କୁନି ଝିଅର ଇସାରାରେ ଗୋଟେ କୁକୁର ୧୦୦ ଷଣ୍ଢଙ୍କୁ ଧୂଳି ଚଟାଇଲା, ଷଣ୍ଢ ପଲ ଡରିଗଲେ, ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ!

ବର୍ତ୍ତମାନ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହିତ ଜଡିତ ଅଛନ୍ତି। ଆଜିକାଲିର ଦୁନିଆରେ ଏପରି ସବୁ ଘ-ଟଣା ଘ-ଟୁଛି ଯାହାକି ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି।ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି। ଏହା ସହିତ ଲୋକମାନେ ନିଜର ମନୋରଞ୍ଜନ ପାଇଁ ମଧ୍ୟ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି। ସୋସିଆଲ ମିଡିଆରେ ଏପରି ଅନେକ ଭିଡିଓ ଭାଇରାଲ ହେଉଛି ଯାହା ଆପଣଙ୍କର ମନୋରଞ୍ଜନ କରିଦେବ। ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଅଛି। ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ।

ତେବେ ଏହି ଭିଡିଓଟି ବର୍ତ୍ତମାନ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ୧୦୦ଟି ଷଣ୍ଢ ଉପରେ ଗୋଟେ କୁକୁର ଭାରି ପଡିଥିବାର ଦୃ-ଶ୍ୟ ଆପଣମାନେ ନିଶ୍ଚିତ ଦେଖୁଥିବେ। ଏଭଳି ଦୃ-ଶ୍ୟ ଆଗରୁ କେବେ ଆସିନଥିଲା। ପ୍ରଥମ ଥର ପାଇଁ ଏଭଳି ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଗୋଟେ ଝିଅ ଅଛି ଆଉ ତା ସହିତ ଗୋଟେ କୁକୁର ଅଛି ଆଉ ଚାରିପଟେ ଷଣ୍ଢ ଦଳ ଅଛନ୍ତି।

ଏତେ ଶଣ୍ଢଙ୍କୁ ଦେଖିଲେ ଯିଏ ନାହିଁ ସିଏ ଡରିଯିବେ ହେଲେ ଏହି କୁନି ଝିଅଟି ଜମାରୁ ଡ଼-ରୁ ନାହିଁ ସେ ନିଜର କୁକୁର ସହିତ ସେହି ସ୍ଥାନରେ ଛିଡା ହୋଇଛି। ଯେମିତି ଗୋଟେ ଷଣ୍ଢ ଆକ୍ର-ମଣ କରିବା ପାଇଁ ଆଗକୁ ଆସୁଛି ଝିଅଟି ନିଜ କୁକୁରକୁ ଇସାରା ଦେଉଅଛି ଯାହାଫଳରେ କୁକୁର ଆଗକୁ ଯାଉଛି ଓ ଶଣ୍ଢ ଭ-ୟରେ ପଛକୁ ଚାଲିଯାଉଛି। ଝିଅର ଇସାରା ଦେବା ମାତ୍ରେ କୁକୁର ଶଣ୍ଢ ସହିତ ଲ-ଢି-ବା ପାଇଁ ପ୍ରସ୍ତୁତ ହୋଇଯାଉଛି। ଏତେ ଶଣ୍ଢ ଥାଇ ମଧ୍ୟ କୁକୁର ଉପରେ କେହି ମଧ୍ୟ ଆକ୍ର-ମଣ କରିପାରୁ ନାହାନ୍ତି ସବୁ ଶଣ୍ଢ ଡ-ରି ସେଠାରୁ ଦୌଡ଼ି ପଲାଉଛନ୍ତି।

Leave a Reply

Your email address will not be published. Required fields are marked *