟ କରୁଛନ୍ତି | ଯଦିଓ ଦୁହେଁ ନିଜ ସମ୍ପର୍କ କିମ୍ଭା ବିବାହକୁ ନେଇ କିଛି ଅଫିସିଆଲ ଘୋଷଣା କରିନାହାନ୍ତି |

ମଜାଳିଆ କଥା ହେଉଛି ଏହା ଯେ ଅଭିନେତ୍ରୀ ନାଗା ଚୈତନ୍ୟ ଏବଂ ସାମନ୍ତାଙ୍କ ସହ ଫିଲ୍ମ ‘majili’ ରେ କାମ କରିଥିଲେ | ସେହିଁ ଫିଲ୍ମରେ ସେ ନାନାଙ୍କ ଗର୍ଲପ୍ରେଣ୍ଡ ହୋଇଥିଲେ | ଯେତେବେଳେ କି ସାମନ୍ତା ତାଙ୍କ ସ୍ତ୍ରୀଙ୍କ ଭୂମିକାରେ ଥିଲେ | ବର୍ତ୍ତମାନ ଫ୍ୟାନ୍ସ ମାନେ ଚୈତନ୍ୟ ଏବଂ ସାମନ୍ତା ଦୁହିଁଙ୍କର ଦ୍ୱିତୀୟ ବିବାହକୁ ନେଇକରି ଖୁସି ନଜର ଆସୁଛନ୍ତି | ଏହି ପ୍ରକାରରେ ଦୁହେଁ ଷ୍ଟାରଙ୍କର ଘର ପୁଣି ଥରେ ବସିଯିବ |

Leave a Reply

Your email address will not be published. Required fields are marked *