ଜେ-ଲରେ ଶିବ ସହିତ କଥା ହେବାକୁ ଡ-ରୁଛନ୍ତି ବଡ଼ ବଡ଼ ଗୁ-ଣ୍ଡା,,,,,,

ଏହି କିଛିଦିନ ତଳେ ଏକ ବହୁତ ବଡ ହ-ତ୍ୟାକା-ଣ୍ଡ ଘଟିଥିଲା ଯେଉଁଥିରେ ଗୋଟିଏ ପରିବାରର ପାଞ୍ଚଜଣ ମଣିଷଙ୍କୁ ହ-ତ୍ୟା କରା ଯାଇଥିଲା। ଆଉ ଏହି ଅତ୍ୟନ୍ତ ନୃ-ଶଂ-ସ କାମ କରିଥିବା ଲୋକଟି ଆଉ କେହି ନୁହେଁ ପରିବାରର ହିଁ ଅଟେ, ଅର୍ଥାତ୍ ମୃ-ତ୍ୟୁବ-ରଣ କରିଥିବା ଯୁବକଙ୍କ ସାନ ଭାଇ ଅଟେ। ଜାଗା ବାଡି କାରଣରୁ ଝ-ଗ-ଡା ଲାଗି ଶିବ ନିଜର ଭାଇ, ଭାଉଜ ଏବଂ ତିନି ଝିଆରୀ ପୁତୁରାଙ୍କୁ ଅତ୍ୟନ୍ତ ନୃ-ଶଂ-ସ ଭାବେ ହ-ତ୍ୟା କରିଥିଲେ। ଏହାପରେ ଶିବ ଏକ ଭିଡିଓ ମାଧ୍ୟମରେ ନିଜର ସମସ୍ତ ଦୋ-ଷକୁ ସ୍ୱୀ-କାର କରିବା ସହ ପୋ-ଲି-ସ ପାଖରେ ଆସି ସବୁ କିଛି ସତ କଥା ମଧ୍ୟ ମାନିଥିଲେ।

ଶିବ ସାହୁର ରି-ମା-ଣ୍ଡ ଅବଧି ସରିବା ପରେ ସିଏ ଏବେ ସାଲେପୁର ସବ୍ ଜେ-ଲ୍ ରେ ଅଛି। ଶିବ ଭଳି ଜଣେ ଅତି ନୃ-ଶଂ-ସ ହ-ତ୍ୟାକା-ରୀକୁ ଦେଖିବା ପାଇଁ ଜେ-ଲ୍ ର କର୍ମଚାରୀ ତଥା କଏଦୀଙ୍କ ମନରେ ଉତ୍ସୁକତା ଭରି ରହିଛି, ଯିଏକି ଏକାବେଳକେ ଗୋଟେ ନୁହେଁ କି ଦୁଇଟି ନୁହେଁ ପାଞ୍ଚ ପାଞ୍ଚଟା ମୁଣ୍ଡ କା-ଟି ସେମାନଙ୍କର ହ-ତ୍ୟା କରିଦେଲା। ଜେ-ଲର ଅନ୍ୟ କ-ଏ-ଦୀ ମାନେ ମଧ୍ୟ ଶିବର ପାଖ ମାଡିବାକୁ ସାହାସ ଯୁଟାଇ ପାରୁ ନାହାଁନ୍ତି।କାହିଁକି ଏମିତି କା-ଣ୍ଡ ଘଟାଇଲା ବୋଲି କ-ଏ-ଦୀ ମାନେ ତା ଠାରୁ ଜାଣିବାକୁ ଚାହୁଁ ଥିଲେ ମଧ୍ୟ କେହି ବି ସାହାସ କରି ଏ ପ୍ରଶ୍ନ ପଚାରି ପାରୁ ନାହାଁନ୍ତି।

କାଳେ ଶିବ ରା-ଗିଯିବ ଆଉ ଜେଲ ଭିତରେ କିଛି ଅଘ-ଟଣ ଘଟାଇ ଦେବ ସେଥିପାଇଁ ଜେ-ଲ କର୍ତୁପକ୍ଷ ମଧ୍ୟ ଶିବ ଉପରେ କ-ଡା ନଜର ରଖିଛନ୍ତି ।ଜେ-ଲର ଦିନ ରାତି ୨୪ ଘଣ୍ଟା ଶିବ ଉପରେ ନଜର ରଖିବାକୁ କୁହାଯାଇଛି।ସାଲେପୁର ଜେ-ଲ ଏବେ ଶିବକୁ ନେଇ ଚର୍ଚ୍ଚାରେ।ଜେ-ଲ ଭିତରେ ସୁର-କ୍ଷା ବ୍ୟବସ୍ଥା ମଧ୍ୟ କ-ଡାକ-ଡି କରାଯାଇଛି । ରବିବାର ଶିବର ତିନି ଦିନିଆ ରି-ମା-ଣ୍ଡ ଅବଧି ଶେଷ ହୋଇଥିଲା କଡା ସୁର-କ୍ଷା ବଳୟ ମଧ୍ୟରେ ଶିବକୁ ସାଲେପୁର ଜେ-ଲକୁ ଅଣା ଯାଇଥିଲା।ଶିବ ଯେଉଁ ଦିନ ଜେ-ଲ ଗଲା କ-ଏ-ଦୀ ଠାରୁ ଆରମ୍ଭ କରି ଜେ-ଲ କର୍ମଚାରୀ ମାନେ ସମସ୍ତେ ତାକୁ ଅପେକ୍ଷା କରି ଥିଲେ।

ଶିବ କିନ୍ତୁ ଏ ସବୁକୁ ଧ୍ୟାନ ନ ଦେଇ ଜେ-ଲ ଭିତରକୁ ଅତି ସହଜରେ ପ୍ରବେଶ କରିଥିଲା।ବିଭିନ୍ନ କାଗଜ ପତ୍ରରେ ସେ ଦସ୍ତଖତ କରିବା ପରେ ତାକୁ ସେଲ ନମ୍ବର ୧୪କୁ ନିଆଯାଇଥିଲା। ସେହି ରାତିରେ ସେ କାହା ସହ କଥା ହୋଇ ନଥିଲା । ରାତିରେ ତାକୁ ରୁଟି ସଂତୁଳା ଖାଇବାକୁ ଦିଆଯାଇଥିଲା ବହୁତ କଷ୍ଟରେ ସେ ଦୁଇଟି ରୁଟି ଖାଇଥିଲା।ପରେ ତାକୁ ଜେ-ଲ କ-ଏ-ଦୀ ମାନେ ବହୁତ ସୁଜାବୁଝା କରିବା ସତ୍ବେ ସେ କାହାର କଥା ଶୁଣି ନଥିଲା।

Leave a Reply

Your email address will not be published. Required fields are marked *