“ବହୁତ ଦିନ ପରେ ଅପେକ୍ଷାର ଅନ୍ତ ଘଟିଲା…ଦୋ-ଷୀ ସାବ୍ୟସ୍ତ ହେବ ସୋନାଲି !

ବହୁ ଚର୍ଚ୍ଚିତ ମଡେଲ ସୌମ୍ୟ ପାଣିଗ୍ରାହୀ ମୃ-ତ୍ୟୁ ମା-ମ-ଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମା-ମ-ଲା ରୁଜୁ କଲା କମିଶନରେଟ ପୋ-ଲି-ସ । ତେବେ ମଡେଲ ସୌମ୍ୟ ପାଣିଗ୍ରାହୀଙ୍କ ଆ-ତ୍ମହ-ତ୍ୟା ଘଟ-ଣାରେ କମିଶନରେଟ ପୋ-ଲି-ସକୁ ଭର୍ତ୍ସନା କରିଛନ୍ତି ହୋଇକୋର୍ଟ । ତେବେ ପୋ-ଲି-ସ ଅଭିନେତ୍ରୀ ସୋନାଲି ନନ୍ଦଙ୍କ ନାଁରେ ମା-ମ-ଲା ରୁ-ଜୁ କରୁ ନଥିବାରୁ ସୌମ୍ୟଙ୍କ ପରିବାର ପକ୍ଷରୁ ହାଇକୋର୍ଟରେ ଏକ ମକ-ଦ୍ଦମା ରୁ-ଜୁ କରିଥିଲେ । ଏପଟେ ହାଇକୋର୍ଟ ଏହି ମାମ-ଲାର ଶୁଣାଣି କରି ଅଭିନେତ୍ରୀ ସୋନାଲି ନନ୍ଦଙ୍କ ନାଁରେ ମା-ମ-ଲା ରୁ-ଜୁ କରିବା ଲାଗି ଭୁବନେଶ୍ବର କମିଶନରେଟ ପୋ-ଲି-ସକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ପରେ ଭୁବନେଶ୍ବର ଇନଫୋସିଟ୍‌ ଥା-ନା ପକ୍ଷରୁ ସୋନାଲିଙ୍କ ନାଁରେ ମା-ମ-ଲା ରୁ-ଜୁ କରାଯାଇଛି । ସେହିପରି ସୌମ୍ୟଙ୍କୁ ଆ-ତ୍ମହ-ତ୍ୟା ପାଇଁ ଉସୁକାଇବା ଅଭି-ଯୋଗରେ ପୋ-ଲି-ସ ସୋନାଲିଙ୍କ ନାଁରେ ମା-ମ-ଲା ରୁ-ଜୁ କରିଛି । ଏଥିସହ ହାଇକୋର୍ଟର ହସ୍ତକ୍ଷେପ ପରେ ଅଭିନେତ୍ରୀ ସୋନାଲି ନନ୍ଦଙ୍କ ନାରେ ୩୦୬ରେ ମା-ମ-ଲା ରୁ-ଜୁ କରିଛି ପୋ-ଲି-ସ । ଏହା ସହିତ ତାଙ୍କ ମାଆ ନାଁରେ ମଧ୍ୟ ୩୦୬ରେ ଦ-ଫା ସହ ଧା-ରା ୩୪ରେ ଏକାଧିକ ଲୋକ ସାମିଲ ଥିବାରୁ ମା-ମ-ଲା‌ ରୁ-ଜୁ କରିଛି ଇନଫୋସିଟି ଥା-ନା ପୋ-ଲି-ସ ।

ଏହି ସବୁ ପରେ ସୌମ୍ୟଙ୍କ ଜଣେ ସାଙ୍ଗ ଏହିସବୁ କୁ ନେଇ ନିଜର ମତ ରଖିଛନ୍ତି, ସେ କହିଛନ୍ତି କି ସୋନାଲି ଏବେ ଆଉ ତୁମର ତ୍ରାହି ନାହିଁ। ଆ-ଇ-ନ ଉପରେ ଆମର ଭରସା ଅଛି, ଡେରିରେ ହେଉ ପଛେ ତୁମେ ଦୋ-ଷୀ ବୋଲି ସାବ୍ୟସ୍ତ ହେବ ଖାଲି ତୁମ ନୁହେଁ ତୁମର ମାଆ ମଧ୍ୟ ଜେ-ଲ୍ କୁ ଟଣା ହୋଇ ଯିବେ। ଏହା ଏକ ସମ୍ପୂର୍ଣ୍ଣ ଭାବେ ଯୋଜନାବଦ୍ଧ ଭାବେ ହ-ତ୍ୟା ଆଉ ଆମ ସାଙ୍ଗକୁ ଉସୁକା ଯାଇଛି ଆ-ତ୍ମହ-ତ୍ୟା କରିବା ପାଇଁ। ଆଇ-ନର ଘର ସବୁବେଳେ ଅନ୍ଧାର ହୋଇ ନଥାଏ, ଡେରିରେ ହେଉ ପଛେ ଆମ ଭାଇକୁ ନ୍ୟା-ୟ ମିଳିବ ଯିଏ ସତରେ ଦୋ-ଷୀ ସିଏ ଦ-ଣ୍ଡ ପାଇବ।

Leave a Reply

Your email address will not be published. Required fields are marked *