ସୌମ୍ୟ ମୃ-ତ୍ୟୁ ମା-ମ-ଲାରେ ସୋନାଲି ନନ୍ଦ ନାଁରେ ଲାଗିଲା ସଙ୍ଗୀନ ଦଫା ……..

ବହୁ ଚର୍ଚ୍ଚିତ ମଡେଲ ସୌମ୍ୟ ପାଣିଗ୍ରାହୀ ମୃ-ତ୍ୟୁ ମା-ମ-ଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମା-ମ-ଲା ରୁ-ଜୁ କଲା କମିଶନରେଟ ପୋ-ଲି-ସ । ତେବେ ମଡେଲ ସୌମ୍ୟ ପାଣିଗ୍ରାହୀଙ୍କ ଆ-ତ୍ମହ-ତ୍ୟା ଘଟ-ଣାରେ କମିଶନରେଟ ପୋ-ଲି-ସକୁ ଭର୍ତ୍ସନା କରିଛନ୍ତି ହୋଇକୋର୍ଟ । ତେବେ ପୋ-ଲି-ସ ଅଭିନେତ୍ରୀ ସୋନାଲି ନନ୍ଦଙ୍କ ନାଁରେ ମା-ମ-ଲା ରୁ-ଜୁ କରୁ ନଥିବାରୁ ସୌମ୍ୟଙ୍କ ପରିବାର ପକ୍ଷରୁ ହାଇକୋର୍ଟରେ ଏକ ମ-କଦ୍ଦ-ମା ରୁ-ଜୁ କରିଥିଲେ ।

ଏପଟେ ହାଇକୋର୍ଟ ଏହି ମାମ-ଲାର ଶୁଣାଣି କରି ଅଭିନେତ୍ରୀ ସୋନାଲି ନନ୍ଦଙ୍କ ନାଁରେ ମା-ମ-ଲା ରୁ-ଜୁ କରିବା ଲାଗି ଭୁବନେଶ୍ବର କମିଶନରେଟ ପୋ-ଲି-ସକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ ଭୁବନେଶ୍ବର ଇନଫୋସିଟ୍‌ ଥା-ନା ପକ୍ଷରୁ ସୋନାଲିଙ୍କ ନାଁରେ ମା-ମ-ଲା ରୁ-ଜୁ କରାଯାଇଛି । ସେହିପରି ସୌମ୍ୟଙ୍କୁ ଆ-ତ୍ମହ-ତ୍ୟା ପାଇଁ ଉସୁକାଇବା ଅଭି-ଯୋଗରେ ପୋ-ଲି-ସ ସୋନାଲିଙ୍କ ନାଁରେ ମା-ମ-ଲା ରୁ-ଜୁ କରିଛି । ଏଥିସହ ହାଇକୋର୍ଟର ହସ୍ତକ୍ଷେପ ପରେ ଅଭିନେତ୍ରୀ ସୋନାଲି ନନ୍ଦଙ୍କ ନାରେ ୩୦୬ରେ ମା-ମ-ଲା ରୁ-ଜୁ କରିଛି ପୋ-ଲିସ । ଏହା ସହିତ ତାଙ୍କ ମାଆ ନାଁରେ ମଧ୍ୟ ୩୦୬ରେ ଦ-ଫା ସହ ଧା-ରା ୩୪ରେ ଏକାଧିକ ଲୋକ ସାମିଲ ଥିବାରୁ ମା-ମ-ଲା‌ ରୁ-ଜୁ କରିଛି ଇନଫୋସିଟି ଥା-ନା ପୋ-ଲି-ସ ।

ସୂଚନାଯୋଗ୍ୟ ଆ-ତ୍ମହ-ତ୍ୟା ପୁର୍ବରୁ ମଡେଲ ସୌମ୍ୟ ଏକ ସୁସା-ଇଡାଲ ନୋଟ ଲେଖିଥିବା ବେଳେ ଏହାକୁ ପୋ-ଲି-ସ ଜ-ବତ କରିଥିଲା । ସୌମ୍ୟଙ୍କୁ ଆ-ତ୍ମହ-ତ୍ୟା ପାଇଁ ସୋନାଲି ହିଁ ଉସକାଇବା ସହ ଚାପ ପକାଉଥିଲେ ସୌମ୍ୟଙ୍କ ପରିବାର ଓ ଭାଇରାଲ ଅଡିଓରେ ଜାଣିବାକୁ ମିଳିଥିଲା । ତେବେ ସୋନାଲିଙ୍କ ପ୍ରେମରେ ଉବୁଟୁବୁ ଥିବା ସୋମ୍ୟଙ୍କୁ ଏକ କାର କିଣିବା ସହ ସୋନାଲିକୁ ଗିଫ୍ଟ କରିବାକୁ ବ୍ଲା-କମେ-ଲ କରୁଥିଲେ । ଆଉ ଶେଷରେ ମାନ-ଷିକ ଚା-ପ ସହି ନପାରି ଚଳିତ ବର୍ଷ ଜାନୁଆରୀ ୩୧ ତାରିଖରେ ପଟିଆ ସ୍ଥିତ ନିଜ ରୁମରେ ଆ-ତ୍ମହ-ତ୍ୟା କରିଥିଲେ ମଡେଲ ସୋମ୍ୟ ପାଣିଗ୍ରାହୀ ।

ଏନେଇ ପୋ-ଲି-ସ ମୃ-ତଦେ-ହ ସହ ସୁଇ-ସାଇ-ଡାଲ ନୋଟ ମଧ୍ୟ ଜ-ବତ କରିଥିଲା । ହେଲେ ଏନେଇ କେ-ସକୁ ଚପାଇ ଦେବାକୁ ଚାହୁଁଥିଲା ପୋ-ଲି-ସ । ଏଥିସହ ଆଇ-ନର‌ ଗଳାବାଟ ଦେଖାଇ କେସରୁ ସୋନାଲି ଓ ତାଙ୍କ ମାଆଙ୍କୁ କେ-ସରୁ ବା-ଦ ଦେଇଥିଲା ପୋ-ଲି-ସ ବୋଲି ଅଭି-ଯୋଗ ହୋଇଥିଲା । ଅନ୍ୟପଟେ ଏକ ଅ-ପମୃ-ତ୍ୟ ମା-ମ-ଲା ରୁ-ଜୁ କରି ଭୁବନେଶ୍ୱର ଡିସିପିଙ୍କ ନେତୃତ୍ବରେ ତ-ଦ-ନ୍ତ କରୁଥିଲା ଇନଫୋସିଟି ଥା-ନା ପୋ-ଲିସ । ଏନେଇ ପରିବାର ଲୋକେ ଫେବୃଆରୀ ୩୧ ତାରିଖରେ ଡିସିପି ଅଫିସ ଘେରାଉ କରିବା ସହ ହାଇକୋର୍ଟରେ ଦ୍ବାରସ୍ଥ ମଧ୍ୟ ହୋଇଥିଲେ ।

Leave a Reply

Your email address will not be published. Required fields are marked *