ଛା-ଡ଼ପ-ତ୍ର ହୋଇଗଲା ତଥାପି ମଧ୍ୟ ଭୁଲିନାହାନ୍ତି ପତ୍ନୀଙ୍କ ଘର ରାସ୍ତା,ପୁଅ ସାଙ୍ଗରେ ଆମ୍ବର ଲାଭ ଉଠାଉଥିବାର ଦେଖାଗଲେ ଅମୀର ଖାନ

ଆମୀର ଖାନ ଏହି ନିକଟରେ ହିଁ ନିଜ ପତ୍ନୀ କିରଣ ରାଓଙ୍କ ଛା-ଡପ-ତ୍ରକୁ ନେଇ ହେଡ଼ଲାଇନରେ ଆସିଥିଲେ | ଉଭୟ ସୋସିଆଲ ମିଡିଆ ମାଧ୍ୟମରେ ନିଜ ଛା-ଡପ-ତ୍ର ବିଷୟରେ ସୂଚନା ଦେଇଥିଲେ | ଏଥିସହିତ ଏହା ମଧ୍ୟ କହିଥିଲେ ଯେ ଛା-ଡପ-ତ୍ର ପରେ ମଧ୍ୟ ଦୁହେଁ ତାଙ୍କ ପୁଅ ଆଯାଦଙ୍କ ଦାୟିତ୍ୱ ପିତା-ମାତା ପରି ନିଭେଇବେ |ବର୍ତ୍ତମାନ ଅମୀର ଛା-ଡ଼ପ-ତ୍ର ତ ନେଇଗଲେ, କିନ୍ତୁ ତାଙ୍କ ପୁଅଙ୍କ ପ୍ରତି ତାଙ୍କ ସେନ୍ହ ଜମା ହିଁ କମୁନି | ସେ ଛା-ଡ଼ପ-ତ୍ର ପରେ ମଧ୍ୟ ବାରମ୍ବାର ନିଜ ପୁଅ ଆଜାଦ ଏବଂ ଏପର୍ଯ୍ୟନ୍ତ କି ତାଙ୍କ ପୂର୍ବ ପତ୍ନୀ କିରଣ ଙ୍କ ସହ ମଧ୍ୟ ଦେଖା କରିବାକୁ ଯାଆନ୍ତି |

ପୁଅ ସାଥୀରର ଆମ୍ବ ଖାଉଥିବାର ନଜର ଆସିଲେ ଅମୀର ଖାନ :-

କହିରଖୁଛୁ ଯେ ଆଜାଦ ଛା-ଡ଼ପ-ତ୍ର ପରେ କିରଣଙ୍କ ସାଥିରେ ରହୁଛନ୍ତି | ଏହି ମଧ୍ୟରେ ଅମୀର ଆଉ ତାଙ୍କ ପୁଅଙ୍କର ଗୋଟେ ଫୋଟୋ ସୋସିଆଲ ମେଡ଼ିଆରେ ବହୁତ ଭାଇରାଲ୍ ହେଉଛି | ଏହି ଫଟୋରେ ଅମୀର ନିଜ ଗେଲ୍ହା ପୁଅ ସାଥିରେ ଆମ୍ବର ମଜା ନେଉଥିବାର ନଜର ଆସିଛନ୍ତି |

ଫୋଟୋରେ ଦେଖିବାକୁ ମିଳିପାରିବ ଯେ ଅମୀର ଗୋଟେ ସାଧାରଣ ମଣିଷ ଭଳି ନିଜ ପୁଅ ସାଥିରେ ବସି ଆମ୍ବକୁ ଚୁଚୁମିକି ଖାଉଛନ୍ତି | ଗୋଟେ ଫୋଟୋରେ ଆମ୍ବର ଚୋପା ବାହାର କରୁଛନ୍ତି | ସେହିଠାରେ ଦ୍ୱିତୀୟ ଟିରେ ତାକୁ ଚୁଚୁମୁ ଥିବାର ନଜର ଆସିଛନ୍ତି | ଏହି ସମୟରେ ତାଙ୍କ ପୁଅ ଆଜାଦଙ୍କ ଚେହେରାରେ ଖୁସି ସଫା ନଜର ଆସୁଛି |

