ସ୍କୁଲ୍ ଡ୍ରେସ ରେ ସାର୍ଟିଫିକେଟ୍ ନେଇ ଛିଡା ହୋଇଥିବା ଏହି ପିଲା ଆଜି ଜଣେ ପ୍ରସିଦ୍ଧ ଅଭିନେତା,କଣ ଆପଣ ଚିହ୍ନିପାରିଲେ ?

ପିଲାଦିନ ବହୁତ ସୁନ୍ଦର ହୋଇଥାଏ । ସେତେବେଳେର କଥା ହିଁ କିଛି ଅଲଗା ହୋଇଥାଏ । ନା ଦୁନିଆର ଟେନସନ,ନା କିଛି ଦାୟିତ୍ୱର ଭାର । ବାସ ନିଜ ହିସାବରେ ମସ୍ତ ହୋଇକି ରୁହ । ପିଲାଦିନେ ଆମେ ବହୁତ କ୍ୟୁଟ ଏବଂ ସରଳ ମଧ୍ୟ ହୋଇଥାଉ । ତାପରେ ଯେମିତି ଧୀରେ ଧୀରେ ବଡ଼ ହେଉ,ଚେହେରାର ସରଳତା ଯିବାକୁ ଲାଗିଥାଏ । ପୁରା ବଡ଼ ହେବା ପରେ ମୁହଁ ଆଉ ଚେହେରା ମଧ୍ୟ ବହୁତ ବଦଳିଯାଏ । ତାପରେ ପିଲାଦିନ ଏବଂ ବର୍ତ୍ତମାନର ଫୋଟୋ ଦେଖିଲେ ତ ସେଥିରେ ଆକାଶ ପାତାଳ ର ଅନ୍ତର ରହିଥାଏ । ଏମିତିରେ ଆମେ ଆପଣଙ୍କୁ ପିଲାଦିନର ଫୋଟୋ ଦେଖେଇ ସେଲିବ୍ରିଟିକୁ ଚିହ୍ନିବାକୁ ଚ୍ୟା-ଲେ-ଞ୍ଜ ଦେଉଛୁ ।

ଫୋଟୋରେ ଦେଖାଯାଉଥିବା ପିଲା କେଉଁ ଅଭିନେତା ?

ପ୍ରକୃତରେ ଆଜିକାଲି ଟିଭି ଏବଂ ବଲିଉଡରେ ଗୋଟିଏ ଟ୍ରେଣ୍ଡ ବହୁତ ଚାଲୁଛି । ଏଥିରେ ସେଲିବ୍ରିଟିଙ୍କ ପିଲାଦିନର ଫୋଟୋ ସେୟାର କରାଯାଉଛି । ତାପରେ ଫ୍ୟାନ୍ସଙ୍କୁ ସେହି ସେଲିବ୍ରିଟିଙ୍କୁ ଚିହ୍ନିବାକୁ ହୁଏ । ଆଜି ଆମେ ଆପଣଙ୍କୁ ଟିଭି ଦୁନିଆର ଜଣାଶୁଣା ଅଭିନେତାଙ୍କ ଫୋଟୋ ଦେଖାଉଛୁ । ଏହି। ଫୋଟୋ ରେ ଗୋଟିଏ ପିଲା ହାତରେ ସାର୍ଟିଫିକେଟ ଧରି ଛିଡା ହୋଇଛି ।ବର୍ତ୍ତମାନ ଆପଣଙ୍କୁ କହିବାକୁ ହେବ କି ପ୍ରକୃତରେ ଏହି ଅଭିନେତା କିଏ ? ତେବେ ଚାଲନ୍ତୁ ନିଜ ମୁଣ୍ଡରେ ଘୋଡା ଦୌଡୁଡାନ୍ତୁ ଏବଂ କୁହନ୍ତୁ କି ଇଏ କେଉଁ ପ୍ରସିଦ୍ଧ ଅଭିନେତା ହୋଇଥିବେ ?

