ଭୁଲ୍ ଜୀବ ସହ ପଙ୍ଗା ନେବା ପଡିଲା ମ-ହ-ଙ୍ଗା,ଚାଲିଗଲା ଜୀବନ,ଦେଖନ୍ତୁ ହୋସ୍ ଉଡେଇଦେଲା ଭଳି ଘ-ଟ-ଣା !

ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର ସମସ୍ତେ କରିଥାନ୍ତି । ବର୍ତ୍ତମାନ୍ ର ସୋସିଆଲ ମିଡିଆ ଏକ ମନୋରଞ୍ଜନର ପ୍ଲାଟଫର୍ମ ହୋଇ ଉଠୁଚି । ସୋସିଆଲ ମିଡ଼ିଆରେ ଗୀତ, ନାଚ, ମଜାଳିଆ କଥା ପର୍ଯ୍ୟନ୍ତ ସବୁ ରହିଥାଏ । ଆମେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ନାନା ସ୍ଥାନ ର ନାନା କଥା ଜାଣିବାକୁ ପାଇଥାଉ , ଅନେକ ଘ-ଟ-ଣା ଦୁର୍ଘ-ଟଣା ବିଷୟ ରେ ଆମେ ଖବର ପାଇଥାଉ ।

ତେବେ ଅନେକ ସ୍ଥାନ ରେ ଅନେକ ଖରାପ ଘ-ଟଣା ଘ-ଟିଥାଏ ଯାହା ଫଳରେ ଅନେକ ଲୋକ ଖରାପ କାର୍ଯ୍ୟ ହୋଇଥାଏ । ବେଳେ ବେଳେ ସୋସିଆଲ ମିଡ଼ିଆ ରେ ଏପରି କିଛି ଭିଡିଓ ମଧ୍ୟ ଆସିଥାଏ , ଯାହା ଦେଖିଲେ ଆପଣଙ୍କ ଆଖି ରୁ ମଧ୍ୟ ପାଣି ବହି ଆସିବ । ବଡ଼ ହୃଦୟ ବିଦା-ରକ ସେହି ଭିଡିଓ ସବୁ ମଧ୍ୟ ଆମେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ହିଁ ଦେଖିବାକୁ ପାଇଥାଉ । ଆଉ ସମୟ ସମୟ ରେ କିଛି ଫନି ବା ମଜାଳିଆ ବିଷୟ ମଧ୍ୟ ଦେଖିବାକୁ ପାଇଥାଉ ଯାହା ଆମକୁ ଅନେକ ହସାଇଥାଇ ।

ତେବେ ଅନେକ ମଜାଦାର ଭିଡିଓ ଆମେ ଅନେକ ସମୟ ରେ ଦେଖିବାକୁ ପାଇଥାଉ । ଅନେକ ସମୟ ରେ କିଛି ଶିକ୍ଷଣୀୟ ଭିଡିଓ ମଧ୍ୟ ଆସିଥାଏ । ସେହିପରି ଏକ ଭିଡିଓ ରେ ରହୁଚି ଯେ ଗୋଟିଏ ବିଲେଇ କୁ ଦେଖି ଗୋଟିଏ କୁକୁର ଆକ୍ର-ମଣ କରିଲା । ତେବେ ବିଲେଇ ଟି ଏକ କାର ତଳେ ଯାଇ ଲୁ-ଚିଗଲା । ଏହା ପରେ ଅନେକ କୁକୁର ଆସି ବିଲେଇ କୁ ଆକ୍ର-ମଣ କଲେ । ତେବେ ସେ ସେଠାରୁ ବାହାରୁ ଏକ ଟେବଲ ଉପରେ ବାଘ ଭଳି ସାହସର ସହିତ ଠିଆ ହୋଇଗଲା । ଯାହା ଫଳରେ କୁକୁର ମାନେ ସେଠାରୁ ଚାଲିଗଲେ । ତେବେ ଏକ ଭିଡିଓ ରେ ଦେଖା ଯାଇଛି ଯେ ମା ହରିଣ ନିଜ ଛୁଆ ପାଖରେ ବୁଲୁଥିବା ସମୟ ରେ ବାବୁଲ ନାମକ ଏକ ପଶୁ ଆକ୍ର-ମଣ କରିଥିଲା ।

ତେବେ ମା ହରିଣ ର ପ୍ର-ତ୍ୟାଘ-ତ ରେ ସେ ସେଠାରୁ ଚାଲିଗଲା । ତେବେ ଆଉ ଏକ ଭିଡିଓ ରେ ଗୋଟିଏ ଝିଟିପିଟି କୁ ଏକ ସାପ ଗୋଡ଼ାଇ ଧରିଥିଲା । ତେବେ ତା ର ଅନ୍ୟ ଏକ ସାଥୀ ଝିଟିପିଟି ଆସି ସାପ କୁ ଆକ୍ର-ମଣ କରିଲା । ଯାହା ଫଳରେ ସାପଟି କାନ୍ଥ ରୁ ଖସି ପଡ଼ିଲା । ଗୋଟିଏ ଜନ୍ତା ରେ ଦୁଇଟି ଘୁଷୁରୀ ଥିଲେ । ଭାଲୁ ହଠାତ୍ ଆକ୍ର-ମଣ କରିବା ଫଳରେ ଦୁଇଟି ଘୁଷୁରୀ ମିଶି ଭାଲୁକୁ ଆକ୍ର-ମଣ କରିଥିଲା । ଭାଲୁ ସେଠାରୁ ଖସି ପଳାଇଗଲା । ତେବେ ଆଉ ଏକ ଭିଡିଓ ରେ ଏକ ଛୋଟ ପକ୍ଷୀ କଇଁଛ କୁ ଅନେକ ହଇ-ରାଣ କରୁଥିଲା । ଯାହା ଫଳରେ କଇଁଛ ଟି ଯାଇ ପକ୍ଷୀର ବେକ କୁ ମୋଡ଼ି ଧରିଲା ଓ ପକ୍ଷୀଟି ମ-ରିଗଲା

Leave a Reply

Your email address will not be published. Required fields are marked *