ପ୍ରକୃତରେ ଅମୀର ଖାନ ଏହି ସମୟରେ ଫ୍ରି ଅଛନ୍ତି | ତାଙ୍କ ଫିଲ୍ମ ‘ଲାଲସିଂହ ଚଢା’ ର ସୁଟିଂ ସମ୍ପୂର୍ଣ ହୋଇସାରିଛି | ଏଥିରେ ସେ କରିନା କପୁରଙ୍କ ସାଥିରେ ଦେଖିବାକୁ ମିଳିବେ | ସେ ବର୍ତ୍ତମାନ ତାଙ୍କ ଫିଲ୍ମ ରିଲିଜ ହେବାର ଅପେକ୍ଷାରେ ଅଛନ୍ତି | ସେହିଠାରେ ତାଙ୍କ ପାଖରେ ଅନ୍ୟ କେଉଁ ନୂଆ ପ୍ରୋଜେକ୍ଟ ମଧ୍ୟ ନାହିଁ | ଏମିତିରେ ସେ ପୁଅଙ୍କ ସାଥିରେ ଏହି ଫ୍ରି ସମୟକୁ ଉପଭୋଗ କରି ଏହାର ଆନନ୍ଦ ନେଉଛନ୍ତି | ତାଙ୍କୁ ଏହି ପରି ଭାବେ ଆମ୍ବ ଖାଉଥିବାର ଦେଖି ଫ୍ୟାନ୍ସ ମାନେ ମଧ୍ୟ ଖୁସି ଏବଂ ଆଶ୍ଚର୍ଯ୍ୟ ହେଉଛନ୍ତି | ସେହି ଫୋଟୋରେ ଅନେକ ମଜାଳିଆ କମେଣ୍ଟସ କରୁଛନ୍ତି |

ଲୋକମାନେ ଏମିତି ନେଲେ ମଜା :-

ଜଣେ ଉପୋଭୋକ୍ତା ଲେଖିଛନ୍ତି “ଆରେ ବାଃ, ଆପଣମାନେ ମଧ୍ୟ ଆମ୍ବ ଚୁଚୁମିକି ଖାଆନ୍ତି |” ଆପଣ ଏହାକୁ କେତେ ଟଙ୍କାରେ ଆଣିଲେ? ” ଏହା ପରେ ଆଉ ଏକ କମେଣ୍ଟ ଆସିଲା “ଆମ୍ବ ଖଟା ଥିଲା ନା ମିଠା?” ସେହିଠାରେ ଆଉ ଜଣେ କମେଣ୍ଟ କରିଲେ “ଏହା ଦେଖିକି ଭଲ ଲାଗିଲା ଯେ ଆପଣ ଛା-ଡ଼ପ-ତ୍ର ପରେ ମଧ୍ୟ ଆପଣ ନିଜ ପୁଅ କୁ ସମୟ ଦେଉଛନ୍ତି |” ବାସ ଏହିପରି ଆହୁରି ମଧ୍ୟ ଅନେକ କମେଣ୍ଟସ ଆସିବାକୁ ଲାଗୁଛି |

କହିରଖୁଛୁ ଯେ ଅମୀର ଖାନଙ୍କ ପୂର୍ବ ପତ୍ନୀଙ୍କ ନାମ ରୀନା ଦତ୍ତା ଅଟେ | ତାଙ୍କସହ ଅମୀର ଘରୁ ପଳେଇଯାଇ ବିବାହ କରିଥିଲେ | ପ୍ରକୃତରେ ଏହି ଦୁହେଁ ଅଲଗା-ଅଲଗା ଧର୍ମର ଥିଲେ | ଅମୀରଙ୍କ ଘର ଲୋକ ତ ରାଜି ଥିଲେ ହେଲେ ରୀନା ଙ୍କ ଘର ଲୋକ ବିବାହ ପାଇଁ ରାଜି ହଉନଥିଲେ | ଏମିତିରେ ଦୁହେଁ ଲୁ-ଚି-କି ଘରୁ ଚାଲିଯାଇ ବାହା ହୋଇଥିଲେ | ଯଦିଓ 16 ବର୍ଷ ପରେ ଦୁହିଁଙ୍କର ଛା-ଡ଼ପ-ତ୍ର ହୋଇଗଲା | ଏହି ବିବାହରେ ଏହି ଦୁହିଁଙ୍କର ଦୁଇଟି ପିଲା ମଧ୍ୟ ଅଛନ୍ତି | ଏହାପରେ ଅମୀର 2005ରେ କିରଣ ରାବ ଙ୍କ ସହ ଦ୍ୱିତୀୟ ବିବାହ କରିଥିଲେ | ଏଥିରେ ତାଙ୍କୁ ତାଙ୍କ ପୁଅ ଆଜାଦ ହେଲା | ଏହି ନିକଟରେ ହିଁ ଏହି ଦୁହେଁ ଅଲଗା ହୋଇଗଲେ |

Leave a Reply

Your email address will not be published. Required fields are marked *