ଅନୁଭବଙ୍କ ଉପରେ ପଡିଲା କି ବର୍ଷାଙ୍କ ଅଭି-ଶାପ,ଗୋଟିଏ ପରେ ଗୋଟିଏ କାମ ହାତରୁ ଚାଲି ଯାଉଛି !

ଓଡିଶାରେ ସବୁବେଳେ ଗୋଟିଏ ଜିନିଷ ବହୁତ ଚର୍ଚ୍ଚାରେ ଥାଏ ଆଉ ତାହା ହେଉଛି ରାଜନୀତି। ଯେତେବେଳେ ବି ଯୁଆଡେ ବି ଶୁଣିବେ ସବୁଆଡେ ରାଜନୀତି ବିଷୟରେ କିଛି ନା କିଛି କଥା ଶୁଣିବାକୁ ନିଶ୍ଚୟ ପାଇବେ। କାରଣ ଲୋକମାନେ ଚା ପିଇବା ସମୟରେ ବି ରାଜନୀତି ଖବର ଦ୍ୱାରା ଦିନର ଆରମ୍ଭ କରନ୍ତି ରାତିରେ ଶୋଇବା ବେଳେ ମଧ୍ୟ ରାଜନୀତି ଖବରରେ ଦିନ ସାରନ୍ତି। ରାଜନୀତିରେ ବି-ରୋ-ଧୀ ଦଳ ମାନେ ପରସ୍ପରକୁ ନିଚ୍ଚା ଦେଖାଇବା ପାଇଁ ସବୁବେଳେ ଚେଷ୍ଟାରେ ଥାଆନ୍ତି। ସବୁବେଳେ ବି-ରୋ-ଧୀ ଦଳ କେବଳ ଏକ ସୁଯୋଗ ଅପେକ୍ଷାରେ ଥାଆନ୍ତି, କିଭଳି ଅନ୍ୟ ବି-ରୋ-ଧୀ ଦଳର ଏକ ଭୁଲ୍ କାମ କରିବ ଆଉ ଏମାନେ ତାହାକୁ ନେଇ ସଙ୍ଗେ ସଙ୍ଗେ ରାଜନୀତି ଆରମ୍ଭ କରିଦେବେ।

ଦିନେ ଏହି ରାଜନୀତିକୁ ନେଇ ଖୁବ୍ ଚର୍ଚ୍ଚାରେ ଥିବା ଓଡିଶାର ହିରୋ ଅନୁଭବ ମହାନ୍ତିଙ୍କୁ ହୁଏତ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କର ଅଭି-ଶାପ ପଡିଯାଇଛି। ନିଜର ପାରିବାରିକ କଳ-ହକୁ ନେଇ ବହୁତ ଦିନ ଏହି ଅଭିନେତା ଏବଂ ଅଭିନେତ୍ରୀ ଚର୍ଚ୍ଚାରେ ରହିବା ପରେ ଏବେ ଅନୁଭବ ମହାନ୍ତି କିଛିଦିନ ତଳେ ଫିଲ୍ମ ଇଣ୍ଡଷ୍ଟ୍ରିକୁ କମ୍ ବ୍ୟାକ୍ କରିଥିଲେ। ହେଲେ ଏହାକୁ ମଧ୍ୟ କାହାର ନଜର ଲାଗି ଯାଇଛି, ତାଙ୍କର ଦାଦାଗିରି ସୋ ଯାହାକି ଖୁବ୍ ଚାଲିଥିଲା ଏହା ମଧ୍ୟ ବନ୍ଦ ହୋଇ ଯାଇଛି। ଆଉ ଦିନେ ବିଜେଡି ଦଳର ପୋଷ୍ଟର୍ ର ଜଣାଶୁଣା ଚେହେରା ହୋଇଥିବା ଏହି ମଣିଷ ଜଣକ ଏବେ କେବଳ ପୋଷ୍ଟର୍ ରଙ ବା-ଦ୍ ପଡି ନାହାଁନ୍ତି ବରଂ ଦଳର କୌଣସି କୋଣରେ ବି ତାଙ୍କର ଆଉ ସ୍ଥାନ ନାହିଁ। ଆମ ହିନ୍ଦୁ ଧର୍ମରେ ଏକ କଥା ଅଛି ଘରର ଲକ୍ଷ୍ମୀଙ୍କୁ ଦୁଃ-ଖ କ-ଷ୍ଟ ହେଲେ ସେହି ଘର ନ-ଷ୍ଟ ହୋଇଯାଏ ଏବଂ ଘରର ଲୋକ ମାନଙ୍କୁ ଦ-ଶା ଭୋଗିବାକୁ ପଡିଥାଏ, ବୋଧେ ହୁଏତ ତାହାହିଁ ସତ ହେଉଛି ଅନୁଭବଙ୍କ କ୍ଷେତ୍ରରେ, ବର୍ଷାଙ୍କ ସହ ତାଙ୍କର ରିଲେସନ୍ ଖରାପ ହେବା ପରେ ଆଉ ଫର୍ମ କୁ ଆସି ପାରୁ ନାହାଁନ୍ତି ଅନୁଭବ।