ଯଦି ଆପଣଙ୍କୁ ଚିହ୍ନିବାରେ ଅସୁବିଧା ହେଉଛି ତେବେ ଆମେ ଆପଣଙ୍କୁ ଦୁଇଟି ହିଣ୍ଟ ଦେଉଛୁ । ପ୍ରଥମ ହିଣ୍ଟ ହେଉଛି ଏହା କି ଏହି ଅଭିନେତା ଟିଭି ସିରିଏଲ ‘ସରସ୍ୱତୀଚନ୍ଦ୍ର’ ରେ ଲିଡ଼ ରୋଲ ରେ ଅଭିନୟ କରିଥିଲେ । ତେବେ ଦ୍ଵିତୀୟ ହିଣ୍ଟ ହେଉଛି ଏହା କି ଏହି ଅଭିନେତାଙ୍କ ଯୋଡି ପ୍ରସିଦ୍ଧ ଟିଭି ଅଭିନେତ୍ରୀ ଜେନିଫର୍ ଵୀଗେଟ ଙ୍କ ସହ ବହୁତ ପସନ୍ଦ କରାଯାଇଛି । ଆଜି କାଲି ହିଣ୍ଟର ଆଧାରରେ ଆପଣ ଅଭିନେତାଙ୍କ ନାଁ ଠିକ ସେ କହିପାରିବେ । ତେବେ ଟିକେ ଆପଣଙ୍କ ମୁଣ୍ଡରେ ପ୍ରେସର ପକାନ୍ତୁ । ଯଦି ଆପଣ ଟିଭି ଦେଖିବାର ସୌକିନ ରଖନ୍ତି ତେବେ ତାଙ୍କର ନାମ ସହଜରେ କହିଦେବେ ।

ଏହା ହେଉଛି ଉତ୍ତର :-

ତେବେ କଣ ଆପଣ ହାର ମାନିଗଲେ ? ଚାଲନ୍ତୁ ଆମେ ଆପଣଙ୍କୁ ଠିକ ଉତ୍ତର କହିଦେଉଛୁ । ଫୋଟୋ ରେ ଆପଣଙ୍କୁ ଯେଉଁ ପିଲା ଦେଖାଯାଉଛି ସେ ଆଉ କେହି ନୁହନ୍ତି ବରଂ ସେ ହେଉଛନ୍ତି ଟିଭିର ପ୍ରସିଦ୍ଧ ଅଭିନେତା ଗୌତମ ରୋଡେ । ସେ ନିକଟରେ ହିଁ ତାଙ୍କ ଅଫିସିଆଲ ଆକାଉଣ୍ଟରେ ପିଲାଦିନର ଫୋଟୋ ସେୟାର କରିଛନ୍ତି । ଏହି ଫୋଟୋ ରେ ସେ ଷ୍ଟେଜ ଉପରେ ଛିଡା ହୋଇଛନ୍ତି । ତାଙ୍କ ବେକାର ମେଡାଲ୍ ମଧ୍ୟ ଆଛି । ସେ ହାତରେ ଗୋଟିଏ ସାର୍ଟିଫିକେଟ ମଧ୍ୟ ଧରିଛନ୍ତି ।

ଏହି ଫୋଟୋକୁ ସେୟାର କରି ଗୋୖତମ କ୍ୟାପସନ ରେ ଲେଖିଛନ୍ତି ” ଏହି ଫୋଟୋ ସ୍ପୋର୍ଟସ ଡେ ର ଅଟେ । ସେତେବେଳେ ମୁଁ 5 କ୍ଲାସ ରେ ପଢୁଥିଲି । ପ୍ରିନ୍ସିପାଲ୍ ମୋତେ ଜିତିବା ଯୋଗୁ ସମ୍ମାନିତ କରିଥିଲେ ” । ଏହା ସହିତ ହି ସେ #sportscaptain #schooldays ମଧ୍ୟ ଲେଖିଛନ୍ତି । ଗୋୖତମଙ୍କ ପିଲାଦିନର ଏହି ଫୋଟୋ ତାଙ୍କ ପ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସୁଛି । ସେମାନେ ଏହାକୁ ତାଙ୍କ ସାଙ୍ଗମାନଙ୍କ ସହ ବହୁତ ସେୟାର କରୁଛନ୍ତି ।

Leave a Reply

Your email address will not be published. Required fields are marked *