ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର ସମସ୍ତେ କରିଥାନ୍ତି । ବର୍ତ୍ତମାନ୍ ର ସୋସିଆଲ ମିଡିଆ ଏକ ମନୋରଞ୍ଜନର ପ୍ଲାଟଫର୍ମ ହୋଇ ଉଠୁଚି । ସୋସିଆଲ ମିଡ଼ିଆରେ ଗୀତ, ନାଚ, ମଜାଳିଆ କଥା ପର୍ଯ୍ୟନ୍ତ ସବୁ ରହିଥାଏ । ଆମେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ନାନା ସ୍ଥାନ ର ନାନା କଥା ଜାଣିବାକୁ ପାଇଥାଉ , ଅନେକ ଘ-ଟ-ଣା ଦୁ-ର୍ଘଟ-ଣା ବିଷୟ ରେ ଆମେ ଖବର ପାଇଥାଉ । ତେବେ ଅନେକ ସ୍ଥାନ ରେ ଅନେକ ଖରାପ ଘ-ଟ-ଣା ଘ-ଟିଥାଏ ଯାହା ଫଳରେ ଅନେକ ଲୋକ ଖରାପ କାର୍ଯ୍ୟ ହୋଇଥାଏ । ବେଳେ ବେଳେ ସୋସିଆଲ ମିଡ଼ିଆ ରେ ଏପରି କିଛି ଭିଡିଓ ମଧ୍ୟ ଆସିଥାଏ , ଯାହା ଦେଖିଲେ ଆପଣଙ୍କ ଆଖି ରୁ ମଧ୍ୟ ପାଣି ବହି ଆସିବ । ବଡ଼ ହୃଦୟ ବିଦା-ରକ ସେହି ଭିଡିଓ ସବୁ ମଧ୍ୟ ଆମେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ହିଁ ଦେଖିବାକୁ ପାଇଥାଉ । ଆଉ ସମୟ ସମୟ ରେ କିଛି ଫନି ବା ମଜାଳିଆ ବିଷୟ ମଧ୍ୟ ଦେଖିବାକୁ ପାଇଥାଉ ଯାହା ଆମକୁ ଅନେକ ହସାଇଥାଇ ।
ତେବେ ଏକ ଭିଡିଓ ରେ ରହିଛି ଯେ ଜଣେ ଯୁବକ ଚେୟାର ରେ ବସି ନିଜ ଲ୍ୟାପଟପରେ କିଛି କାମ କରୁଛନ୍ତି । ତାଙ୍କ ପାଖରେ ଏକ ବିଲେଇ ମଧ୍ୟ ଚେୟାର ରେ ବସିଛି । ହେଲେ ସେହି ସମୟ ରେ ଯୁବକ ଙ୍କ ସାମ୍ନା ଥିବା ଏକ ଚେୟାର ଆପେ ଆପେ ହଲୁଚି ଯାହା ଦେଖି ଯୁବକ ଜଣକ ଡ-ରିଗଲେ । ସେ ଡ-ରିଯାଇ ଠିଆ ହୋଇଗଲେ । ବିଲେଇ ମଧ୍ୟ ସେହି ଜାଗରୁ ଡ଼ି-ଆଁ ମା-ରି ପଳାଉଚି । କିନ୍ତୁ ପରେ ଜଣା ପଡୁଛି ଚେୟାରଟି ରୋବର୍ଟିକ ଭାକ୍ୟୁମ୍ କ୍ଳିନର ପାଇଁ ହଲୁଚି । ଆଉ ଏକ ଭିଡିଓରେ ଜଣେ ବ୍ୟକ୍ତି ବାଇକ ଚଲାଉ ଯାଉଛନ୍ତି
ତେବେ ବ୍ୟକ୍ତି ଜଣକ ଏତେ ଶୀଘ୍ର ରେ ଅଛନ୍ତି ଯେ ସେ ନିଜ ଚପଲ ପିନ୍ଧିବାକୁ ମଧ୍ୟ ଭୁଲି ଯାଇଛନ୍ତି । ହେଲେ ଗାଡି ଚଳାଇବା ସମୟରେ ଗାଡିର ଆଗ ଚକା ବାହାରି ଯାଉଛି । ତେବେ ତୃତୀୟ ଭିଡିଓ ରେ ଜଣେ ବ୍ୟକ୍ତି ନିଜ ଭ୍ୟାନକୁ ଆଗକୁ ଠେଲି ଠେଲି ନେଉଛନ୍ତି । ଆଗକୁ ନେବା ସହ ବ୍ୟକ୍ତି ଭ୍ୟାନର ଚକାକୁ ମଧ୍ୟ ନିଜ ହାତରେ ବୁଲାଇ ଠିକ ଦିଗରେ ନେଉଛନ୍ତି । ଯାହାକୁ ଆମେ କହିଥାଉ ମାନୁଆଲ ଷ୍ଟେରିଙ୍ଗ । ତେବେ ଏଭଳି ସମସ୍ୟା ରେ କେହି ନ ପଡ଼ିଲେ ଅନେକ ଭଲ ।
ତେବେ ଚତୁର୍ଥ ଭିଡିଓ ଟି ବ୍ରାଜିଲ ଦେଶର ଭିଡିଓ । ସେଠାରେ ଷ୍ଟେଫିନି ମେକୋ ନାମକ ଜଣେ ମହିଳାଙ୍କ ଭିଡିଓ ଭାଇରାଲ ହେଇଥିଲା । ଏହି ଭିଡିଓରେ ଷ୍ଟେଫିନିଙ୍କ କ୍ୟାନ୍ସର ପୀ-ଡି-ତ ମା ଭେଣ୍ଟିଲିଟର ରେ ପଡିଛନ୍ତି । ନିଜ ମୃ-ତ୍ୟୁ ସହିତ ସଂଗ୍ରାମ କରୁଛନ୍ତି । ସେହି ସମୟରେ ଷ୍ଟେଫିନି ନିଜ ମାର ଯତ୍ନ ନେବା ବଦଳରେ ସେଠାରେ ନାଚି ଇନ୍ସ୍ତାଗ୍ରମ୍ ଭିଡିଓ ସୁଟ କରୁଛନ୍ତି । ଏହି ଭିଡିଓ କରିବାର ଗୋଟେ ଦିନ ପରେ ତାଙ୍କ ମାଙ୍କ ଦେ-ହା-ନ୍ତ ହୋଇଗଲା । ଏପରି ଝିଅ କୌଣସି ମା ଙ୍କୁ ନ ମିଳୁ । ତେବେ ଆଉ ଏକ ଭିଡିଓ ରେ ଓଗି ନାମକ କୁକୁର ନିଜ ମାଲିକ ସହ ବୁଲିବାକୁ ଯାଇଥିଲା । ଓଗିକୁ ପୋଖରୀ ରେ ଗାଧୋଇବାକୁ ଅନେକ ଭଲ ଲାଗେ । ତେଣୁ ତା ମାଲିକ ବାରଣ କଲେ ମଧ୍ୟ ସେ ଚାଲିଯାଏ ପୋଖରୀ କୁ। ତେବେ ସେଦିନ ମଧ୍ୟ ଗୋଟେ ପୋଖରୀ ଦେଖି ଓଗି ଭିତରକୁ ପଶିଗଲା ହେଲେ ପାଣିରେ ଭାସୁ ଥିବା ଏକ କାଠ ଖଣ୍ଡକୁ ଦେଖି ସେ ସାପ ଭବିଲା ଓ ସେଠାରୁ ଚାଲି ଆସିଲା ।