ବର୍ତ୍ତମାନ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହେଉଛନ୍ତି। ଆଜିକାଲିର ଏହି ଦୁନିଆରେ ଏପରି ସବୁ ଘ-ଟ-ଣା ଘଟୁଛି ଯାହାକି ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଅଛି। ଏହି ସବୁ ଘ-ଟ-ଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି। ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ। ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ। ଏହି ଭିଡିଓଟି ବର୍ତ୍ତମାନ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତେବେ ଆଉ ବିଳମ୍ୱ ନକରି ଆସନ୍ତୁ ଏହି ଭିଡିଓ ବିଷୟରେ ଜାଣିବା। ନାଳରେ ଫସି ରହିଥିବା ଜୀବନଟି ଯେତେବେଳେ ଏକ ନୂଆ ଜୀବନ ପାଏ ଆମେ ସମସ୍ତେ ଉତ୍ସାହିତ ହୋଇ ଯାଇଥାଉ।
ଯବାନଙ୍କର ସାହାସିକତାକୁ ସାବାସି ଦେଉ। ଏଥିପାଇଁ ଯବାନଙ୍କୁ କେତେ ସାଧନା କରିବାକୁ ପଡେ ଏ ହେଉଛି ତାର ପ୍ରମାଣ। ସାଧାରଣ ଲୋକମାନଙ୍କ ଜୀବନ ବଞ୍ଚାଇବା ପାଇଁ ଯବାନ କେତେ କ-ଷ୍ଟ କରୁଛନ୍ତି ଦେଖନ୍ତୁ। ପାଣି କାଦୁଅରେ ଭର୍ତ୍ତି ହୋଇ ରହିଛି ଏହି ନାଳ। ମଣିଷ ତ ମଣିଷ ହୁଏତ କୁଟା ଖଣ୍ଡିଏ ମଧ୍ୟ ପଶିବା ତା ଭିତରେ ସମ୍ଭବ ନୁହେଁ। କିନ୍ତୁ ଏହି ଭାଇରାଲ ହେଉଥିବା ଭିଡିଓରେ ଅତି ସାହାସିକତାର ସହିତ ନାଳ ଭିତରେ ଯବାନ ପଶି ଯାଇଛନ୍ତି।
ପଛରେ ଛିଡା ହୋଇଥିବା ଆଉ ଜଣେ ବରିଷ୍ଠ ଯବାନ ତାଙ୍କୁ ସହଯୋଗ ମଧ୍ୟ କରୁଛନ୍ତି। ନାଳର ଗୋଟିଏ ମୁଣ୍ଡରେ ପସିଯାଇ ବେସ କିଛି ସମୟ ପରେ ଅତି ସୁର-କ୍ଷିତ ଭାବରେ ଯବାନ ବାହାରି ଆସିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଚିତ୍ର। ଏହି ଭିଡିଓଟି ବର୍ତ୍ତମାନ ସମସ୍ତ ସ୍ଥାନରେ ଚର୍ଚ୍ଚାରେ ମଧ୍ୟ ରହିଛି। ଆମ ଦେଶର ସୁର-କ୍ଷା ପାଇଁ ନିଜ ଜୀବନର ବାଜି ପକାଉ ଥିବା ଯବାନମାନଙ୍କ ତାଲିମ ବହୁତ କଷ୍ଟକର ହୋଇଥାଏ।