ଏମିତି ବି ଆସେ ମୃ-ତ୍ୟୁ ..୪ ବର୍ଷର କୁନିପୁଅ ଉପରେ ଚଢ଼ିଗଲା ସ୍କୁଲ୍ ବସ୍ ..ଆଉ ଚାଲିଗଲା ସିଦ୍ଧାର୍ଥର ଜୀବନ

ତେବେ ବନ୍ଧୁଗଣ ମୃ-ତ୍ୟୁ ଏମିତି ଭି ଆସେ । ସବୁଦିନ ପରି ସିଦ୍ଧାର୍ଥ ସ୍କୁଲରୁ ଖୁସିରେ ଘରକୁ ଫେରେ । ସୋମବାର ଦିନ ମଧ୍ୟ ସେ ସେହି ସ୍କୁଲ ବସ୍ ରେ ଘରକୁ ଫେରିଲା । ହେଲେ ସେ କଣ ଜାଣିଥିଲା ବସ୍ ରୁ ଓହ୍ଲାଇବା ବେଳେ ମୃ-ତ୍ୟୁ ତାର ବାଟ ଚାହିଁ ବସିଥିବ ବୋଲି । ଆଉ ଯେଉଁ ବସ୍ ରେ ସେ ସ୍କୁଲରୁ ଫେରୁଛି ସେହି ବସ୍ ହିଁ ତାର ଜୀବନ ନେଇଯିବ ବୋଲି । ଗାଡିରୁ ଓହ୍ଲାଉଥିବା ବେଳେ ନିୟନ୍ତ୍ରଣ ହରାଇ ତଳେ ପଡ଼ିଯାଇଥିଲା ସିଦ୍ଧାର୍ଥ ।

ଆଉ ସ୍କୁଲ୍ ବସ୍ ର ପଛ ଚକା ନେଇଗଲା ଗୋଟିଏ ନୀରିହ ବାଳକର ଜୀବନ । କେହି କିଛି ଭାବିବା ଓ କରିବା ପୂର୍ବରୁ ଚାଲିଗଲା ୪ ବର୍ଷର ସିଧାର୍ଥର ଜୀବନ । ହେଲେ କଣ ବା କରାଯାଇ ପାରିବ । କଥାରେ ଅଛି ନା କପାଳ ଲିଖନ କେ କରିବ ଆନ । ତେବେ ଏହି ଦୁଃ-ଖ-ଦ ଘ-ଟ-ଣା ଗୁରୁଗ୍ରାମ ସ୍ଥିତ ଶିଖରପୁର ଅଞ୍ଚଳରୁ ଆସିଛି ।

ଚାରି ବର୍ଷର ସିଦ୍ଧାର୍ଥ ଏଲ୍-କେ-ଜିରେ ପଢୁଥିବା ଛାତ୍ର ଥିଲା । ଏବେ ପୁଅକୁ ହରାଇ ସର୍ବହରା ହୋଇଯାଇଛନ୍ତି ବାପା ଓ ମା । ପରିବାରରେ ଶୋ-କର ଛା-ୟା ଖେଳି ଯାଇଛି । ଏଭଳି ହୃଦୟ ବିଦା-ରକ ଘ-ଟଣା ଘଟିବା ପରେ ସିଦ୍ଧାର୍ଥ ର ବାପା ମା ସ୍କୁଲ ଡ୍ରାଇଭରଙ୍କୁ ଦୋ-ଷୀ ବୋଲି କହିଛନ୍ତି । ଡ୍ରାଇଭରଙ୍କ ପାଇଁ ତାଙ୍କ ଏକମାତ୍ର କୁନି ପୁଅର ଜୀବନ ଯାଇଛି ବୋଲି ସେମାନେ ଅଭି-ଯୋଗ ଆଣିଛନ୍ତି । ଏହି ଘ–ଟଣା ପରେ ଡ୍ରାଇଭର ଅନ୍ୟ ପିଲାଙ୍କୁ ଛାଡ଼ିଦେବା ସହିତ ସେହି ଭ୍ୟାନ୍ ରେ ହିଁ ପଳାଇଥିବା ଜଣା ପଡିଛି ।

ହେଲେ ବର୍ତମାନ ସୁଦ୍ଧା ଫେ-ରା-ର ଡ୍ରାଇଭର ଗି-ର-ଫ ହୋଇନାହିଁ । ଆଉ ପୋ-ଲି-ସ୍ କହିଛି ଯେ ବସ୍ ରେ କୌଣସି କଣ୍ଡକ୍ଟର କି ଟିଚର୍ କେହି ମଧ୍ୟ ନାହାଁନ୍ତି ଏହି ପ୍ରୋଟୋକଲ ସବୁ ପାଳନ କରିବା ପାଇଁ । ଖାଲି ମା-ମ-ଲା ରୁ-ଜୁ କରି ଏହାର ତ-ଦ-ନ୍ତ ଏବେ ପୋ-ଲି-ସ୍ ଆରମ୍ଭ କରିଥିବା ବେଳେ ମ୍ୟାନେଜମେଣ୍ଟ ଏବଂ ଡ୍ରାଇଭର ବି-ରୋ-ଧରେ ମା-ମ-ଲା ସହିତ ଚିକିତ୍ସା ସମ୍ବନ୍ଧୀୟ ଅବହେଳା ଅଭି-ଯୋଗ ମଧ୍ୟ ପରିବାର ଲୋକେ ଆଣିଛନ୍ତି ।

Leave a Reply

Your email address will not be published. Required fields are marked *