ଆଜି ବି ବଞ୍ଚିଛି ମଣିଷ ପଣିଆ,ଭିଡ଼ିଓ ଦେଖନ୍ତୁ ଆପେ ସବୁ ବୁଝିଯିବେ !

ଦୁନିଆରେ ମଣିଷ ଦିନକୁ ଦିନ ପରିବର୍ତ୍ତନ ହେବାରେ ଲାଗିଛି । ଧୀରେ ଧୀରେ ସେ ନୃ-ଶଂ-ସ ହେବା ସହିତ ଦିନକୁ ଦିନ ପଶୁ ପାଲଟି ଯାଉଛନ୍ତି। କିନ୍ତୁ ଏହି ଦୁନିଆରେ ସବୁ ମଣିଷ ଏଭଳି ନଥାନ୍ତି କିଛି ମଣିଷ ଏଭଳି ଅଛନ୍ତି ଯେଉଁ ମାନଙ୍କ ଭିତରେ ଆଜି ବି ମନୁଷ୍ୟତା ରହିଛି ସେମାନେ ଅନ୍ୟର ସାହାର୍ଯ୍ୟ ମଧ୍ୟ କରୁଛନ୍ତି ଓ ଅନ୍ୟର ଦୁଃ-ଖରେ ଦୁଃ-ଖୀ ମଧ୍ୟ ହେଉଛନ୍ତି। ଗୋଟେ ବାହାରେ ବୁଲୁଥିବା କୁକୁରର ଗୋଡ଼ ଭା-ଙ୍ଗି ଯାଇଥିଲା ଏବଂ ସେ ବହୁତ କ-ଷ୍ଟ ରେ ବୁଲୁଥିଲା ତେବେ କିଛି ଲୋକ ଏହି କୁକୁରର ଏଭଳି ଅବସ୍ଥାକୁ ସହି ନପାରି ତାକୁ ଭଲ କରି ତାର ଚିକିତ୍ସା କରିବାକୁ ଲାଗିଲେ ଏବଂ ସେ କୁକୁରଟି କିଛି ମାସ ପରେ ଚାଲିବାକୁ ମଧ୍ୟ ଲାଗିଲା ।

ଗୋଟେ କାରରେ ଜଣେ ଛୋଟ ଛୁଆ ଭିତରେ ଲକ ହୋଇ ଯାଇଥିଲା । ତେବେ ଏହା ପୋ-ଲି-ସ ଦେଖି ସେହି ଛୁଆ କୁ ଉ-ଦ୍ଧା-ର କରିବା ପାଇଁ ଚେଷ୍ଟା କରିଥିଲେ କିଛି ରାସ୍ତା ମୁଣ୍ଡକୁ ଆସୁ ନଥିଲା କି ମିଳୁ ନଥିଲା ।ସେତେବେଳେ ପୋ-ଲି-ସ ସହିତ ଧରା ପଡିଥିବା ଚୋ-ର ମାନେ ନିଜର ଅନ୍ଦାଜ ରେ ସେ ଗାଡି ର ଲକକୁ ଖୋଲି ଦେଲେ ଏବଂ ସେହି ଛୁଆ କୁ ଉ-ଦ୍ଧା-ର କରି ପାରିଥିଲେ ।

ଏକ ରାସ୍ତା ରେ ଗୋଟିଏ ବତକ ନିଜ କୁନି ଛୁଆ ମାନଙ୍କୁ ନେଇ ଯାଉଥିଲା ଠିକ ସେହି ସମୟରେ ଡ୍ରେନରେ ତାର ଛୁଆମାନେ ପଡି ଯାଇଥିଲେ ଆଉ ଭଗବାନଙ୍କ କୃପାରୁ ଠିକ ସେହି ସମୟରେ କିଛି ଲୋକ ଆସି ସେହି ଛୁଆ ମାନଂକୁ ଡ୍ରେନ ଭିତରୁ ଉ-ଦ୍ଧା-ର କରି ଦେଇଥିଲେ ଯାହା ଦ୍ଵାରା ସେମାନଙ୍କର ଜୀବନ ବଞ୍ଚି ଯାଇଥିଲା । ଏକ ଶୂନଶାନ ରାସ୍ତା ରେ ତିନିଜଣ ଯୁବତୀ ଯାଉଥିବା ବେଳେ ଏକ କାରରେ କିଛି ଯୁବକ ତାଙ୍କୁ ହଇ-ରାଣ କରୁଥିଲେ ସେହି ସମୟରେ ଜଣେ ଯୁବକ ନିଜ ବାଇକରେ ଆସି ସେହି ଝିଅ ମାନଙ୍କ ସହ ଚାଲିକି ଯିବାକୁ ଲାଗିଲା ଏହା ଦ୍ୱାରା ସେମାନ ନିଜ କୁ ସୁର-କ୍ଷିତ ଅନୁଭବ କଲେ ଓ ସୁର-କ୍ଷିତରେ ଘରେ ମଧ୍ୟ ପହଞ୍ଚିଲେ।

Leave a Reply

Your email address will not be published. Required fields are marked *