ଓଡିଶାରେ ସବୁବେଳେ ଗୋଟିଏ ଜିନିଷ ବହୁତ ଚର୍ଚ୍ଚାରେ ଥାଏ ଆଉ ତାହା ହେଉଛି ରାଜନୀତି। ଯେତେବେଳେ ବି ଯୁଆଡେ ବି ଶୁଣିବେ ସବୁଆଡେ ରାଜନୀତି ବିଷୟରେ କିଛି ନା କିଛି କଥା ଶୁଣିବାକୁ ନିଶ୍ଚୟ ପାଇବେ। କାରଣ ଲୋକମାନେ ଚା ପିଇବା ସମୟରେ ବି ରାଜନୀତି ଖବର ଦ୍ୱାରା ଦିନର ଆରମ୍ଭ କରନ୍ତି ରାତିରେ ଶୋଇବା ବେଳେ ମଧ୍ୟ ରାଜନୀତି ଖବରରେ ଦିନ ସାରନ୍ତି। ରାଜନୀତିରେ ବି-ରୋ-ଧୀ ଦଳ ମାନେ ପରସ୍ପରକୁ ନିଚ୍ଚା ଦେଖାଇବା ପାଇଁ ସବୁବେଳେ ଚେଷ୍ଟାରେ ଥାଆନ୍ତି। ସବୁବେଳେ ବି-ରୋ-ଧୀ ଦଳ କେବଳ ଏକ ସୁଯୋଗ ଅପେକ୍ଷାରେ ଥାଆନ୍ତି, କିଭଳି ଅନ୍ୟ ବି-ରୋ-ଧୀ ଦଳର ଏକ ଭୁଲ୍ କାମ କରିବ ଆଉ ଏମାନେ ତାହାକୁ ନେଇ ସଙ୍ଗେ ସଙ୍ଗେ ରାଜନୀତି ଆରମ୍ଭ କରିଦେବେ।

ଦିନେ ଏହି ରାଜନୀତିକୁ ନେଇ ଖୁବ୍ ଚର୍ଚ୍ଚାରେ ଥିବା ଓଡିଶାର ହିରୋ ଅନୁଭବ ମହାନ୍ତିଙ୍କୁ ହୁଏତ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କର ଅଭି-ଶାପ ପଡିଯାଇଛି। ନିଜର ପାରିବାରିକ କଳହକୁ ନେଇ ବହୁତ ଦିନ ଏହି ଅଭିନେତା ଏବଂ ଅଭିନେତ୍ରୀ ଚର୍ଚ୍ଚାରେ ରହିବା ପରେ ଏବେ ଅନୁଭବ ମହାନ୍ତି କିଛିଦିନ ତଳେ ଫିଲ୍ମ ଇଣ୍ଡଷ୍ଟ୍ରିକୁ କମ୍ ବ୍ୟାକ୍ କରିଥିଲେ। ହେଲେ ଏହାକୁ ମଧ୍ୟ କାହାର ନଜର ଲାଗି ଯାଇଛି, ତାଙ୍କର ଦାଦାଗିରି ସୋ ଯାହାକି ଖୁବ୍ ଚାଲିଥିଲା ଏହା ମଧ୍ୟ ବନ୍ଦ ହୋଇ ଯାଇଛି। ଆଉ ଦିନେ ବିଜେଡି ଦଳର ପୋଷ୍ଟର୍ ର ଜଣାଶୁଣା ଚେହେରା ହୋଇଥିବା ଏହି ମଣିଷ ଜଣକ ଏବେ କେବଳ ପୋଷ୍ଟର୍ ରଙ ବାଦ୍ ପଡି ନାହାଁନ୍ତି ବରଂ ଦଳର କୌଣସି କୋଣରେ ବି ତାଙ୍କର ଆଉ ସ୍ଥାନ ନାହିଁ। ଆମ ହିନ୍ଦୁ ଧର୍ମରେ ଏକ କଥା ଅଛି ଘରର ଲକ୍ଷ୍ମୀଙ୍କୁ ଦୁଃଖ କ-ଷ୍ଟ ହେଲେ ସେହି ଘର ନ-ଷ୍ଟ ହୋଇଯାଏ ଏବଂ ଘରର ଲୋକ ମାନଙ୍କୁ ଦ-ଶା ଭୋଗିବାକୁ ପଡିଥାଏ, ବୋଧେ ହୁଏତ ତାହାହିଁ ସତ ହେଉଛି ଅନୁଭବଙ୍କ କ୍ଷେତ୍ରରେ, ବର୍ଷାଙ୍କ ସହ ତାଙ୍କର ରିଲେସନ୍ ଖରାପ ହେବା ପରେ ଆଉ ଫର୍ମ କୁ ଆସି ପାରୁ ନାହାଁନ୍ତି ଅନୁଭବ।

Leave a Reply

Your email address will not be published. Required fields are marked *