ବୋଟରୁ ଡେଇଁଲା ବାଘ…ଦେଖନ୍ତୁ ଭିଡ଼ିଓ

ତେବେ ବନ୍ଧୁଗଣ ଅନେକ ସମୟରେ ବହୁତ ରୋଚକକର ଘଟ-ଣାର ଭିଡ଼ିଓ ସୋସିଆଲ ମିଡ଼ିଆ ମାଧ୍ୟମରେ ଭାଇରାଲ ହୋଇଥାଏ । ଆଉ ଏମିତି କିଛି ମଜାଳିଆ ଭିଡ଼ିଓ ସବୁ ଥାଏ ଯାହା ଆଖି ଦୃ-ଶୀ-ୟା ହୋଇଥାଏ ଦର୍ଶକମାନେ ପସନ୍ଦ କରିଥାନ୍ତି । ନିଜର ଦୈନନ୍ଦିନ କାର୍ଯ୍ୟ ବ୍ୟସ୍ତତାରୁ ଟିକିଏ ଫୁରସତ ମିଳିଲେ ମନକୁ ଟିକେ ହାଲୁକା କରିବା ପାଇଁ ସୋସିଆଲ ମିଡ଼ିଆରେ ଏପରି ଭିଡ଼ିଓ ଆପଣମାନେ ସମସ୍ତେ ଦେଖି ଥାଆନ୍ତି ଏବଂ ମନୋରଞ୍ଜନ ଟିକେ କରିଥାନ୍ତି ଯାହା ଫଳରେ ମନର ବୋଝ ହାଲୁକା ହୋଇଥାଏ । ତେବେ ଆଜିକାଲିର ବ୍ୟସ୍ତତା ଭିତରେ ଟିକେ ମୁହଁରେ ହଁସ ଫୁଟେଇବାର ସୁଯୋଗ ମିଳିବାର ସୋସିଆଲ ମିଡ଼ିଆର ଭାଇରାଲ ହେଉଥିବା ଏପରି ଭିଡ଼ିଓ ପାଲଟିଛି ମୁଖ୍ୟ ଭୂମିକା ।

ଦେଶର କୋଣ ଅନୁକୋଣରେ ଘଟୁ-ଥିବା ଅ-ଦ୍ଭୁ-ତ ଘ-ଟଣା ସବୁ ସୋସିଆଲ ମିଡିଆରେ ଭାଇରାଲ ହୋଇ ସବୁ ଲୋକଙ୍କ ପାଖରେ ପହଞ୍ଚିଥାଏ । ତେବେ ବନ୍ଧୁଗଣ ଆପଣମାନେ ସମସ୍ତେ ତୋ ଏହି କଥାରେ ସହମତ ଥିବେ ନିଶ୍ଚୟ ଯେ ସୋସିଆଲ ମିଡ଼ିଆ ଆଜିର ଯୁବପୀଢ଼ି ମାନଙ୍କ ପାଇଁ ପାଲଟି ଯାଇଛି ବହୁମୂଲ୍ୟ ବସ୍ତୁ । କେବଳ ଯୁବପିଢୀ ନୁହଁ ପିଲାଠୁ ବୁଢା ଏବେ ସମସ୍ତେ ସ୍ମାର୍ଟଫୋନର ବଶବର୍ତ୍ତୀ । ତେବେ ଏହାର କିଛି ସକାରାତ୍ମକ ପକ୍ଷ ଥିବା ବେଳେ କିଛି ନକାରାତ୍ମକ ପକ୍ଷ ମଧ୍ୟ ରହିଛି । ତେବେ ସୋସିଆଲ ମିଡିଆର ଗୋଟେ ସକାରାତ୍ମକ ପକ୍ଷ ହେଉଛି ଦେଶ ଦୁନିଆରେ ଘ-ଟୁଥିବା ସମସ୍ତ ଖବର ଘରେ ବସି ଜାଣିପାରିବା ସହିତ ଲୋକମାନଙ୍କ ମୁହଁରେ ଟିକେ ହଁସ ଆଣି ମନକୁ ଲାଘବ କରିବା ।

ସେମିତି ଗୋଟିଏ ଘ-ଟଣା ବିଷୟରେ ଚାଲନ୍ତୁ ଜାଣିବା ଯାହାକି ବର୍ତମାନ ସମୟରେ ଟୁଇଟରରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ସାଧାରଣତଃ ବାଘ ଏକ ହିଂ-ସ୍ର ପ୍ରାଣୀ । ତେବେ ସେହି ଭିଡ଼ିଓ ଟିରେ ଏକ ମହାବଳ ବାଘକୁ ଦେଖିବାକୁ ମିଳୁଛି । ଜଣେ ଭିଡିଓ କରୁଥିବା ବେଳେ ବାଘଟି ଲଞ୍ଚ ଉପରୁ ସିଧା ପାଣିକୁ ଡେ-ଉଁଛି । ସେହି ସମୟରେ ଡଙ୍ଗାଟି ପାଣିରେ ଚାଲୁଥିଲା ମଧ୍ୟ । ବାଘଟି ପାଣିକୁ ଡେ-ଇଁ ପଡ଼ିବା ପରେ ପହଁରି ପହଁରି କୂଳକୁ ପଳାଉଛି । ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି । ତେବେ ବାଘର ଏହି ଚତୁ-ରତା କୁ ଦେଖି ଲୋକମାନେ ଖୁସି ହେଉଛନ୍ତି ଏବଂ ମଜା ମଧ୍ୟ ଉଠାଉଛନ୍ତି ଯାହା ଫଳରେ ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *