ସାପ ଧରାଳୀଙ୍କ ମୃ-ତ୍ୟୁ ପୂର୍ବରୁ ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଏପରି ଅନେକ ପଶୁପକ୍ଷୀ ଅଛନ୍ତି ଯେଉଁମାନଙ୍କୁ ମଣିଷ ବହୁତ ଭ-ୟ କରିଥାଏ। ତେବେ ଏହି ସବୁ ମଧ୍ୟରେ ଭଗବାନ ସାପ ନାମକ ଏକ ସରୀସୃପକୁ ସୃଷ୍ଟି କରିଛନ୍ତି। ଯାହାକି ଅତ୍ୟନ୍ତ ଭ-ୟଙ୍କର ଏବଂ ବି-ଷଧର ମଧ୍ୟ ଅଟେ। ଏମାନେ ଯାହାକୁ ଦଂ-ଶନ କରନ୍ତି ତାଙ୍କର ମୃ-ତ୍ୟୁ ମଧ୍ୟ ହୋଇଥାଏ। ମଣିଷ ଜାତି ଏହି ସାପଙ୍କୁ ବହୁତ ଭ-ୟ ମଧ୍ୟ କରିଥାଏ ତେବେ ଏହି ସାପମାନଙ୍କ ମଧ୍ୟରୁ କେତେକ ସାପ ବହୁତ ବି-ଷା-କ୍ତ ହୋଇଥାନ୍ତି। ଯେଉଁ ସାପ ଥରେ କାମୁ-ଡ଼ିଲେ ମୃ-ତ୍ୟୁ ସୁନିଶ୍ଚିତ ହୋଇଥାଏ।

କୋବ୍ରା ସାପ ବା ନାଗ ସାପ ବହୁତ ବି-ଷାକୁ ହୋଇଥାନ୍ତି। ଏହି ସାପକୁ ଦେଖୁଲେ ଲୋକମାନେ ସାପ ଧରାଳିଙ୍କୁ ସୂଚନା ଦେଇଥାନ୍ତି। ଆଉ ସାପ ଧରାଳିମାନେ ସାପକୁ ସୁର-କ୍ଷିତ ଭାବରେ ଜଙ୍ଗଲରେ ନେଇ ଛାଡି ଦିଅନ୍ତି। ଆଉ ହଜାର ହଜାର ଲୋକଙ୍କର ଜୀବନକୁ ଉ-ଦ୍ଧା-ର କରିଥାନ୍ତି। ଆଉ ସାପ ଧରାଳିମାନେ ନିଜର ଜୀବନକୁ ବାଜିରେ ଲଗାଇ ଉ-ଦ୍ଧା-ର କରନ୍ତି। ମାତ୍ର ଆମ ସମସ୍ତଙ୍କ ନିକଟରୁ ଜଣେ ସାହସୀ ସାପ ଧରାଳି ମନୀଷ ବୈଷ୍ଣବ ଦୂରେଇ ଯାଇଛନ୍ତି।

ମନୀଷ ଜଣେ ଦକ୍ଷ ସାପ ଧରାଳି ଥିଲେ। ସେ ମାତ୍ର ୧୯ ବର୍ଷ ବୟସରେ ସାପ ଧରାଳି ଭାବରେ କାର୍ଯ୍ୟ କରୁଥିଲେ। ମାତ୍ର ଗତକାଲି ତାଙ୍କୁ ଏକ କୋବ୍ରା ସାପକୁ ଧରିବା ଫୋନ ଆସିଥିଲା, ଆଉ ସେ ସଙ୍ଗେ ସଙ୍ଗେ ସେହି ସ୍ଥାନରେ ଯାଇ ପହଁଚିଥିଲେ। କିନ୍ତୁ ସାପଟିକୁ ଧରିବା ସମୟରେ ସାପ ଟି ତାଙ୍କୁ କା-ମୁ-ଡି ଦେଇଥିଲା। କିନ୍ତୁ ସେ ସାପଟିକୁ ସୁର-କ୍ଷିତ ଭାବରେ ଏକ ନଦୀ କୂଳରେ ନେଇ ଛାଡି ଦେଇଥିଲେ। ମାତ୍ର ସେ ଜାଣିଥିଲେକି ସେ ଆଉ ବଞ୍ଚିପାରିବେ ନାହିଁ। ତେଣୁ ସେ ଏକ ଭିଡିଓ ତିଆରି କରିଥିଲେ ଯାହାକି ତାଙ୍କର ଶେଷ ଭିଡିଓ ଭାଇରଲ ହେଉଛି।

ସେ ତାଙ୍କର ଶେଷ ଭିଡିଓଟିରେ କହିଥିଲେକି କେହିବି ସାପ ଧରିବାକୁ ବାହାରନ୍ତୁ ନାହିଁ, ଆଉ ଯଦି କୌଣସି ସାପ ଆପଣଙ୍କୁ କା-ମୁ-ଡ଼ି ଦେଇଥାଏ ତେବେ ସଂଗେ ସଂଗେ ସରକାରୀ ହସ୍ପିଟାଲକୁ ଯାଇ ନିଜର ଚିକିତ୍ସା କରନ୍ତୁ। ତେବେ କିନ୍ତୁ ତାଙ୍କୁ ସାପ କାମୁ-ଡ଼ିବା ପରେ ସେ ଅସୁସ୍ଥ ହୋଇଯାଇଥିଲା ଆଉ ସଂଗେ ସଂଗେ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ମାତ୍ର ତାଙ୍କର ସ୍ବାସ୍ଥ୍ୟ ଅସୁସ୍ଥ ହୋଇ ପଡିବା କାରଣରୁ ତାଙ୍କୁ ଯୋଦପୁର ହସ୍ପିଟାଲକୁ ଟ୍ରାନ୍ସଫର କରାଯାଇଥିଲା। ମାତ୍ର ରାସ୍ତାରେ ତାଙ୍କର ମୃ-ତ୍ୟୁ ହୋଇ ଯାଇଥିଲା। ତେବେ ତାଙ୍କର ମୃ-ତ୍ୟୁରେ ଅନେକ ଲୋକ ଭା-ଙ୍ଗି ପଡିଛନ୍ତି ଆଉ ତାଙ୍କର ପରିବାରର ସେ ସାନ ପୁଅ ମଧ୍ୟ ଥିଲେ। ଆଉ ତାଙ୍କ ବିୟୋଗରେ ତାଙ୍କର ପରିବାର ଲୋକ ସମ୍ପୂର୍ଣ ଭା-ଙ୍ଗି ପଡିଛନ୍ତି।

Leave a Reply

Your email address will not be published. Required fields are marked *